Daily Archives

ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ସଚେତନତା ପାଇଁ ୱାକଥନ୍ ଓ ପଥ ଉତ୍ସବ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ଭୋଟର ତାଲିକାର ସଂକ୍ଷିପ୍ତ ସ୍ଵତନ୍ତ୍ର ସଂଶୋଧନ କାର୍ୟ୍ୟକ୍ରମ ୨୦୨୪ ପାଇଁ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଆଜି ୱାକଥନ୍ ଓ ପଥ ଉତ୍ସବ ଉପଖଣ୍ଡ ପ୍ରଶାସନ ତରପରୁ ଅନୁଷ୍ଠିତ ହୋଯାଇଅଛି । ଏହି ୱାକଥନ୍ ଓ ପଥ-ଉତ୍ସବକୁ
Read More...

ଭାରତର ୟୁପିଆଇ : ଡିଜିଟାଲ ପେମେଣ୍ଟ ସିଷ୍ଟମରେ ବିଶ୍ୱରେ ଅଗ୍ରଣୀ

ନୂଆଦିଲ୍ଲୀ, (ପିଆଇବି) : ଭାରତର କୌଣସି ଉଦ୍ଭାବନ ଏବେ ଯଦି ସମଗ୍ର ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଥାଏ ତାହା ନିଃସନ୍ଦେହରେ ୟୁପିଆଇ ବା ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ । ସମ୍ପ୍ରତି ଭାରତର ୪୦ %ରୁ ଅଧିକ ଆର୍ଥିକ ଦେଣନେଣ ଡିଜିଟାଲ ମାଧ୍ୟମରେ ହେଉଛି । ସେଥିରୁ ଅଧିକାଂଶ କାରବାର ୟୁପିଆଇ
Read More...

ବଲାଙ୍ଗିର ଦିନ୍‌ ଉପଲକ୍ଷେ ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ୍‌କୁ ଅଧିକ ସରସ ସୁନ୍ଦର କରିବାର ସହ ବିଭିନ୍ନ ପ୍ରତିଯୋଗିତାମାନେ ଅନୁଷ୍ଠିତ ହେଉଅଛି । ଯଥା ମେହେନ୍ଦି, ଝୋଟି, ରଙ୍ଗୋଲି, ହୁଳାହୁଳି, ଶଙ୍ଖ ଓ ଆର୍ଟ ଏଣ୍ଡ କ୍ରାଫ୍‌ଟ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସମ୍ପୂର୍ଣ୍ଣା ସାମାଜିକ
Read More...

କୁଲୁତା ସମାଜ ଶାରଦୀୟ ଉତ୍ସବରେ ଯୋଗ ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସମାଜରେ ଜାତିପ୍ରଥା ଆରମ୍ଭ ହୋଇଥିଲା, ନିଜ ଭିତରେ ଏକତା ରଖିବା ପାଇଁ, ଅଂଚଳର ବିକାଶ କରିବା ପାଇଁ । ଏହି କଥାକୁ ଆମେ ଭୁଲିବା ଉଚିତ ନୁହେଁ । ଯଦି ଆମ ଭିତରେ ଏକତା ଥିବ କୌଣସି ଶକ୍ତି ଆମକୁ ଅବହେଳା କରି ପାରିବେ ନାହିଁ । ତେଣୁ କୁଲୁତା ସମାଜ ଭିତରେ ଥିବା
Read More...

ପୋଲିସ ୟୁ.ପି. ସ୍କୁଲର ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ବଲାଙ୍ଗିର ପୋଲିସ ୟୁ.ପି. ସ୍କୁଲର ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ନେଇ ସ୍ଥାନୀୟ କଦଳିମୁଣ୍ଡା ସ୍ଥିତ ନର୍ସରୀରେ ଶାନ୍ତିରାଜ ବାରିକ ଓ କିଙ୍ଗକଙ୍ଗ ବେହେରାଙ୍କ ନେତୃତ୍ୱରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
Read More...

ଗଜଲକ୍ଷ୍ମୀ ପୂଜାରେ ପୁର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଶିବତଲା ଗ୍ରାମରେ ମାଁ ଗଜଲକ୍ଷ୍ମୀଙ୍କ ପୂଜା ବଡ଼ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଏହି ଅବସରରେ ପୁର୍ବତନ ମନ୍ତ୍ରୀ ତଥା ସାସଂଦ ଅନଙ୍ଗ ଉଦୟ ସିଂହଦେଓ ଯୋଗ ଦେଇଥିବା ବେଳେ ଶ୍ରୀ ସିଂହଦେଓଙ୍କୁ ପୂଜା କିମଟି ପକ୍ଷରୁ ଭବ୍ୟ ସ୍ୱାଗତ
Read More...

“୧୮୦୪ ପାଇକ ବିଦ୍ରୋହର କର୍ଣ୍ଣଧାର ଜୟୀ ରାଜଗୁରୁ” ଓ “ନିର୍ବାଣ ପଥେ”ପୁସ୍ତକ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ବ୍ରିଟିଶ ଛାତିରେ ହୃତ୍ କମ୍ପନ ସୃଷ୍ଟି କରିଥିବା ଦୁର୍ଦ୍ଧସ ବୀର, ଶହୀଦ୍ ଜୟୀ ରାଜଗୁରୁ ଜଣେ ସଚ୍ଚା ଦେଶପ୍ରେମୀ ଓ ତାଙ୍କ ଅଭୂତପୂର୍ବ ତ୍ୟାଗ ଓ ବଳିଦାନର ତୁଳନା ନାହିଁ ବୋଲି ଓଡ଼ିଆ ପୁଅର ଅସ୍ମିତା,
Read More...

ବଣାଇରେ ପଥଉତ୍ସବ ପାଇଁ ରାଲି

ବଣାଇ, (ହବିବ ମହମ୍ମଦ) : ଆଜି ସକାଳୁ ବଣାଇ ଉପଜିଲ୍ଲାପାଳ ସୁରଞ୍ଜନ ସାହୁଙ୍କ ନେତୃତ୍ୱରେ ବଣାଇର ବାଣେଶ୍ୱର ଛକ ଠାରୁ ଏକ ରାଲିର ଆୟୋଜନ ହୋଇଯାଇଛି । ଏହାର ଅବ୍ୟବହିତ ପୂର୍ବରୁ ଶ୍ରୀ ସାହୁ ଏହି ପଥଉତ୍ସବର ମହତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ଗଣ ଦୌଡ଼ରେ ସ୍ଥାନୀୟ
Read More...

ଅନାଥ ଶିଶୁଙ୍କୁ ପୃଷ୍ଟ ପୋଷକତା ସହାୟତା ଉପରେ ସଚେତନତା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିଶୁ ସୁରକ୍ଷା ୟୁନିଟ କାର୍ଯ୍ୟାଳୟ ଠାରେ ୧୦ଟି ପରିବାରର ଅନାଥ ଶିଶୁ ଓ ରକ୍ଷଣା ବେକ୍ଷଣ କରିଆସୁଥିବା ସମ୍ପର୍କୀୟ ମାନଙ୍କ ସହିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଲକ୍ଷ୍ମୀ
Read More...

ବଲାଙ୍ଗିର ସଦର ମହକୁମାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସଦର ମହକୁମାରେ ପାଳିତ ହୋଇଛି ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୱାକାଥନ୍ ସହିତ ପଥୋତ୍ସବ କରାଯାଇଛି । ୱାକାଥନ୍‌ କାର୍ୟ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଏବଂ ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ୟ୍ୟ
Read More...
error: Content is protected !!