Daily Archives

ଟିଟିଲାଗଡ ଥାନା ସମ୍ମିଳନୀ କକ୍ଷରେ ଘଣ୍ଟାଶୁଣି ମନ୍ଦିର ପୂଜକ, ସମସ୍ତ ଦୁର୍ଗାପୂଜା କମିଟି କର୍ମକର୍ତ୍ତାଙ୍କୁ ନେଇ ବୈଠକ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଗୁରୁବାର ସଂଧ୍ୟାରେ ଟିଟିଲାଗଡ ଥାନାଧିକାରୀ ମନୋଜ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଟିଟିଲାଗଡର ମା' ଘଣ୍ଟାଶୁଣି ମନ୍ଦିରର ପୂଜକ, ନବମୀ ଯାତ୍ରା ପୂଜା କମିଟି, ସମସ୍ତ ଦୁର୍ଗା ପୂଜା କମିଟିର ସଭାପତି ସଂପାଦକ , ରାବଣ ପୋଡି କମିଟିର ସଦସ୍ୟମାନଙ୍କୁ ନେଇ
Read More...

ତେରେସିଂହାରେ ମା’ ପାଟଖଣ୍ଡା ଯାତ୍ରା ସମ୍ପନ୍ନ

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଐତିହାସିକ ଗ୍ରାମ ତେରେସିଂହା ଠାରେ ମା' ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏହି ଯାତ୍ରାରେ ମା'ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶହଶହ ଭକ୍ତଙ୍କର ସମାଗମ ହୋଇଥିଲା । ଭକ୍ତମାନଙ୍କର
Read More...

ତୁରେକେଲା କ୍ଳଷ୍ଟରସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ତୁରେକେଲା କ୍ଳଷ୍ଟରସ୍ତରୀୟ ଚତୁର୍ଥ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ଳଷ୍ଟର ସଂଯୋଜକ ବିରଂଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୟନ୍ତ କୁମାର ପ୍ରଧାନ, ଗୋଷ୍ଠୀ ଶିକ୍ଷା
Read More...

ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟାପୀଠରେ ଗଞ୍ଜାମ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବ୍ଲକଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ମୁଖ୍ୟବକ୍ତା ବିଇଓ ଭାଗିରଥି ବେହେରା,
Read More...

ସରକାରୀ ସର୍ବସାଧାରଣ ଜମିକୁ ଜବର ଦଖଲରୁ ଉଚ୍ଛେଦ ପାଇଁ ତହସିଲଦାର ନିକଟରେ ଫେରାଦ ହେଲେ ପଡାବାସୀ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରାଂଚଳର କାଦୋପଡା ୱାର୍ଡ ନଂ. ୫ରେ ଥିବା ସର୍ବସାଧାରଣ ସରକାରୀ ଜମିକୁ ଜଣେ ବ୍ୟକ୍ତି ଜବର ଦଖଲ କରିଛି । ଜବର ଦଖଲ ଜମିରେ ଯୋର ଜବରଦସ୍ତ ଘର ନିର୍ମାଣ କରୁଥିବାରୁ ପଡାବାସୀ ତହସିଲଦାର କଂଟାବାଂଜିଙ୍କଠାରେ ଉଛେଦ କରିବା ପାଇଁ
Read More...

ବରିଷ୍ଠ ନାଗରିକ ଦମ୍ପତିଙ୍କ ଭାରତୀୟ ସମ୍ମିଳନୀରେ ଯୋଗଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ପ୍ରେରଣାରେ ଜିଲ୍ଲା ସଂଘର ସାଧାରଣ ସଂପାଦକ ବସନ୍ତ ଆଚାର୍ଯ୍ୟ ଏବଂ ତାଙ୍କର ସହଧର୍ମଣୀ ମହିଳା ସଂଗଠନର ସଭ୍ୟା ପ୍ରତିମା ମିଶ୍ର ପୁନେ
Read More...

ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୮ ଦଫା ଦାବୀ ନେଇ ଆସନ୍ତା ୦୨.୧୧.୨୦୨୩ ଦିନ ଭୁବନେଶ୍ୱର ଚାଲ ବିଶାଳ ଗଣଧାରଣା ଦେବାକୁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଏକ ପ୍ରସ୍ତୁତି ବୈଠକ ବଲାଙ୍ଗିର ଯାଦବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ପରିଚାଳନା କରିଥିଲେ ରବିନ୍ଦ୍ର ଦ୍ୱାରୀ ପରିଚାଳନା
Read More...

ଆମ ଓଡିଶା ନବୀନ ଓଡିଶା ଚତୁର୍ଥ ଦିନରେ

କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀକଟକର ୮ଟି ନିର୍ବାଚନମଣ୍ଡଳୀ ପାଇଁ ୧୮୬ କୋଟି ୫୦ ଲକ୍ଷ – ୫୩୫୧ ପ୍ରକଳ୍ପକେନ୍ଦ୍ରାପଡାର ୫ଟି ନିର୍ବାଚନ ମଣ୍ଡଳୀ ପାଇଁ ୧୨୪ କୋଟି ୫୦ ଲକ୍ଷ – ୩୩୫୩ ପ୍ରକଳ୍ପପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କାଗ୍ରାମାଞ୍ଚଳରେ ସମସ୍ତଙ୍କ
Read More...

ଲଳିତା ଖୁଆସଙ୍କ ଶ୍ରଦ୍ଧାଞ୍ଜଳି ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ଠାରେ ଆଜି ଲଳିତା ଖୁଆସଙ୍କ ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ତାଙ୍କ ପ୍ରତିକୃତିରେ ପୁଷ୍ପମାଲ୍ୟ ଅର୍ପଣ ଦୀପ ପ୍ରଜ୍ଜଳନ ପରେ ସ୍ୱର୍ଗତ ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ
Read More...

ଜୟ କିଷାନ କ୍ଲିନିକ ଖୋଲି ପୁଣି ଚର୍ଚ୍ଚାରେ ଡା. ଶଙ୍କର ରାମଚନ୍ଦାନୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଜର ନିସ୍ଵାର୍ଥ ରୋଗୀ ସେବା ଓ ଗରିବଙ୍କ ପାଇଁ ଟଙ୍କିକିଆ କ୍ଲିନିକ ଖୋଲି ସାରା ଦେଶରେ ଚର୍ଚ୍ଚାକୁ ଆସିଥିବା ବୁର୍ଲା ଭୀମସାରର ଆସିଷ୍ଟାଣ୍ଟ ପ୍ରଫେସର ଡା. ଶଙ୍କର ରାମଚନ୍ଦାନୀ ବର୍ତ୍ତମାନ ଜୟକିଶାନ କ୍ଲିନିକ ଆରମ୍ଭ କରି ପୁଣି ଚର୍ଚ୍ଚାରେ । ନିକଟରେ
Read More...