Daily Archives

ଗୋଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ରାଜ୍ୟ କୃଷି ଓ ପଶୁପାଳନ ବିଭାଗ ଦ୍ୱାରା ଭୁବନେଶ୍ୱର ସ୍ଥିତ କୃଷିଭଵନରେ ବୁଲା ଗୋରୁଗାଈ ଏବଂ ରାସ୍ତା ଉପରେ ପଡିଥିବା ଜୀବଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ବିଭାଗିୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ…
Read More...

ଅଖିଳ ଭାରତୀୟ ଅଘରିଆ ସମାଜ ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କୋଶଳ କଳାମଣ୍ଡଳ ପଡ଼ିଆରେ ଅଖିଳ ଭାରତୀୟ ଅଘରିଆ ସମାଜ, ଓଡ଼ିଶା ପ୍ରଦେଶ, ବଲାଙ୍ଗିର ଆଞ୍ଚଳିକ କମିଟି ତରଫରୁ ନୂଆଁଖାଇ ଭେଟ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ କମିଟିର ସମସ୍ତ କର୍ମକର୍ତ୍ତା, ବଲାଙ୍ଗିର ଜିଲ୍ଲାର ଚାରି…
Read More...

ଭୀମଭୋଇ ମେଡିକାଲ କଲେଜରେ ରକ୍ତଦାନ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଳା ଭୀମଭୋଇ ମେଡିକାଲ କଲେଜରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିର ଭୀମଭୋଇ ମେଡିକାଲ କଲେଜର ଛାତ୍ର ସଂଘ ପକ୍ଷରୁ ଆୟୋଜନ କରାଯାଇଥିବା ବେଳେ ଏଥିରେ କଲେଜର ଡାକ୍ତରୀ ଛାତ୍ର ଛାତ୍ରୀ ମାନେ ରକ୍ତଦାନ କରିଥିଲେ ।…
Read More...

କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ ବିଜେପିର ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ

 ଯୋଗଦେଲେ ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲ ରମାଇ ଗଡରୁ ଆସିଲା ମାଟି, ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡର ପିତାମାତାଙ୍କୁ ଜଣାଇଲେ ସମବେଦନା କଂଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ବିଧାନ ସଭା ନିର୍ବାଚନ ମଣ୍ଡଳିରେ ରବିବାର ଦିନ ଭାରତୀୟ…
Read More...

ବଲାଙ୍ଗିର ଜିଲ୍ଲା ସିନିୟର ଦ୍ୱିତୀୟ ସୁପର ନକଆଉଟ ଫୁଟବଲ ବଙ୍ଗୋମୁଣ୍ଡାକୁ ହରାଇ ଅମାମୁଣ୍ଡା ଦଳ ସେମିଫାଇନାଲରେ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଗାନ୍ଧି ଷ୍ଟାଡିୟମରେ ସୁପର ନକଆଉଟ ଫୁଟବଲ ଦ୍ୱିତୀୟ ଖେଳ ଗ୍ରୁପ ସି ବିଜେତା ଅମାମୁଣ୍ଡା ଏବଂ ଗ୍ରୁପ ଡି ବିଜେତା ଏବିଏଫ୍‌ସି ବଙ୍ଗୋମୁଣ୍ଡା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅମାମୁଣ୍ଡା ୭-୨ଗୋଲରେ…
Read More...

ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ଇଂ. ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟତଃ ବଲାଙ୍ଗିର ପୌରାଞ୍ଚଳରେ ଥିବା ବିଭିନ୍ନ ସମସ୍ୟାକୁ ନେଇ କମିଟିର…
Read More...

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ଚଳିତ ପାର୍ବଣ ଋତୁରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ…

ଭୁବନେଶ୍ୱର : ଚଳିତ ବର୍ଷ ପାର୍ବଣ ସମୟରେ କଟକ ମହାନଗର ନିଗମ ଅଞ୍ଚଳରେ ସାର୍ବଜନୀନ ପୂଜା ଉତ୍ସବ ପାଇଁ ଗ୍ରାଉଣ୍ଡ ରେଣ୍ଟ ଆଦାୟ ନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ପୂଜା ସମିତି ଓ ସ୍ଥାନୀୟ ବିଧାୟକମାନଙ୍କ ଅନୁରୋଧ କ୍ରମେ ଜନସାଧାରଣଙ୍କ…
Read More...

ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଲେ ଲକ୍ଷ୍ମଣ ମେହେର

ଦେଓଗାଁ, (କେପିଏନ୍‌ଏସ୍‌) : ସାଲେପାଲିରୁ ସରଗଡ଼ା ରାସ୍ତାର ସୋନଗଡ଼ ନଦୀ ଉପରେ ଏକ ଉଚ୍ଚ କ୍ଷମତା ସଂପନ୍ନ ବ୍ରିଜ୍‌ ନିର୍ମାଣ ପାଇଁ ଗତ ୪ ଦିନ ତଳେ ରାଜ୍ୟ ସରକାର ୨୧ କୋଟି ଟଙ୍କା ମଂଜୁର କରିଛନ୍ତି । ୨୧୦ ମିଟର ବିଶିଷ୍ଟ ଏହି ବ୍ରିଜ୍‌ ନିର୍ମାଣ ଦ୍ୱାରା ସଇଁତଲା, ଗୁଡ଼ଭେଲା ଓ ଦେଓଗାଁ…
Read More...

ଆରମ୍ଭ ହେଲା ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଷୋହଳ ପୂଜା

ବୌଦ୍ଧ : ବୌଦ୍ଧର ଇଷ୍ଟଦେବୀ ମା' ଭୈରବୀଙ୍କ ପୀଠରେ ଆଜି ମଧ୍ୟରାତ୍ର ଠାରୁ ଆରମ୍ଭ ହେଲା ଷୋହଳପୂଜା । ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପୂଜା ୧୬ଦିନ ଧରି ଚାଲିବ । ବିଳମ୍ବିତ ରାତ୍ରିରେ ମା' ଭୈରବୀଙ୍କ ଗୁପ୍ତପୂଜା ଅନୁଷ୍ଠିତ ହୋଇଥାଏ । ବୌଦ୍ଧ ଜିଲ୍ଲାର ପୁରୁଣାକଟକସ୍ଥିତ ମା' ଭୈରବୀଙ୍କୁ…
Read More...

“ସହଯୋଗ” ପକ୍ଷରୁ ଉପକାରାଗାରରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପକାରାଗାରରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ "ସହଯୋଗ" ତରଫରୁ ଏକ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜେଲ ସୁପରିଟେଣ୍ଡେଣ୍ଟ ଦଶମୀ ବାଗ, ଜେଲ ଡାକ୍ତର କୈଳାସଚନ୍ଦ୍ର ମେହେର ଅତିଥି ଭାବେ ଯୋଗ ଦେଇଥିଲେ । ଜମଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର…
Read More...