pakka

ନୂଆ ନୂଆ ସ୍କୁଲ ଯାଉଥିବା ପିଲାଙ୍କୁ କେମିତି ଯତ୍ନ ନେବା, ଆସନ୍ତୁ ଜାଣିବା

  • ସୁଶ୍ରୀ ସ୍ନେହଲତା

ନୂଆ ନୂଆ ସ୍କୁଲ ଯାଉଥିବା ପିଲାମାନେ ଟିକେ ଅଝଟ ହୁଅନ୍ତି । ପରିବାରକୁ ଛାଡ଼ି ସ୍କୁଲରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଆମକୁ ଜାଣିବାକୁ ହେବ ଯେ, ମା’ ହେଉଛନ୍ତି ଶିଶୁର ପ୍ରଥମ ଗୁରୁ । ସେମାନଙ୍କ ଯତ୍ନ କିଭଳି ନେବା ଆସନ୍ତୁ ଆଜି ଜାଣିବା ।

  • ଶିଶୁକୁ ସ୍କୁଲ ପ୍ରତି ଆକର୍ଷିତ କରିବା ପାଇଁ କିଛି କିଛି କୌତୁହଳ କଥା କହିବା ।
  • ସ୍କୁଲରେ ଅନ୍ୟ ଶିଶୁଙ୍କ ସହ କିଭଳି ନିଜ ସନ୍ତାନ ମିଶି ପାରିବେ, ସେ ସଂପର୍କରେ ବେଶ୍‌ ଯତ୍ନଶୀଳ ହେବା ।
  • ସ୍କୁଲର ଆବଶ୍ୟକ ପଠନ ସାମଗ୍ରୀ ପ୍ରତି ପିଲାଙ୍କ ଧ୍ୟାନ ଆକର୍ଷଣ ପାଇଁ ଚେଷ୍ଟା କରିବା ।
  • ପାଠପଢ଼ାର ଉପାଦେୟତା ସଂପର୍କରେ ଶିଶୁଙ୍କୁ ଜ୍ଞାନ ଦେବା ।
  • ମହାପୁରୁଷଙ୍କ ଜୀବନୀ କହି ଶିଶୁଙ୍କ ଭିତରେ ଉତ୍ସାହ ସୃଷ୍ଟି କରିବା ।
Leave A Reply

Your email address will not be published.

2 × 3 =