Daily Archives

୩ ଜଣ ବାଇକ୍‌ ଚୋରଙ୍କୁ ବାନ୍ଧିଲା ବଲାଙ୍ଗିର ଟାଉନ୍‌ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ୩ ଜଣ ବାଇକ୍‌ ଚୋରଙ୍କୁ ବଲାଙ୍ଗିର ଟାଉନ୍‌ ପୋଲିସ ଗିରଫ୍‌ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ୍‌ କଲେଜ୍‌ ହସ୍‌ପିଟାଲ୍‌ ନିକଟରୁ ବାଇକ୍‌ ଚୋରି କରୁଥିବା ସମୟରେ ତିନି
Read More...

ପୁଇଁନ୍ତଳା ବ୍ଲକସ୍ତରୀୟ ସୁରଭି ଓ ମିଲେଟସ୍‌ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦ୍ଦେଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ବ୍ଲକସ୍ତରୀୟ ସୁରଭି ଓ ମିଲେଟସ୍‌ କାର୍ଯ୍ୟକ୍ରମ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ନିଧିସାଗର ଉଚ୍ଚ ବିଦ୍ୟାପୀଠ, ବୁବେଲଠାରେ
Read More...

ଅବକାରୀ ବିଭାଗ ଦ୍ୱାରା ୩୪ ଲିଟର ଦେଶୀ ରନ୍ଧା ମଦ ଜବତ : ୨ଜଣ କୋର୍ଟ ଚାଲାଣ

କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଧିନସ୍ଥ କମେଇମୁଣ୍ଡା ଓ ମାନ୍ଦଲା ଗ୍ରାମରୁ ପୃଥକ ପୃଥକ ଦୁଇ ଜଣଠାରୁ ୩୪ ଲିଟର ଦେଶୀ ମଦ ବୁଧବାର ଦିନ ଜବତ କରାଯାଇଛି । ଦୁଇ ଜଣ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ବୁଧବାର ଦିନ ଅବକାରୀ
Read More...

ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ନିଆରା ପଦକ୍ଷେପ : ପୌରାଂଚଳର ଦୁର୍ଗାପୂଜା କମିଟି ସଦସ୍ୟଙ୍କ ସହ ଆଲୋଚନା କଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ପୌରାଂଚଳର ଦୁର୍ଗାପୂଜା କମିଟି ଗୁଡ଼ିକର ସଦସ୍ୟଙ୍କ ସହ ଏକ ସ୍ୱତନ୍ତ୍ର ବୈଠକରେ ପୌରପରିଷଦ ଆଲୋଚନା କରିଛି । ଶାରଦୀୟ ଦୁର୍ଗାପୂଜା ସମୟରେ ସମସ୍ତ
Read More...

ମାଟିଆଭଟା ଗ୍ରାମରେ ପ୍ରାଥମିକ କୃଷି ସମିତି ଉଦଘାଟିତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ମାଟିଆଭଟା ଗ୍ରାମରେ ନୂତନ ଭାବରେ ପ୍ରାଥମିକ କୃଷି ସମବାୟ ସମିତି ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ରୂପେ ଖପ୍ରାଖୋଲ ବିଡ଼ିଓ ଆକାଶ ରଞ୍ଜନ ସାହୁ, ସମ୍ମାନିତ ଅତିଥି ରୂପେ ଖପ୍ରାଖୋଲ
Read More...

ବ୍ଲକସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ

ବଣାଇଗଡ଼ , (ହବିବ ମହମ୍ମଦ) : ବଣାଇ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଶୃଙ୍ଖଳତାର ସହିତ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଭାପତି ଭାବେ ବଣାଇ ଗୋଷ୍ଠୀ ଶିକ୍ଷାଧିକାରୀ ସୁନୀଲ କୁମାର ମୁଣ୍ଡୁ ଯୋଗଦେଇ ଏହି ମହୋତ୍ସବର
Read More...

ଯୁଧିଷ୍ଠିରଙ୍କ ବିୟୋଗରେ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟଙ୍କ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପ୍ରାକ୍ତନ କଂଗ୍ରେସ ବିଧାୟକ ତଥା ସାଲିସବିହୀନ ଲୋକପ୍ରିୟ ରାଜନେତା ଦିବଂଗତ ଯୁଧିଷ୍ଠିର ସାମନ୍ତରାୟଙ୍କ ଅକାଳ ବିୟୋଗରେ ଡେଲାଙ୍ଗର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ଆଇନଜୀବୀ ଭୀମସେନ ପ୍ରଧାନ ଗଭୀର ଶୋକ
Read More...

ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କ ପରଲୋକରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଆଉ ଏହି ଜଗତରେ ନାହାନ୍ତି । ସୋମବାର ସକାଳ ପ୍ରାୟ ସାଢେ ଆଠଟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ସୂଚନା ଅନୁଯାୟୀ ଦିବଂଗତ
Read More...

ମୁର୍ତ୍ତିକା ପରିକ୍ଷଣ କାର୍ଡ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବଇରାସର ଗ୍ରାମ ପଂଚାୟତର ବନବାହାଲ ଗ୍ରାମରେ ଏକ ମୁର୍ତ୍ତିକା ହେଲ୍‌ଥ କାର୍ଡ ବଣ୍ଟନ ସ୍କିମ ବିଷୟ ଉପରେ ଆଲୋଚନା କରିଥିଲେ ଓ ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଧାୟକ ଡା. ମୁକେଶ ମହାଲିଙ୍ଗ ଯୋଗ ଦେଇ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ମାରାଥନ ଗସ୍ତ

ରାଜେନ୍ଦ୍ର ନାରାୟଣ ସିଂହଦେଓ କ୍ରୀଡାପ୍ରାଙ୍ଗଣ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣାଡବ୍ଲୁଓଡିସି ସହାୟତାରେ ନିର୍ମିତ ୧୦୦୦ ସିଟ୍ ବିଶିଷ୍ଟ ନୂଆ ଅଡିଟୋରିୟମର ନୀରିକ୍ଷଣଡିସେମ୍ବର ସୁଦ୍ଧା ସରିବ ଭୀମଭୋଇ ମେଡିକାଲ୍ କଲେଜରେ ଖେଳ ପଡିଆ ନିର୍ମାଣ ବଲାଙ୍ଗିର, (ସଞ୍ଜୟ କୁମାର ନାୟକ)
Read More...