Daily Archives

ଲକ୍ଷ୍ମୀନାରାୟଣ ମନ୍ଦିରର ଉନ୍ନତିକରଣ ପାଇଁ ଅନୁଦାନ ମଂଜୁର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅନଙ୍ଗଉଦୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଲକ୍ଷ୍ମୀନାରାୟଣ ମନ୍ଦିର ଏବଂ ତତ୍‌ସଂଲଗ୍ନ ସ୍କୁଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟ କରଣ ପାଇଁ ଅନୁଦାନ ନିମନ୍ତେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ିର ବରିଷ୍ଠ ଉପସଭାପତି ଅନଙ୍ଗ ଉଦୟ ସିଂହଦେଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି
Read More...

ଅନ୍ତର୍ଜାତୀୟ ଶିଶୁ କନ୍ୟ।ଦିବସ ଅବସରରେ ”ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଓ ବେଟି ବଚାଓ ବେଟି ପଢ଼ାଓ ଯୋଜନାର ଶୁଭାରମ୍ଭ ଦିବସ ରୂପେ ଆଜି ଜିଲ୍ଲା ମୁଖ୍ୟାଳୟରେ ଏହାକୁ ପାଳନ କରାଯାଇଛି । ବାଳିକା ମାନଙ୍କ ସମ୍ମାନ ସମ୍‌ବଳିତ ନାରାବାଜି ସହ ଏକ ରାଲି ସକାଳୁ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ କୋଶଳ
Read More...

ନୃସିଂହନାଥଠାରେ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଶ୍ରୀ ଶ୍ରୀ ନୃସିଂହନାଥ ପୀଠଠାରେ ଗୋଣ୍ଡ ସମାଜ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ମଣ୍ଡପ ସଭାପତି ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ଏବଂ ନନ୍ଦକିଶୋର ଧାରୁଆଙ୍କ ସଭାପତିତ୍ୱ କରିଥିବା ବେଳେ ସଭାକୁ ଜୟସିଂ ଦାଉ ପରିଚାଳନା କରିଥିଲେ ।
Read More...

ଜିଲ୍ଲା ସାମ୍ବାଦିକ ସଂଘର ଜରୁରୀକାଳୀନ ବୈଠକ : ଅଣପଞ୍ଜିକୃତ ସାମ୍ବାଦିକଙ୍କୁ ବର୍ଜନ ନିଷ୍ପତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲା ସାମ୍ବାଦିକ ସଂଘର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଶିବ ପ୍ରସାଦ ପରିଡ଼ା ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବଲାଙ୍ଗିର ଜିଲ୍ଲାରେ ବିଭିନ୍ନ ଅଞ୍ଚଳରେ
Read More...

ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବୁଧବାର ଦିନ ପ୍ରଧାନ ଶିକ୍ଷକ ରାଜେଶ କୁମାର ଖମାରୀଙ୍କ ସଭାପତିତ୍ୱରେ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ବାଳିକାମାନଙ୍କ ସଶକ୍ତିକରଣ ଓ
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗାପୂଜା କମିଟି ସଦସ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଆଗକୁ ଆସୁଛି ମା' ଦୁର୍ଗାଙ୍କ ପୂଜା । ଏଥିପାଇଁ ଶାନ୍ତି ଶୃଂଖଳାର ସହିତ କିପରି ପୂଜା, ରାବଣ ପୋଡ଼ି, ମେଢ଼ ବିସର୍ଜନ ହେବ ସେନେଇ ସହରର ସମସ୍ତ ପୂଜା କମିଟିର ସଦସ୍ୟ, ବିଭିନ୍ନ ବିଭାଗର ଅଧିକାରୀଙ୍କୁ ନେଇ ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ
Read More...

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନ୍ତର୍ଜାତୀୟ ବାଳିକା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଚୁଡାମଣି ବାରିକଙ୍କ ଦିଗଦର୍ଶନରେ ଏହି ଅବସରରେ ବ୍ୟାଣ୍ଡର ତାଳେ ଏକ ସଚେତନତା ରେଲି ସହର ବୁଲି ନାରୀ ସଚେତନତାର ବାର୍ତା
Read More...

ବିନା କାରଣରେ ବାହାର କରି ଦେଲେ ମିଶନ ଶକ୍ତି ମହାସଂଘରୁ : ନ୍ୟାୟ ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ୍‌ ସଲଣ୍ଡି ଗ୍ରାମ ପଞ୍ଚାୟତ ମିଶନ ଶକ୍ତି ମହାସଂଘ ମହିଳା ସ୍ୱୟଂ ସହାୟିକା ପରିଚାଳନା କମିଟିର ସଭାନେତ୍ରୀ, ସଂପାଦିକା, କୋଷାଧ୍ୟକ୍ଷା ଓ ଇସି ମେମ୍ବରମାନଙ୍କୁ ସଂଘରୁ ବହିଷ୍କାର କରି ନୂତନ କମିଟି ଗଠନ କରାଯାଇଥିବା ବେଳେ
Read More...

ପୁଇଁନ୍ତଲା ବ୍ଲକ କଂଗ୍ରେସର ଜନଜାଗରଣ ପଦଯାତ୍ରା ଓ ମିଶ୍ରଣ ପର୍ବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ଉମାକାନ୍ତ ସାହୁଙ୍କ ସଭାପତିତ୍ୱରେ ଓ ଜିଲ୍ଲା ଅନୁସୂଚିତ ଜାତି ସେଲ ସଭାପତି ଓମ୍‌ ପ୍ରକାଶ କୁମ୍ଭାରଙ୍କ ସଂଯୋଜନାରେ ପ୍ରଦେଶ କଂଗ୍ରେସ କମିଟି ଡାକରାରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ସହ
Read More...

ହାଇଦ୍ରାବାଦରେ ଅର୍ଜୁନ ସାହୁ ପାଇଲେ ଯୁବ ବହୁମୂଖୀ ପ୍ରତିଭା ସମ୍ମାନ : ତହଁକ୍ କୁଟୁମ୍ ଜଣାଇଲା ଶୁଭେଚ୍ଛା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଗୀତିକବି ଭାବେ ବେଶ୍‌ ଜଣାଶୁଣା ଯୁବ କବି ଅର୍ଜୁନ କୁମାର ସାହୁ ଚଳିତ ବର୍ଷ ଓସାକା ହାଇଦ୍ରାବାଦ୍‌ରେ ହୋଇଥିବା ନୂଆଁଖାଇ ଭେଟ୍‌ଘାଟ୍‌ ଅବସରରେ ଯୁବ ବହୁମୂଖୀ ପ୍ରତିଭାରେ ସମ୍ମାନିତ ହୋଇ ଜିଲ୍ଲାର ନାମକୁ ଗୌରବାନ୍ୱିତ କରିଛନ୍ତି । ସେ
Read More...
error: Content is protected !!