Daily Archives

ଛତ୍ରପୁର ରୋଟାରୀ ସହଯୋଗରେ ପୋଟ୍ଟଲାମପୁର ଗ୍ରାମରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ୍ ଅନ୍ତର୍ଗତ ପୋଟ୍ଟଲାମପୁର ଗ୍ରାମପଞ୍ଚାୟତ ଅଫିସ ନିକଟରେ ଗ୍ରାମୀଣସ୍ତରୀୟ ଏକ ଚକ୍ଷୁ ଚିକିତ୍ସା ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶଙ୍କର ଚକ୍ଷୁ ହସ୍ପିଟାଲ ସଂଗଠନ ଏବଂ ଛତ୍ରପୁର ରୋଟାରୀ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜିତ
Read More...

ସଦାଇପାଲିରେ ୨୫ତମ ଗଜଲକ୍ଷ୍ମୀ ପୂଜା ରୌପ୍ୟ ଜୟନ୍ତୀ ପାଇଁ କଳସ ଯାତ୍ରା ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦାଇପାଲି ଠାରେ ୨୫ତମ ରୌପ୍ୟ ଜୟନ୍ତୀ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ କଳସ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଶତାଧିକ ଗ୍ରାମବାସୀ ଏହି କଳସ ଯାତ୍ରାରେ ଉପସ୍ଥିତ ରହିଥିଲେ । ଆୟୋଜକ ଫକୀର
Read More...

ମୁରିବାହାଲର ନୂତନ ତହସିଲଦାର ରୂପେ ଆୟୁବ ମଣ୍ଡଳଙ୍କ କାର୍ଯ୍ୟରେ ଯୋଗଦାନ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ତହସିଲରେ ନୂତନ ତହସିଲଦାର ରୂପେ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀ ଆୟୁବ ମଣ୍ଡଳ ଗୁରୁବାର କାର୍ୟ୍ୟରେ ଯୋଗଦାନ କରିଛନ୍ତି । ସେ ଏହାପୂର୍ବରୁ କୋରାପୁଟ ଜିଲ୍ଲା କୁନ୍ଦ୍ରା ତହସିଲଦାର ରୂପେ କାର୍ୟ୍ୟ କରୁଥିଲେ ।
Read More...

ଦେଓଗାଁ ସାହୁପଡ଼ା ଗଜଲକ୍ଷ୍ମୀ ପୂଜା ପାଇଁ କଳସ ଶୋଭାଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସଦର ପଞ୍ଚାୟତ କଛାରପାଲି ସ୍ଥିତ ସାହୁପଡା ପ୍ରଗତି ଯୁବକ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଦଶମ ଗଜଳକ୍ଷ୍ମୀ ପୂଜା ପାଇଁ ଶୁକ୍ରବାର ସନ୍ଧ୍ୟାରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗାଁର ମହିଳାମାନେ ସୋନଗଡ଼ ନଦୀରୁ ପୂର୍ଣ୍ଣ କଳସରେ
Read More...

ମହଖଣ୍ଡରେ ୪୨ତମ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜ ଯୁବ ଛାତ୍ରଛାତ୍ରୀ ସମ୍ମେଲନ : ସାରା ଭାରତ ବର୍ଷରେ କ୍ଷତ୍ରୀୟ ମାନଙ୍କ…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ମହଖଣ୍ଡ ଗ୍ରାମ ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ୪୨ ତମ ଯୁବ ଛାତ୍ରଛାତ୍ରୀ ସମ୍ମେଲନ ଅନୁଷ୍ଠିତ ହୋଇଯାଇଛି । ସମାଜର କୁଳପତି ଶମ୍ଭୁକିଶୋର ଦଣ୍ଡସେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...

ଆନ୍ତର୍ଜାତୀୟ ଖୋ ଖୋ ଖେଳରେ ଅନନ୍ୟାଙ୍କ ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ଵିତୀୟ ବର୍ଷର କଳା ଛାତ୍ରୀ ଅନନ୍ୟା ପ୍ରଧାନ ପ୍ରଥମେ ଜାତୀୟ ଓ ପରେ ଆନ୍ତର୍ଜାତୀୟ ଖୋ ଖୋ ଖେଳରେ ଅପୂର୍ବ ସଫଳତା ପାଇଥିବା ବେଳେ ଏବେ ତାଙ୍କ ପାଖକୁ ଚାରି ଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ସେ ଚଳିତ ବର୍ଷ
Read More...

ପୁଇଁତଲା ବିଡିଓଙ୍କ କାର୍ଯ୍ୟାଳୟରେ ଆତ୍ମହତ୍ୟା ଉଦ୍ୟମ

ପୁଇଁତଲା, (କେପିଏନ୍‌ଏସ୍‌) : ସରକାରୀ ଆବାସ ଯୋଜନା ଟଙ୍କା ନପାଇବାରୁ ପୁଇଁତଲା ବିଡିଓଙ୍କ କାର୍ଯ୍ୟାଳୟରେ ନିଜକୁ ତାଲା ପକାଇ ରଖିଥିଲେ ହିତାଧିକାରୀ । ଏହି ଖବର ସାରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ପୁଣି ବ୍ଲକ କାର୍ଯ୍ୟାଳୟ ପରିସରରେରେ ସଂପୃକ୍ତ ହିତାଧିକାରୀଙ୍କ ଦ୍ୱାରା ଆତ୍ମହତ୍ୟା
Read More...

ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦାଇପାଲି ସ୍ଥିତ ସୁଶ୍ରୀ ବୈଷୟିକ ଶିକ୍ଷା ଅନୁଷ୍ଠାନ (ସାଇଟ୍‌) ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଶିବିରରେ ଏନ୍‌ସିସି କ୍ୟାଡେଡ୍‌ଙ୍କୁ ନେଇ ଜୀବନ କୌଶଳ ପଦ୍ଧତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ୧୧- ଓଡିଶା ବିଏନ୍‌
Read More...

ଟିଟିଲାଗଡ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚିଠା ଭୋଟର ତାଲିକା ପ୍ରକାଶିତ, ଏଥି ନିମନ୍ତେ ସର୍ବାଦଳୀୟ ବୈଠକ

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ଟିଟିଲାଗଡ ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଚିଠା ଭୋଟର ତାଲିକା ପ୍ରକାଶ ସମ୍ପର୍କିତ ତଥା ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଉପଜିଲ୍ଲାପାଳ, ଟିଟିଲାଗଡ ତଥା ନିର୍ବାଚନ ଅଧିକାରୀ
Read More...

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନ ଆସନ୍ତା ୪ ଓ ୫ ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ସଂସ୍କୃତି ପ୍ରତି ପ୍ରତିବଦ୍ଧତା ରଖିଥିବା ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଗରିମା ପ୍ରାୟୋଜିତ ଶ୍ରେଷ୍ଠ ଓଡ଼ିଆଣୀର ଅଡିସନ ଆସନ୍ତା ନଭେମ୍ବର ମାସ ୪ ଓ ୫ତାରିଖ ଦିନ ଦିବା ୯ଘଟିକା ସମୟରେ ସେକ୍ଟର ୨୦ସ୍ଥିତ ରାଉରକେଲା
Read More...
error: Content is protected !!