Daily Archives

ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳା ଅଧ୍ୟକ୍ଷ ନିର୍ବାଚନ : ବର୍ଷ ୨୦୨୩/୨୫ ପାଇଁ ରିଙ୍କୁ ଅଗ୍ରୱାଲ ନିର୍ବାଚିତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ମହାବୀର ପଞ୍ଚାୟତି ଧର୍ମଶାଳାର ପରିଚାଳନା ପାଇଁ ପ୍ରତି ଦୁଇ ବର୍ଷରେ ଥରେ ନିର୍ବାଚନ ଅନୁଷ୍ଠିତ ହୋଇଥାଏ । ବର୍ଷ ୨୦୨୩/୨୫ ପାଇଁ ଅଧ୍ୟକ୍ଷ ପଦ ପାଇଁ ପ୍ରେମ ଚାନ୍ଦ ଜୈନ ଓ ରିଙ୍କୁ ଅଗ୍ରୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିବା ବେଳେ ଦୁଇଟି
Read More...

ଭୁତିଆରବାହାଲରେ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ କଲେ ନରସିଂହ

ଅଂଚଳର ପିଇବା ପାଣି ସହ ଗମନାଗମନ ଓ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ସମସ୍ତ ସମସ୍ୟା ସମାଧାନ କରାଯିବ : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁତିଆରବାହାଲ ଅଂଚଳ ୧୦ ବର୍ଷ ପୂର୍ବରୁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଏବଂ ଜଳସେଚନ କ୍ଷେତ୍ରରେ ବହୁ ପଛରେ ଥିଲା । ପାନୀୟ ଜଳ ପାଇବା
Read More...

ସଂସ୍କୃତ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂପାଦକ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ସଂସ୍କୃତ ପରିଷଦ ବଲାଙ୍ଗିରର ବୈଠକ ନୃସିଂହ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ନୀଳମଣି ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଦଶହରାର ଶୁଭେଚ୍ଛା ଜଣାଇ ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଗତ ଅଧିବେଶନର ବିବରଣୀ
Read More...

ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା : ବଲାଙ୍ଗିର ପାଇଲା ରୌପ୍ୟ ପଦକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟସ୍ତରୀୟ କନିଷ୍ଠ ଓ ଉପକନିଷ୍ଠସ୍ତରୀୟ ଖୋଖୋ କ୍ରୀଡା ପ୍ରତିଯୋଗିତା ପୁରୀଠାରେ ଅନୁଷ୍ଠିତ ହୋଇଯାଇଛି । ୧୯ ଅକ୍ଟୋବରରୁ ୨୨ ଅକ୍ଟୋବର ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ବଲାଙ୍ଗିରର ଉପକନିଷ୍ଠ ବାଳିକା ଦଳ ରୌପ୍ୟ ପଦକ ବିଜୟ କରି ଜିଲ୍ଲାର
Read More...

ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ବିଡିଓଙ୍କ ଯୋଗଦାନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବିଡିଓ ରିପୁନାଥ ସୁନାଙ୍କ ବଦଳି ସମ୍ବଲପୁର ଜିଲ୍ଲାକୁ ହୋଇଛି । ସରକାରୀ ନିର୍ଦ୍ଦେଶ କ୍ରମେ କଲାହାଣ୍ଡି ଜିଲ୍ଲା ନର୍ଲା ବିଡିଓ ବାସନ୍ତୀ ସେଠୀ ବଙ୍ଗୋମୁଣ୍ଡା ବ୍ଲକରେ ନୂତନ ବିଡିଓ ଭାବେ ଆଜି ବିଦ୍ଧିବଦ୍ଧ ଭାବେ
Read More...

ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା : ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଶାନ୍ତି କମିଟି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡାରେ ଗତ ଦୁଇ ଦିନ ପୂର୍ବରୁ ଗାଁର ଛତରଯାତ୍ରା ସମୟରେ ହୋଇଥିବା ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଫଳରେ ଅଶାନ୍ତ ରହିଛି । ତେବେ ଏହାକୁ ନେଇ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରୁଥିବା ବେଳେ
Read More...

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପନ୍ନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ପଞ୍ଚାୟତ ଅନ୍ତର୍ଗତ ଉପରଝରଠାରେ ରୀତିନୀତି ଅନୁସାରେ ପାଟଖଣ୍ଡା ଯାତ୍ରା ସମ୍ପନ୍ନ ହୋଇଯାଇଛି । ଏଠାରେ ୪ଦିନ ଧରି ଯାତ୍ରା ହୋଇଥାଏ । ଚଳିତବର୍ଷ ରୀତିନୀତି ଅନୁସାରେ ମା' ପାଟଖଣ୍ଡାଙ୍କ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଥିଲା । ରବିବାର ନବମୀ
Read More...

ଧରାପୃଷ୍ଠରୁ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ମା' ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଦେଓଗାଁ ବ୍ଲକରେ ହୋଇଯାଇଛି । ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା' ଦୁର୍ଗା । ଦେଓଗାଁ ସଦର ସହ ଦୁର୍ଗା ପୂଜା ପାଳିତ ହେଉଥିବା ବ୍ଲକର ସମସ୍ତ ଗାଁରେ ବୁଧବାର ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଥିଲା । ଦେଓଗାଁ
Read More...

ଇଣ୍ଡିଆନ ଆଇଡଲ ଗୋଲ୍‌ଡେନ୍‌ ଟିକେଟ ବିଜେତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କଲା ଜିଲ୍ଲା ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ତରର ସଙ୍ଗୀତ ପ୍ରତିଯୋଗିତା ଇଣ୍ଡିଆନ ଆଇଡଲରେ ଗୋଲ୍ଡେନ ଟିକେଟ୍‌ ବିଜେତା ଅଜୟ ଅମର ସିଂହଦେଓଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଜୟ ଅମର ସିଂହଦେଓଙ୍କୁ ପୁଷ୍ପଗୁଛ ତଥା ଉତ୍ତରୀୟ ଦେଇ ଜିଲ୍ଲାପାଳ ଚଞ୍ଚଲ ରାଣା ନିଜ
Read More...

ବଲାଙ୍ଗିର ପୌର ପରିଷଦ ସହ ବଲାଙ୍ଗିର ଦିନ୍‌ ଆୟୋଜକ କମିଟି ସଦସ୍ୟଙ୍କ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା ନଭେମ୍ବର ୧ରେ ପାଳିତ ହେବ ବଲାଙ୍ଗିିର ଦିନ୍‌ । ଏଥିପାଇଁ ସମସ୍ତ ଦିଗରୁ ଜୋର୍‌ସୋର୍‌ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ଆଜି ବଲାଙ୍ଗିର ପୌର ପରିଷଦ ସହ ବଲାଙ୍ଗିର ଦିନ୍‌ ଆୟୋଜକ କମିଟିର ସଦସ୍ୟମାନଙ୍କ ପୌର ପରିଷଦ ସଭାଗୃହରେ ଏକ ବୈଠକର
Read More...