pakka

ପାଞ୍ଚଟି ଟିପ୍ସ ଉପରେ ନଜର ଦିଅନ୍ତୁ, ସୁସ୍ଥ ରୁହନ୍ତୁ

l2

ସୁସ୍ଥ ଜୀବନ ସମସ୍ତଙ୍କ କାମନା । କିନ୍ତୁ ବର୍ତମାନ ସମୟର ବିଶୃଙ୍ଖଳିତ ଜୀବନ ଶୈଳୀ ପାଇଁ ସୁସ୍ଥ ଜୀବନ ପ୍ରାପ୍ତ ହେବା ବଡ଼ ମୁସ୍‌କିଲ୍‌ ହୋଇପଡ଼ିଛି । ସାଧକମାନେ ସୁସ୍ଥ ଜୀବନ ପାଇଁ ଅନେକ ପ୍ରାମାଣିକ ଆଧାର ପ୍ରଦାନ କରିଛନ୍ତି । ଆସନ୍ତୁ ସୁସ୍ଥ ଜୀବନ ପାଇଁ ଆଜି ମାତ୍ର ପାଞ୍ଚଟି ଟିପ୍ସ ଉପରେ ନଜର ପକାଇବା ।

  • ତମ୍ବା ପାତ୍ରର ପାଣି ପିଅନ୍ତୁ ।
  • ଆବଶ୍ୟକତା ଅନୁସାରେ ବିଶ୍ରାମ ନିଅନ୍ତୁ ।
  • ଦୁଇ ସପ୍ତାହରେ ଥରେ ଉପବାସ କରନ୍ତୁ ।
  • ପିଠି ସିଧା କରି ବସନ୍ତୁ ।
  • ପଞ୍ଚତତ୍ୱ ସହ ଯୋଡ଼ି ହୋଇ ଜୀବନ ନିର୍ବାହ କରନ୍ତୁ ।
pp
Leave A Reply

Your email address will not be published.

two × two =