Daily Archives

୨୧ବର୍ଷ ପୂର୍ତ୍ତି ଉପଲକ୍ଷେ ମହାଳୟା ଶ୍ରାଦ୍ଧରେ ୧୦୮ ବ୍ରାହ୍ମଣଙ୍କ ପଦଧୌତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରତିବର୍ଷ ଭାଦ୍ରବ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଆରମ୍ଭ ହୋଇଥାଏ ପିତୃପକ୍ଷ । ମହାଳୟା ଅମାବାସ୍ୟା ଦିନ ହିଁ ପିତୃପକ୍ଷରୁ ପରିସମାପ୍ତି ଘଟିଥାଏ । ଏହି ପନ୍ଦର ଦିନର ଅବଧିରେ ଲୋକମାନେ ପିତୃଋଣକୁ ପରିଶୋଧ କରିବାପାଇଁ ଶ୍ରଦ୍ଧା ଦେଇଥାନ୍ତି । ହିନ୍ଦୁ
Read More...

ସଇଁତଲା ସହରର ବିଭିନ୍ନ ସମସ୍ୟା ଦାବୀ ନେଇ, କଂଗ୍ରେସ ଦଳର ୮ ଘଣ୍ଟିଆ ବନ୍ଦ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ରବିବାର ଶାନ୍ତି ଶୃଙ୍ଖଳା ସହ ସଇଁତଲା ବନ୍ଦ ସଫଳ ହୋଇଛି । ଏଥିରେ ୮ ଘଣ୍ଟା ଧରି ସହରର ସମସ୍ତ ଦୋକାନ ବଜାରଗୁଡିକ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଲା । ଏପରିକି
Read More...

କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ.…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସବୁଜିମା ଉଦ୍ୟାନ ମଧ୍ୟରେ କ୍ରାଙ୍କ ଓ ୱେଷ୍ଟେଜ ଲୁହା ଦ୍ରବ୍ୟରେ ଅବଦୁଲ କାଲାମ୍‌ଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରି ଛତ୍ରପୁର ସରକାରୀ ଆଇ.ଟି.ଆଇ. ଆଉ ଏକ ଚର୍ଚ୍ଚାକୁ ଆସିଛି ବୋଲି କୁହାଯାଇଛି । ସ୍ୱର୍ଗୀୟ ଆତ୍ମନଙ୍କ ୯୨ତମ ଜନ୍ମ ଦିବସ ଅବସରରେ
Read More...

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ କୁଚିଣ୍ଡା ଚମ୍ପିୟାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ଆୟୋଜିତ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ନାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ମହାସମାରୋହରେ ସମାପନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ପାଟଣା
Read More...

ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ଗଳ୍ପ ସଂକଳନ ଯୋଗେଶ୍ୱରୀ ଲୋକାର୍ପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପ ଭିତରେ ଜୀବନର ବହୁବିଧ ପ୍ରତିଛବି ପାଠକଙ୍କୁ କରେ ଜୀବନାନୁଭୂତି ସଂପନ୍ନ । ଆଧୁନିକ ଜୀବନରେ ସଂସ୍କୃତି, ପରଂପରାକୁ ପରିଚିତ କରାଇବା ଲେଖକୀୟ ଦାୟିତ୍ୱ ବୋଲି ଯେତେବେଳେ ହୃଦବୋଧ ହେବ, ସେତେବେଳେ ଗଳ୍ପରେ ଆମେ ଆମର ଜୀବନକୁ ପ୍ରକୃତ ଅର୍ଥରେ ଅନୁଭବ
Read More...

ଅବଦୁଲ କାଲାମଙ୍କ ସ୍ମୃତି ରକ୍ଷା ନିମିତ୍ତ ସବୁଜିମା ଉଦ୍ୟାନ ସହ ପ୍ରତିମୂର୍ତ୍ତିର ଲୋକର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ତତ୍କାଳୀନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ଼ଃ. ଏ.ପି.ଜେ. ଅବଦୁଲ କାଲାମ୍‌ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ଏକ ସବୁଜିମାଭରା ଉଦ୍ୟାନ ପ୍ଲାନେଟସନ ସହ ଏକ ପ୍ରତିମୂର୍ତ୍ତି ରବିବାର ମଧ୍ୟାହ୍ନରେ ଲୋକର୍ପଣ
Read More...

ରୁଗୁଡିପଡା ନବରାତ୍ର ଦୁର୍ଗାପୂଜା ପାଇଁ କଳସ ଶୋଭାଯାତ୍ରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନବରାତ୍ର ଦୁର୍ଗାପୂଜା ପାଇଁ ରବିବାର ଭୋର ସକାଳ ୪.୩୦ ମି.ରେ ରୁଗୁଡିପଡା ମଣ୍ଡପଠାରୁ ପୂଜା କମିଟି କର୍ମକର୍ତ୍ତା ଓ ସଦସ୍ୟମାନେ ଏକ ଶୋଭାଯାତ୍ରାରେ ବାହାରି ମହାରାଣୀ ସାଗରଠାରେ ପୂଜାଅର୍ଚ୍ଚନା ପରେ ପୂର୍ଣ୍ଣ କଳସ ଦୁର୍ଗା ମଣ୍ଡପକୁ ଅଣାଯାଇଥିଲା ।
Read More...

ମା’ କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ହନୁମାନ ପଡା କାଳୀ ପୂଜା କମିଟି ଦ୍ୱାରା ଆସନ୍ତା ତା. ୧୨.୧୧.୨୦୨୩ରେ ଅନୁଷ୍ଠିତ ହେବାକୁ ଥିବା ମା' କାଳୀଙ୍କ ପୂଜା ମହା ଆଡମ୍ବରରେ ପାଳନ କରାଯିବାକୁ ନିଷ୍ପତି ନିଆ ଯିବା ସାଙ୍ଗେ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଗଲା ପ୍ରସ୍ତାବିତ କମିଟି
Read More...

ପଶ୍ଚିମାଂଚଳରେ ଯାଦବମାନଙ୍କ ରାଜନୈତିକ ଅଧିକାର ସାବ୍ୟସ୍ତ

ଯାଦବ ଅଧିକାରୀ ମଂଚ ଓଡିଶାର ନୂଆଁଖାଇ ଭେଟ୍‌ଘାଟ୍‌ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଯାଦବ ଭବନଠାରେ ଯାଦବ ଅଧିକାର ମଂଚ ଓଡିଶାର କାର୍ଯ୍ୟକାରିଣୀ ବୈଠକ ଏବଂ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ସଭାପତିତ୍ୱ କରିଥିଲେ ବାଳକୃଷ୍ଣ ଷାଣ୍ଢ, ପରିଚୟ ପ୍ରଦାନ
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ ଆଉଟ୍‌ ଫୁଟ୍‌ବଲ୍‌

ଏପିଜେ ଲୋଇସିଂହାକୁ ହରାଇ ଅମାମୁଣ୍ଡା ଫାଇନାଲରେ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ସେମିଫାଇନାଲ ଖେଳରେ ଅମାମୁଣ୍ଡା ଏଏ ବନାମ ଏପିଜେ ଲୋଇସିଂହା ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର
Read More...