ସୁସ୍ଥ ରହିବାକୁ ଆପଣାନ୍ତୁ କିଛି ଟିପ୍ସ

ସୁସ୍ଥ ରହିବାକୁ ହେଲେ ଅନେକ ଜିନିଷର ଯତ୍ନ ନେବାକୁ ପଡିବ । ଆଜିର ସମୟରେ ବେଟାଇମ୍‌ରେ ଖାଇବା ଅଭ୍ୟାସ ଏବଂ ବିଶୃଙ୍ଖଳିତ ଜୀବନଶୈଳୀ ହେତୁ ରୋଗ ହେବାର ଆଶଙ୍କା ଅଧିକ । ଆଜି ଏହି ଲେଖା ମାଧ୍ୟମରେ ଆସନ୍ତୁ ସୁସ୍ଥ ଏବଂ ଫିଟ୍‌ ରହିବାକୁ କିଛି ଟିପ୍ସ ଉପରେ ନଜର ଦେବା….

  • ପର୍ଯ୍ୟାପ୍ତ ପରିମାଣରେ ଶୟନ କରନ୍ତୁ ।
  • ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ ।
  • ପାଚନକ୍ଷମ ଖାଦ୍ୟ ଖାଆନ୍ତୁ ।
  • ଉପଯୁକ୍ତ ପରିମାଣର ପାଣି ପିଅନ୍ତୁ ।
  • ଜଙ୍କ୍‌ ଫୁଡ଼୍‌ ଗ୍ରହଣ କରନ୍ତୁ ନାହିଁ ।
  • ପ୍ରତ୍ୟହ ବ୍ୟୟାମ କରନ୍ତୁ ।
  • ଶଯ୍ୟା ଛାଡ଼ିବା ପରେ ଓ ଶଯ୍ୟାକୁ ଯିବା ଆଗରୁ ବ୍ରସ ଘଷି ମୁହଁ ସଫା କରନ୍ତୁ ।
  • କୌଣସି ବି ନିଶାଦ୍ରବ୍ୟ ସେବନ କରନ୍ତୁ ନାହିଁ ।
    (ସ୍ୱାସ୍ଥ୍ୟଗତ କୌଣସି ଅସୁବିଧା ଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।)
Leave A Reply

Your email address will not be published.