Daily Archives

କଫ୍‌ ସିରପ୍‌ ମାମଲାରେ ଫେରାର୍‌ ଥିବା ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ କଫ୍‌ ସିରପ୍‌ ମାମଲାରେ ଫେରାର୍‌ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ସଦର ପୋଲିସ । ମିଳିଥିବା ସୂଚନା ଅନୁସାରେ ନିକଟରେ ଚୂଡ଼ାପାଲିରେ ବେଆଇନ୍‌ କଫ୍‌ ସିରଫ୍‌ ବିକ୍ରେତାଙ୍କୁ ବଲାଙ୍ଗିର ସଦର ପୋଲିସ ଗିରଫ୍‌ କରିଥିବା ବେଳେ ଏହି
Read More...

୨୮ରେ ପ୍ରସିଦ୍ଧ ମା’ ହରଗୌରୀଙ୍କ ଛତର୍ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜୁରାବନ୍ଧ ପଞ୍ଚାୟତ ତାଲଚକେଲ ଗ୍ରାମରେ ଆସନ୍ତା ୨୮ ତାରିଖ ଦିନ ପ୍ରସିଦ୍ଧ ହରଗୌରୀ ଆଦ୍ୟାଶକ୍ତିଙ୍କ ଛତର୍ ଯାତ୍ରା ଅନୁଷ୍ଠିତ ହେବ । ଆସନ୍ତା ୨୭ରେ ଦେବୀଙ୍କୁ ଭୋଗରାଗ ଅର୍ପଣ କରିବେ । ୨୮ ତାରିଖ ଦିନ
Read More...

ସାଲେଭଟାରେ ରାବଣ ପୋଡି ଉତ୍ସବ ଅନୁଷ୍ଠିତ

ସାଲେଭଟା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ ସାଲେଭଟାରେ ରାବଣ ପୋଡି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଜଗନ୍ନାଥ ମନ୍ଦିର ଦୁର୍ଗାପୂଜା କମିଟି ତରଫରୁ ଚଣ୍ଡୀମନ୍ଦିର କଲ୍ୟାଣ ମଣ୍ଡପ ପଡିଆଠାରେ ରାବଣ ଦରବାର ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲା
Read More...

କୁମାର ଉତ୍ସବ ୨୦୨୩ ଆସନ୍ତା ୨୮ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୂରାତନ ସାହିତ୍ୟ ତଥା ସାଂସ୍କୃତିକ ଅନୁଷ୍ଠାନ ଆଦର୍ଶ ପାଠାଗାର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୩ ଚଳିତ ଅକ୍ଟୋବର ମାସ ୨୮ ତାରିଖ ଦିନ ସନ୍ଧ୍ୟା ୬ ଘଟିକା ସମୟରେ ଭଞ୍ଜ ଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟଠାରେ
Read More...

ରାଜ୍ୟସ୍ତରୀୟ ମହିଷାମର୍ଦ୍ଦିନୀ ସାରସ୍ୱତ ସମାରୋହ ପାଳିତ

ଭୁବନେଶ୍ୱର : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୁଦ୍ଧ ମନ୍ଦିର ସଭାଗୃହରେ ରାଜ୍ୟସ୍ତରୀୟ ମହିଷାମର୍ଦ୍ଦିନୀ ସାରସ୍ୱତ ସମାରୋହ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି, କବୟିତ୍ରୀ ଏବଂ ସାହିତ୍ୟିକମାନେ ଜଗତଜନନୀମାଆଙ୍କ ଉପରେ ସ୍ୱରଚିତ କବିତା ଗାୟନ
Read More...

ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୩ ଦିନିଆ ଧର୍ମଘଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କର ୩ ଦିନିଆ ଧର୍ମଘଟ କରାଯାଇଛି । ସେମାନଙ୍କ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ କାର୍ଯ୍ୟ କରୁଥିବା ୧୭ ଗୋଟି କେନ୍ଦ୍ର ସମବାୟ ବ୍ୟାଙ୍କରେ କର୍ମଚାରୀମାନଙ୍କ ପ୍ରଚେଷ୍ଟା ଫଳରେ ସମସ୍ତ କେନ୍ଦ୍ର ସମବାୟ ବ୍ୟାଙ୍କମାନେ
Read More...

ରଜାମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡ଼ାସିଂହାର ରଜାମୁଣ୍ଡାରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଏହି ନୂଆଁଖାଇ ଭେଟ୍‌ଘାଟ୍‌ ଶ୍ରୀ ସଂକୀର୍ତ୍ତନ୍ୟ ମଣ୍ଡଳୀ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ଗଗନ ବିହାରି ବଗର୍ତ୍ତି
Read More...

ରୁଗୁଡ଼ି ପଡ଼ାଠାରେ ଦୁର୍ଗାପୂଜା କମିଟି ତରଫରୁ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜୟା ଦଶମୀରେ ବଲାଙ୍ଗିର ସହରର ରୁଗୁଡ଼ି ପଡ଼ାଠାରେ ଦୁର୍ଗାପୂଜା କମିଟି ତରଫରୁ ବଡ଼ ଧୁମ୍‌ଧାମ୍‌ରେ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳା ବିରୋଧୀ ଅପରାଧର ପ୍ରତିକ ଏହି ରାକ୍ଷସ ପ୍ରତିମାକୁ, ବିଜୟା ଦଶମୀରେ ଦହନ କରାଯାଇଥିବା ବେଳେ
Read More...

ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆରେ ୧୧ତମ ରାବଣ ପୋଡ଼ି ଆୟୋଜିତ, ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ହାଟପଦାପଡ଼ା ରାବଣ ଦହନ କମିଟି ପକ୍ଷରୁ ୧୧ତମ ରାବଣ ପୋଡ଼ି ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ର ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ, ସମ୍ମାନିତ ଅତିଥି ଭାବେ ସୁବୋଧ
Read More...

ବିନିକାରେ ୫୧ତମ ଦୁର୍ଗାପୂଜା, ସଂଧ୍ୟା ହେଲେ ଜମୁଛି ରାବଣ ଦରବାର

ବିନିକା : ସରିଛି ଦୁର୍ଗାପୂଜା । ମା' ଜଗତ ଜନନୀଙ୍କୁ ପୂଜାର୍ଚ୍ଚନା ସହ ବିଭିନ୍ନ ସ୍ଥାନରେ ସଂଧ୍ୟା ସମୟରେ ରାବଣ ଦରବାରର ମଧ୍ୟ ଆଶର ଜମିଛି । ସୋନପୁର ଜିଲ୍ଲା ବିନିକା ବ୍ଲକ ମହାଦେବପାଲି ଠାରେ ମା' ଦୁର୍ଗାଙ୍କ ୫୧ତମ ଦୁର୍ଗାପୂଜା ପାଳନ କରାଯାଇଛି । ମନ୍ତ୍ରଧ୍ୱନୀ ସହ ଯଥା ରୀତିନୀତିରେ
Read More...