Daily Archives

ଦେଓଗାଁ ବନ ବିଭାଗ ଦ୍ୱାରା ୯୧ କେଜି ଲାଖ ସହ ୨ ବାଇକ୍‌ ଜବତ୍‌, ୪ ଅଟକ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବନ ବିଭାଗ ଦ୍ୱାରା ଲକ୍ଷାଧିକ ଟଙ୍କାର ୯୧ କେଜି ଲାଖ ସହ ୨ଟି ବାଇକ୍‌ ଜବତ୍‌ ହୋଇଥିବା ବେଳେ ଏହି ମାମଲାରେ ୪ ଜଣ ଅଟକ ଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ ସଇଁତଲା ଥାନା ଡଙ୍ଗରମୁଣ୍ଡା ଗାଁ ପାଖରୁ ବନ୍ଧପଡ଼ା ଥାନା ବ୍ରାହ୍ମଣୀଯୋର୍‌
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ ଉଦ୍‌ଯାପିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଜିଲ୍ଲା ମହାକୁମାସ୍ଥ ଡିଆରଡିଏ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲାସ୍ତରୀୟ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୩ ଉଦ୍‌ଯାପନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ଜିଲ୍ଲା
Read More...

ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ସମାଜସେବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବସ୍ତି ନିକଟରେ ଅନାୟା ହୋଟେଲ ପାଖରେ ଏକ ସାଇକେଲ ଓ ବାଇକ ମଧ୍ୟରେ ଦୁର୍ଘଟଣା ଘଟି ବାଇକ ଆରୋହୀ ରକ୍ତାକ୍ତ ଅବସ୍ଥାରେ ରୋଡରେ ପଡିଥିବା ବେଳେ ସାଇକେଲ ଆରୋହୀ ମଧ୍ୟ୍ୟ ଖଣ୍ଡିଆ ଖାବରା ହୋଇ ପଡ଼ିଥିଲେ । ଘଟଣା ସ୍ଥଳରେ ବଡ଼ ଶତପଥି ପହଞ୍ଚି ଏକ
Read More...

ଅତିକଳ୍ପନାର ଗଳ୍ପ ମାଧ୍ୟମରେ ଆମ ଭାବଜଗତର ଗଭୀରତାକୁ ବୁଝିହୁଏ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗଳ୍ପର ସୃଷ୍ଟି ହୁଏ ଜୀବନରୁ । ଜୀବନର ବିଚିତ୍ର ପ୍ରବହମାନତାରେ ସଭ୍ୟତାର ଦୀର୍ଘ ଅତୀତରୁ ଅତିକଳ୍ପନାର ନିଦର୍ଶନ ସୁସ୍ପଷ୍ଟ । ତଦନୁଯାୟୀ ବିଶ୍ଵର ରାଶି ରାଶି ମୌଖିକ କାହାଣୀ ଓ ପ୍ରାଚୀନ କଥାଗୁଡିକରେ ଥିବା ଅତିକଳ୍ପନାର ଉପାଦାନସବୁରୁ ମଣିଷର ଭାବଜଗତର
Read More...

ପ୍ରଥମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ୍‌ ତରଫରୁ ପ୍ରଥମ ସର୍ବଭାରତୀୟ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆଠାରେ ଆରମ୍ଭ ହୋଇଯାଇଛି । ଆଜି ଦ୍ଵିତୀୟ ଦିନର ପ୍ରଥମ ମ୍ୟାଚରେ ଅତିଥି ଭାବରେ ନାଗରିକ କମିଟିର ସଭାପତି ରାମଚନ୍ଦ୍ର
Read More...

ଫପସିରେ ନୂଆଁଖାଇ ଭେଟ୍‌ଘାଟ୍‌ ଉପଲକ୍ଷେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ

ନୂଆଁଖାଇ ଏକ ଭାଇଚାରାର ପର୍ବ : ପୂର୍ବତନ ମନ୍ତ୍ରୀ ସିଂ ଭୋଇ ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଫପସି ଛକଠାରେ ଆରସିବି ସଂଘ ନୂଆଁଭଦ୍ରା ଯୁବକମାନଙ୍କ ତତ୍ତ୍ୱବଧାନରେ ପ୍ରଥମ ବର୍ଷ ଧୁମ୍‌ଧାମ୍‌ ସହ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି । ଉକ୍ତ
Read More...

ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ

ଭୁବନେଶ୍ୱର, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଭକ୍ତ ଦାସିଆ ସ୍ମୃତି କମିଟିର ମାସିକ ସମୀକ୍ଷା ବୈଠକ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଶହୀଦ ନଗରସ୍ଥ ଶ୍ରୀ ବିଷ୍ଣୁମନ୍ଦିରର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ତୃତୀୟ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟାନସିପ୍‌ ୨୦୨୩ରେ ବଲାଙ୍ଗିର ଜିଲ୍ଲାର ଦୁଇ ଝିଅ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମବଙ୍ଗର ଦମ୍‌ଦମ୍‌ଠାରେ ଥିବା ଅମଲ ଦତ୍ତ କ୍ରୀଡାଙ୍ଗନ ଷ୍ଟାଡିୟମରେ ତୃତୀୟ ଇଷ୍ଟ ଇଣ୍ଡିଆ କରାଟେ ଚମ୍ପିୟାନସିପ୍‌ ୨୦୨୩ ଅନୁଷ୍ଠିତ ହେବ । ଏହି କରାଟେ ପ୍ରତିଯୋଗିତା ୧୪ ଓ ୧୫ ଅକ୍ଟୋବର ଦୁଇ ଦିନ ଧରି ହେବ । ଏହି ପ୍ରତିଯୋଗିତାକୁ ଇଷ୍ଟ ଇଣ୍ଡିଆ କରାଟେ
Read More...

ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ

କଳାହାଣ୍ଡି, (ପିକେ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ବିଦ୍ୟାଳୟ ଓ କ୍ରୀଡା ସଂଘ ତରଫରୁ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଆଜି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ୱାବଧାନରେ ବ୍ଲକସ୍ତରୀୟ କ୍ରୀଡା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ
Read More...

ଜିଲ୍ଲା ଯୋଜନା କମିଟିର ନିଷ୍ପତ୍ତି ଶୁଣୁ ନାହାନ୍ତି ସରକାର : ନରସିଂହ

ଆଲୋଚନାରେ ରହି ଯାଉଛି ଯୋଜନା, ବୈଠକ ହେଉଛି ମୂଲ୍ୟହୀନଅନୁଦାନ ଆସି ପଡିରହିଥିବା ଯୋଜନାରେ କାର୍ଯ୍ୟାନ୍ୱୟନ ଶୀଘ୍ର କରାଯାଉ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା ଯୋଜନା କମିଟିର ନିଷ୍ପତ୍ତି ଶୁଣୁ ନାହାନ୍ତି ସରକାର ବୋଲି କହିଛନ୍ତି ବିଧାୟକ ନରସିଂହ ମିଶ୍ର । ସେ ଆହୁରୀ
Read More...
error: Content is protected !!