pakka

ଧରାପୃଷ୍ଠରୁ ମା’ ଦୁର୍ଗାଙ୍କ ଭସାଣି ଯାତ୍ରା

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ମା’ ଜଗତଜନନୀ ଦୁର୍ଗାଙ୍କ ଭସାଣି ଯାତ୍ରା ଦେଓଗାଁ ବ୍ଲକରେ ହୋଇଯାଇଛି । ଧରାପୃଷ୍ଠରୁ ମେଲାଣି ନେଇଛନ୍ତି ମା’ ଦୁର୍ଗା । ଦେଓଗାଁ ସଦର ସହ ଦୁର୍ଗା ପୂଜା ପାଳିତ ହେଉଥିବା ବ୍ଲକର ସମସ୍ତ ଗାଁରେ ବୁଧବାର ପାରମ୍ପରିକ ବାଦ୍ୟର ଧ୍ବନିରେ କମ୍ପୁଥିଲା । ଦେଓଗାଁ ସଦର ମେନରୋଡର ଜବାହାର କ୍ଲବ ଏବଂ କଛାରପାଲି ରଣାପଡ଼ା ଶାରଦୀୟ ଦୁର୍ଗା ପୂଜା ସହ ବ୍ଲକର ଜରାସିଂହା, ସଲେପାଲି, ବଡ଼ବନ୍ଧ, ହାତୀସରା ସହ ବହୁ ଗାଁର ମଣ୍ଡପରୁ ଦୁର୍ଗାଙ୍କ ଭସାଣି ଯାତ୍ରା ହୋଇଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

5 × 3 =