Daily Archives

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀଯୁକ୍ତ ବିମଳେନ୍ଦୁ ରାୟ ଓ ଆରକ୍ଷୀ ଅଧିକ୍ଷକ
Read More...

ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ଓଡିଶା ଆନୁକୂଲ୍ୟରେ ଜିଲ୍ଲା ମତ୍ସ୍ୟ ବିଭାଗ ଓ ଜିଲ୍ଲା ପ୍ରାଣୀ ସମ୍ପଦ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୩ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ବିମଳେନ୍ଦୁ ରାୟଙ୍କ
Read More...

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ତରଫରୁ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ୧୪୬ତମ ପୁଣ୍ୟାତ୍ମା ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ସାମ୍ବାଦିକ ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ
Read More...

କଣ୍ଟାବାଞ୍ଜିରେ ଆରଟିଓ କ୍ୟାମ୍ପ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆରଟିଓ କ୍ୟାମ୍ପ ଦାବି କଲା ସ୍ଥାନୀୟ ଟ୍ରକ ମାଲିକ ସଂଘ ଏବଂ ଡ୍ରାଇଭର ୟୁନିୟନ । ଆଜି ଦୁଇ ସଂଘର ପଦାଧିକାରୀ ଏବଂ ସଦସ୍ୟ ମାନେ ଏକଜୁଟ ହୋଇ କଣ୍ଟାବାଞ୍ଜି ତହସିଲ ଅଫିସ ପହଂଚିଥିଲେ । ଅଫିସ ସମ୍ମୁଖରେ କିଛି
Read More...

କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରବିବାର ଦିନ ସ୍ଥାନୀୟ ମୀନା ଟେଣ୍ଟ ହାଉସରେ ପୌରାଞ୍ଚଳ କୈବର୍ତ୍ତ ସମାଜର ନୂଆଁଖାଇ ଭେଟଘାଟ ପାଳିତ ହୋଇଯାଇଛି । ପ୍ରଥମେ ରାଣୀସାଗରରୁ ଶତାଧିକ ମହିଳା କଳସ ଆଣି ମା ଅଶ୍ୱିନୀ ବା ସେଲି ସମଲେଶ୍ଵରୀଙ୍କ ଠାରେ ସ୍ଥାପନା କରିଥିଲେ । ପରେ ମାଙ୍କ ଠାରେ
Read More...

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଟିଟିଲାଗଡ ଗସ୍ତ

ଟିଟିଲାଗଡ଼ ଆସନର ଆଶାୟୀ ପ୍ରାର୍ଥୀଙ୍କୁ ସାଂସଦଙ୍କ ବାର୍ତ୍ତା ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ସୋମବାର ଦିନ ଟିଟିଲାଗଡ ଗସ୍ତରେ ଆସିଥିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ରାଜ୍ୟ ସଭାପତିଙ୍କୁ ସ୍ୱାଗତ କରିବା ପାଇଁ ସହର ସାରା ବିଜେପି ନେତାମାନଙ୍କ ଦ୍ଵାରା ଲଗା ଯାଇଥିବା
Read More...

ଓଡିଆ ବିଭାଗରେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଗାଇସିଲାଟ, ( ନିରୋଜ କୁମାର ପାଣୀ) : ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଗାଇସିଲାଟରେ ଓଡିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୁଲ୍ୟରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଅଛି । ବିଭାଗୀୟ ମୁଖ୍ୟ ଡ. ଜୟକେତନ ତ୍ରିପାଠୀଙ୍କ ସଭାପତିତ୍ଵରେ ଅନୁଷ୍ଠିତ
Read More...

ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : କସ୍ତୁରବା ଗାନ୍ଧୀ ବାଳିକା ଉଚ୍ଚ ବିଦ୍ୟାଳୟ, ଦେଓଲିରେ ରାଜବୋରାସମ୍ବର ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଛାତ୍ରୀ ଦିବସ ଉପଲକ୍ଷେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଦେଓଲି ଉଚ୍ଚ ବିଦ୍ୟାଳୟ, ସତିଭଟାର ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଝଗରା ପ୍ରଦୀପ
Read More...

ବିଜେପୁର ବ୍ଲକ ଯାଦବ ସମାଜ ନୂଆଖାଇଁ ଭେଟଘାଟ

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଯାଦବ ସମାଜର ବିଜେପୁର ବ୍ଲକ ସଭାପତି ଝାସକେତନ ବଗର୍ତ୍ତିଙ୍କ ସଭାପତିତ୍ୱରେ ପୁଖାମୁଣ୍ଡା ଶିବମନ୍ଦିର ଠାରେ ବ୍ଲକ ସ୍ତରିୟ ନୂଆଖାଇଁ ଭେଟଘାଟ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ବ୍ଲକ ପଦ୍ମପୁର, ଝାରବନ୍ଧ, ଗାଇସିଲେଟ, ବିଜେପୁର, ବରପାଲି ଏବଂ
Read More...

ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ପଦାରେ ପଡ଼ିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଜେପି ମଧ୍ୟରେ ରହିଥିବା ଗୋଷ୍ଠୀ କନ୍ଦଳ ଆଜି ପଦାରେ ପଡ଼ିଛି । ଏପରିକି ବିଜେପି.ର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ୍‌ଙ୍କ ଗସ୍ତ କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ
Read More...
error: Content is protected !!