Daily Archives

ଧର୍ମପ୍ରାଣା ମହିଳା ଲଳିତା ଖୁଆସଙ୍କ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ମାଲପଡ଼ାର ଧର୍ମପ୍ରାଣା ମହିଳା ଲଳିତା ଖୁଆସ(୮୪)ଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଟିକ୍ରାପଡାରେ ହେଉଥିବା ରାମଲୀଳାରେ ରାମଚନ୍ଦ୍ର ଭୂମିକାରେ ଅଭିନୟ କରୁଥିବା ସ୍ୱର୍ଗତ ଉପେନ୍ଦ୍ର ଖୁଆସଙ୍କର ଧର୍ମପତ୍ନୀ ଥିଲେ । ମୃତ୍ୟୁଶର୍ଯ୍ୟା ପାଖରେ
Read More...

ଚିତ୍ରାଙ୍କନରେ ରାଜ୍ୟ ସ୍ତରରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ ବିଦ୍ୟାସ୍ମିତା ସାହୁ

ଓଡିଶା ଆଦର୍ଶ ବିଦ୍ୟାଳୟ, ମଦନପୁରର ଛାତ୍ରୀ କଳାହାଣ୍ଡି ପାଇଁ ଆଣିଲେ ଗୌରବ କଳାହାଣ୍ଡି, (ପି.କେ. ସାହୁ) : ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଗୁରୁବାର ଦିନ ଭୁବନେଶ୍ୱର ଜୟଦେବ ଭବନଠାରେ କଳାହାଣ୍ଡି ଜିଲ୍ଲା ମ.ରାମପୁର ଓଡିଶା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ
Read More...

ଆନ୍ତଃରାଷ୍ଟ୍ରୀୟ ମୁଖ୍ୟାଳୟର ରାଜଯୋଗୀ ଭ୍ରାତା ଡ଼ା. ନରେଶ ଅଗ୍ରୱାଲଙ୍କ ଯୋଗଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନକୁ ଆନ୍ତଃରାଷ୍ଟ୍ରୀୟ ମାଉଣ୍ଟ ଆବୁ ରାଜସ୍ଥାନରୁ ବରିଷ୍ଠ ରାଜଯୋଗୀ ଭ୍ରାତା ଡାକ୍ତର ନରେଶ ଅଗ୍ରୱାଲଙ୍କ ଯୋଗଦାନ ହୋଇଥିଲା । ଏକ ଭବ୍ୟ ବର୍ଣ୍ଣାଢ଼୍ୟ
Read More...

କାର୍ମେଲ ସ୍କୁଲରେ ସଚେତନତା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ଓ ପ୍ରଜାପତି ବ୍ରହ୍ମକୁମାରୀର ମିଳିତ ଆନୁକୂଲ୍ୟରେ ସଚେତନତା କାର୍ଯ୍ୟକ୍ରମ ହମିରପୁର ସ୍ଥିତ କାର୍ମେଲ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଛି । ଭାଇବ୍ରାଣ୍ଟର ସଭାପତି ଗଣେଶ୍ୱର ପଟ୍ଟନାୟକଙ୍କ ସଭାପତିତ୍ୱ ଓ ସମ୍ପାଦକ
Read More...

ମ.ରାମପୁର ବ୍ଲକ ଆଦିବାସୀ ସଂଘର ନୂଆଖାଇଁ ଭେଟ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ବ୍ଲକ ଆଦିବାସୀ ସଂଘ ତରଫରୁ ନୂଆଖାଇଁ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମ.ରାମପୁର ଚାରିଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।
Read More...

ଡେଙ୍ଗ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋ କ୍ଲବ ଓ ଜୁନିୟର ରେଡ୍‌କ୍ରସ ଆନୁକୂଲ୍ୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ
Read More...

ସୌର୍ଯ୍ୟ ଜାଗରଣ ଯାତ୍ରା ରଥର ଗଞ୍ଜାମ ଜିଲ୍ଲା ପରିକ୍ରମଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଗଞ୍ଜାମ ଜିଲ୍ଲା ଶାଖା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ସଂଗଠିତ ସୌର୍ଯ୍ୟ ଜାଗରଣ ଯାତ୍ରା ରଥ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମଣ ହୋଇଛି । ଭାରତ ମାତାର ଜୟଗାନ ଦେଇ ଅଖଣ୍ଡ ଭାରତର ସୁରକ୍ଷା,
Read More...

ପୁଅ ଜିଉଁତିଆ ଓଷା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୁଟାସିଂହା, କଣ୍ଟାପାଲି, ତେନ୍ତୁଳି ଗାଁ, ଡୁଙ୍ଗୁରିପାଲି, ସେମିଲିମୁଣ୍ଡାଠାରେ ପୁଅ ଜିଉଁତିଆ ଓଷା ପାଳିତ ହୋଇଯାଇଛି । ପୁଅମାନଙ୍କର ମଙ୍ଗଳ ତଥା ଦିର୍ଘାୟୁ କାମନା କରି ମା' ମାନେ ଆଶ୍ଵିନ କୃଷ୍ଣପକ୍ଷ ଅଷ୍ଟମୀ ତିଥରେ ଏହି ଓଷା ପାଳନ କରିଥାନ୍ତି । ଏହି
Read More...

ପାଟଣାଗଡ଼ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାମର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

ପାଟଣାଗଡ, (କେପିଏନ୍‌ଏସ୍‌) : ଓଡିଶାର ବିଭିନ୍ନ ଅଞ୍ଚଳ ପରି ପାଟଣାଗଡ଼ରେ ମଧ୍ୟ ଗୁଡାଏ ଉନ୍ନୟନ କାମ ଚାଲିଥିବା ବେଳେ ରାଜ୍ୟ ସରକାରଙ୍କ ପ୍ରତି ପାଟଣାଗଡ଼ବାସୀଙ୍କ ଆସ୍ଥା ଓ ବିଶ୍ୱାସ ବଢିବାରେ ଲାଗିଛି । ଏହି କ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ପାଟଣାଗଡ ବ୍ଲକ ଛକଠାରୁ ପଦ୍ମପୁର
Read More...

ଲୋଇସିଂହା ବ୍ଲକରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଗତ ଅକ୍ଟୋବର୨ ତାରିଖ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ପଦଯାତ୍ରା ଆଜି ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡ଼ାର ପଂଚାୟତର ତଲିଉଡ଼ାର ଓ ଉପରଉଡ଼ାର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଉଭୟ ଗ୍ରାମରେ ପଦଯାତ୍ରା କରାଯିବା ସହିତ ସଭା ଅନୁଷ୍ଠିତ
Read More...
error: Content is protected !!