Daily Archives

ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ଇଲେକ୍ଟ୍ରିକାଲ ଲିଟ୍‌ରେସି କ୍ଲବ୍ ଗଠିତ

ଧର୍ମଶାଳା, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟରେ ଇଲେକ୍ଟ୍ରିକାଲ ଲିଟ୍‌ରେସି କ୍ଲବ୍ ଗଠିତ ହୋଇଯାଇଛି । ଆଜି ଦିନ ୧୧.୦୦ ଘଟିକାରେ ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟରୁ ଲଂକାବାହାଳ ଗ୍ରାମ ପର୍ଯ୍ୟନ୍ତ ଦୀର୍ଘ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୭ରେ ସର୍ବବୃହତ ସାମୁଦ୍ରିକ ସମାରୋହ ଗ୍ଲୋବାଲ ମେରିଟାଇମ୍ ଇଣ୍ଡିଆ ଶିଖର…

• ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ଦ୍ୱାରା ଅକ୍ଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ବିକେସିର ଏମଏମଆରଡିଏ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି• ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଏକନାଥ ସିନ୍ଦେ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରମୋଦ ସାୱନ୍ତ, କେନ୍ଦ୍ର
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ କୁମାର ତ୍ରିପାଠୀ ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ପଶ୍ଚିମ ଓଡିଶା ବିକାଶ ପରିଷଦ ଅର୍ଥ ଅନୁଦାନରେ ଚାଲିଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସ୍ଥିତି ଓ ଅଗ୍ରଗତିର ସମୀକ୍ଷା
Read More...

ଲାଠୋର ରେଞ୍ଜ ସଂରକ୍ଷିତ ଜଙ୍ଗଲରେ କାଠ ମାଫିଆଙ୍କ ଆତଙ୍କରାଜ : ଲକ୍ଷ ଲକ୍ଷ ଟଙ୍କାର କାଠ ଚୋରି

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅଧିନସ୍ଥ ସଂରକ୍ଷିତ ଜଙ୍ଗଲରେ ଚାଲିଛି କାଠ ମାଫିଆଙ୍କ ଆତଙ୍କରାଜ । ବେଇଆଇନ ବେଧଡକ ଭାବେ କାଠ ମାଫିଆମାନେ ଜଙ୍ଗଲର ବହୁ ମୂଲ୍ୟବାନ ଗଛ କାଟି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ବନ ବିଭାଗର ନିଷ୍କ୍ରିୟତା
Read More...

ଅନୁଭୂତି ସୃଷ୍ଟ ସାହିତ୍ୟ ପ୍ରାମାଣିକ ସତ୍ୟୋତ୍ତର : ଡ.ହୋତା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସନ୍ଧ୍ୟାରେ ଧାମରା ସଂଘରେ ଆୟୋଜିତ ଶାରଦୀୟ ସାହିତ୍ୟ ଆସର ଏବଂ କବିତା ପାଠୋତ୍ସବରେ ଯୋଗଦେଇ ବିଶିଷ୍ଟ ପ୍ରାବନ୍ଧିକ ସମାଲୋଚକ ଡ.ଚନ୍ଦ୍ରଶେଖର ହୋତା ସାହିତ୍ୟରେ ଅନୁଭୂତି ଓ ଅନୁଭବର ଉଡାଣ ବିଷୟରେ ଆଲୋକପାତ କରିଥିଲେ । ଡ.ହୋତା କହିଲେ ଯେ, ଗଭୀର ଅନୁଭବ
Read More...

ମା’ବୀରସିଙ୍ଗୀ ମନ୍ଦିର ପରିସରରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଲୋକର୍ପଣ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଳକ ବିପୁଲିଙ୍ଗି ସ୍ଥିତ ମା'ବୀରସିଙ୍ଗୀ ମନ୍ଦିର ପ୍ରାଙ୍ଗଣରେ ଇନ୍ଦିରା ଦାସ ସ୍ମୃତି ସେବାସଦନର ଆନୁଷ୍ଠାନିକ ଭାବେ ଲୋକାର୍ପଣ ହୋଇଛି । ଜଣେ ବ୍ରାହ୍ମଣ ପରିବାରଙ୍କ ବଦାନ୍ୟତାରେ ଉକ୍ତ କୋଠାଦାନ ସୂତ୍ରରେ ସୋମବାର ଏହି ଶକ୍ତିପୀଠର ସେବା
Read More...

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଛାତ୍ରଛାତ୍ରୀଙ୍କୁ ଟାବଲେଟ ବଣ୍ଟନ

ଡେଲାଙ୍ଗ, (ଦିଲ୍ଳୀପ କୁମାର ଧାଉଡ଼ିଆ) : ଇନଫୋସିସ୍‌ ଲିମିଟେଡ଼, ଭୁବନେଶ୍ୱର ସହାୟତା କ୍ରମେ ଆଜି କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୁନିନ୍ଦା, ପୁରୀରେ ଯୁବ ସମାଜସେବୀ ସୁଦୀପ୍ତ କୁମାର ସାହୁଙ୍କ ସହଯୋଗ ଓ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ
Read More...

ବଙ୍ଗୋମୁଣ୍ଡାରେ ବିଶ୍ୱ ଖାଦ୍ୟ ଦିବସ ପାଳନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଳୟ ନିକଟରେ ଆଜି ଓଡିଶା କୃଷକ ସମାଜ ବଲାଙ୍ଗିର ଜିଲ୍ଲା ଦ୍ୱାରା ବିଶ୍ୱ ଖାଦ୍ୟ ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୃଷକ ସମାଜ ଜିଲ୍ଲା ସଂଗଠକ ଜଗଦୀଶ ସୁନାଙ୍କ
Read More...

ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ରକ୍ତଦାନ ଶିବିର : ୧୦୧ ୟୁନିଟ ରକ୍ତଦାନ କଲେ ରକ୍ତଦାତା

କଳାହାଣ୍ଡି, (ନରୋତ୍ତମ ସେଲମା ) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦର ସ୍ଥିତ ଯୁକ୍ତ ଦୁଇ ମହାବିଦ୍ୟାଳୟଠାରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେରେ ନର୍ଲା ନିର୍ବାଚନ ମଣ୍ଡଳୀ ସ୍ତରୀୟ ରକ୍ତଦାନ ଶିବିର
Read More...

ପଦ୍ମପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

ପଦ୍ମପୁର, ( ନିରୋଜ କୁମାର ପାଣୀ) : ଆଜି ବରଗଡ଼ ଜିଲ୍ଲାର ପଦ୍ମପୁର ରାଜବୋଡ଼ସମ୍ବର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜି, ଆରକ୍ଷୀ ଅଧିକ୍ଷକ ପିଏସ ମିନା, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଏସଡିପିଓ
Read More...
error: Content is protected !!