pakka

ଦୀପାବଳି ପାଳନ ବେଳେ ଶ୍ୱାସ ରୋଗୀ ସାବଧାନ ହୁଅନ୍ତୁ

ଶ୍ୱାସ ରୋଗୀଙ୍କ ପାଇଁ ଧୂଆଁ ବିପଦ ସୃଷ୍ଟି କରିଥାଏ । ପୁଣି ଦୀପାବଳି ପାଳନ ସମୟରେ ବାଣଫୁଟାର ବାରୁଦ ଗନ୍ଧ ସେମାନଙ୍କ ପାଇଁ ଆହୁରି ମାରାତ୍ମକ । ଏଣୁ ଦୀପାବଳି ପାଳନ ସମୟରେ ଶ୍ୱାସ ରୋଗୀ ବିଶେଷ ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ନିମ୍ନରେ ଦିଆଯାଇଥିବା ଟିପ୍ସ ମାନି ଚଳିବା ଏକାନ୍ତ ଆବଶ୍ୟକ ।

  • ବାଣ ଫୁଟା ଅଂଚଳକୁ ଯାଆନ୍ତୁ ନାହିଁ ।
  • ଯଥେଷ୍ଟ ସ୍ୱଚ୍ଛ ବାୟୁ ମିଳୁଥିବା ସ୍ଥାନରେ ରୁହନ୍ତୁ ।
  • ବିନା ମାସ୍କରେ ଘରୁ ବାହାରନ୍ତୁ ନାହିଁ ।
  • ସାମାନ୍ୟ ଅସୁସ୍ଥତା ଅନୁଭବ କଲେ ଗରମ ପାଣିର ବାମ୍ଫ ନିଅନ୍ତୁ ।
  • ବେଶୀ ଅଣନିଃଶ୍ୱାସୀ ଲାଗିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।
Leave A Reply

Your email address will not be published.

seventeen − 5 =