Daily Archives

ସାମ୍ବାଦିକଙ୍କୁ ମିଥ୍ୟା କେସ୍‌ରେ ଫସାଇବା ନେଇ ଏଏସପି ପାଖରେ ଅଭିଯୋଗ, ତଦନ୍ତ ଦାୟିତ୍ୱ ନେଲେ ଏସଡିପିଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗୁଡଭେଲାବ୍ଲକର ଧରିତ୍ରୀ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ତୁଷୁରା ପୋଲିସ ଅଯଥାରେ ହଇରାଣ କରିବା ସହ ମିଥ୍ୟା କେଶରେ ଛନ୍ଦି ଦେଉଥିବା ନେଇ ସୋମବାର ବଲାଙ୍ଗିର ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧିକାରୀ ସୁରେଶ ନାୟକଙ୍କ ଠାରେ ଶ୍ରୀ ଜୈନ
Read More...

ମହିଳା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ସ୍ତନ କର୍କଟ ରୋଗ ଉପରେ ଏକ ମହିଳା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଚେତନତା ଶିବିରକୁ ବାଳଗୋପାଳ ସେନା ପକ୍ଷରୁ ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ସାଲେଭଟା କଲ୍ୟାଣ
Read More...

ହୋମିଓପାଥିିକ ଚିକିତ୍ସାଳୟକୁ ବଲାଙ୍ଗିର ନାଗରିକ କମିଟିର ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ କଲେଜ ଛକ ନିକଟରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବଲାଙ୍ଗିର ନାଗରିକ କମିଟି ବହୁ ପ୍ରଚେଷ୍ଠା ଫଳରେ ସରକାର ଓ ପ୍ରଶାସନଠାରେ ଦାବୀ କରି ଆସିଥିଲା । ଫଳରେ ନୂତନ କୋଠାଘର ନିର୍ମାଣ ପାଇଁ ସରକାରଙ୍କଠାରୁ
Read More...

ରାଜ୍ୟ କରାଟେ ପ୍ରତିଯୋଗିତାରେ ଅସୀମ କରାଟେ ଏକାଡେମୀର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୨୮ ଓ ୨୯ ଦୁଇ ଦିନ ଧରି ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ୩୫ତମ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅସୀମ କରାଟେ ଏକାଡେମୀର ୮ ଜଣ ପ୍ରତିଯୋଗୀ କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଭାଗ ନେଇଥିଲେ
Read More...

ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ମା’ ଗଜଲକ୍ଷ୍ମୀଙ୍କୁ ଆରାଧନା କଲେ ନରସିଂହ

ଲୋକଙ୍କୁ ଭେଟିି ଶୁଣିଲେ ସମସ୍ୟା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ଶାସ୍ତ୍ରୀନଗର ଓ ଲାଲଟିକ୍ରାଠାରେ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜାପୀଠରେ ପହଂଚି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ମା’ ଲକ୍ଷ୍ମୀଙ୍କ ଆରାଧନା
Read More...

ମାହେଶ୍ୱରୀ ସଂଗଠନ ସଦର ବ୍ଲକର ସାଧାରଣ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣାଶୁଣା ସାମାଜିକ ଅନୁଷ୍ଠାନ ମାହେଶ୍ୱରୀ ପକ୍ଷରୁ ଆଜି ସ୍ଥାନୀୟ ପିପି ଏକାଡେମୀଠାରେ ବଲାଙ୍ଗିର ବ୍ଲକ ଅଧୀନରେ ଥିବା ପଂଚାୟତ ମାହେଶ୍ୱରୀର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ପଂଚାୟତ ସ୍ତରରେ କିଭଳି ଭାବରେ ଲୋକେ ଉପକୃତ ହେବେ ସେ ଦିଗରେ ଅନୁଷ୍ଠାନର
Read More...

ସ୍ୱେଚ୍ଛାସେବୀ ସଂଗଠନର ବାର୍ଷିକ ଉତ୍ସବରେ ନରସିଂହ

ରାଜନୈତିକ ଚିନ୍ତାଧାରାର ଉଦ୍ଧ୍ୱର୍ରେ ରହି ବିକାଶ ପାଇଁ କାମ କରିବା : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନ ତାର ବାର୍ଷିକ ଉତ୍ସବ ପାଳନ କରୁଛି । ପ୍ରଧାନ କରିଥିବା ତାଙ୍କ ବିବରଣୀରୁ ଜଣାଯାଉଛି ଯେ ସମାଜସେବା କ୍ଷେତ୍ରରେ ଏହି ସଂଗଠନ ନିସ୍ୱାର୍ଥପର
Read More...

ବଲାଙ୍ଗିର ଦିନ୍‌ ପାଇଁ ସିଲିକନ ଭ୍ୟାଲିରେ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌ ପାଇଁ ବଲାଙ୍ଗିର ସହର ସ୍ଥିତ ସାଲେପାଲିର ସିଲିକନ୍‌ ଭ୍ୟାଲିଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସିଲିକନ୍‌ ଭ୍ୟାଲି ସୋସାଇଟିର ସଭାପତି ମିଥୁନ ପଟ୍ଟନାୟକ ଓ ସଂପାଦକ ବିନୟ କୁମାର ଅଗ୍ରୱାଲାଙ୍କ ତତ୍ୱାବଧାନ କାର୍ଯ୍ୟକ୍ରମରେ
Read More...

ସଲଣ୍ଡିଆମୁଣ୍ଡାରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ସଲଣ୍ଡିଆମୁଣ୍ଡାଠାରେ ଗଜଲକ୍ଷ୍ମୀ ଚଳିତ ବର୍ଷ ୧୨ ବର୍ଷରେ ପଦାର୍ପଣ କରିଛି । ଏହି ଅବସରରେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହେଉଛି । ଏଥିରେ ପୂଜକ ଭାବେ ରୁଦ୍ରଦେବ ଦାସ ପୂଜାକାର୍ଯ୍ୟ ସମ୍ପାଦନ କରୁଥିବା ବେଳେଜପକ ଭାବେ ଅଶୋକ
Read More...

ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ରତ୍ନେଶ୍ୱରୀ ପରିବର୍ତ୍ତେ ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ…

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ଫାଇଭ୍‌-ଟି ହାଇସ୍କୁଲ ରକ୍ଷଣାବେକ୍ଷଣ ଦାୟିତ୍ଵ ପାତଳପଡ଼ା ଗ୍ରାମର ରତ୍ନେଶ୍ୱରୀ ଏସ୍‌ଏଚ୍‌ଜି ପରିବର୍ତ୍ତେ ହଳଦୀ ଗ୍ରାମର ଜୟ ମଙ୍ଗଳା ଏସ୍‌ଏଚ୍‌ଜିକୁ ଦେବା ପାଇଁ ଗ୍ରାମର ୨୧ଟି ମହିଳା ଗୋଷ୍ଠୀ ବିଡିଓଙ୍କୁ
Read More...
error: Content is protected !!