Daily Archives

ଅଲାତରା ପଂଚାୟତଠାରେ ସଂକଳ୍ପ ସପ୍ତାହ ପାଳିତ

"ସମସ୍ତଙ୍କ ଆକାଂକ୍ଷା ସମସ୍ତଙ୍କ ବିକାଶ" କଳାହାଣ୍ଡି, (ପି.କେ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା କଲ୍ୟାଣ ମଣ୍ଡପଠାରେ ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ୱାବଧାନରେ ସଂକଳ୍ପ ସପ୍ତାହ ପାଳିତ ହୋଇଯାଇଅଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଲିମଦାତା ତଥା ଆମ ଜଙ୍ଗଲ ଯୋଜନା
Read More...

ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରାଜସ୍ଥାନର ଯୋଧପୁର ଠାରେ ପ୍ରାୟ ୫୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନପିଏମ ଏନଏଚଆରଏମ ଅଧୀନ ଜଟିଳ ଚିକିତ୍ସା ସେବା ଓ ଯୋଧପୁର ଏମ୍ସ ହସ୍ପିଟାଲର ସ୍ବତନ୍ତ୍ର ଯତ୍ନ ଓ ଟ୍ରମା କେନ୍ଦ୍ରର ଶିଳାନ୍ୟାସଯୋଧପୁର ବିମାନବନ୍ଦର ନୂତନ ରହଣିସ୍ଥଳ
Read More...

ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ସ୍ଥାନୀୟ ରାଜ୍ୟ ହୋଟେଲ ପରିଚାଳନା ପ୍ରତିଷ୍ଠାନରେ ଜିଲ୍ଲାସ୍ତରୀୟ ମିଲେଟ୍ ବ୍ୟଞ୍ଜନ ପ୍ରସ୍ତୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିରର ୭ଟି ବିଭିନ୍ନ ବ୍ଲକ୍‌ରୁ ୧୫ ଜଣ ପ୍ରତିଯୋଗୀ ଏଥିରେ ଯୋଗ
Read More...

ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଜନ କଲ୍ୟାଣ ମଣ୍ଡପ ବଲାଙ୍ଗିରଠାରେ ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଶିକ୍ଷକ ଏକତା ଦିବସ ପାଳନ ହୋଇଯାଇଛି । ଏହି ସଭାରେ ସଭାନେତ୍ରୀ ଶାନ୍ତିଲତା ସାହୁ ଅଧ୍ୟକ୍ଷତା କରିଥିବା
Read More...

ଧର୍ମପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ହାତୀଶାଲପଡ଼ା ନିବାସୀ ଧର୍ମପରାୟଣା ମହିଳା ସୀତା ନାୟକଙ୍କର ଗତକାଲି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହେଉଥିଲା । ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ସେ ଶଯ୍ୟାଶାୟୀ ରହୁଥିଲେ । ଗତ ବୁଧବାର ରାତିରେ ହଠାତ୍
Read More...

ବଲାଙ୍ଗିର ଜିଲ୍ଲା ସିନିୟର ନକ୍‌ଆଉଟ୍‌ ଫୁଟ୍‌ବଲ୍‌ ଦ୍ୱାଦଶ ଦିବସ

କାଲସାଏପାଲି, ପ୍ରୋଗ୍ରେସିଭ କ୍ଲବ ଓ ମହିପୁର ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ୩ ଗୋଟି ପଡିଆରେ ଫୁଟବଲ ଖେଳ ଅନୁଷ୍ଠିତ ହୋଇଯାଇଛି । ଖୁଜେନପାଲି ପଡିଆରେ କାଲସାଏପାଲି ଜେକେୱାଇଏସ୍‌ ୪-୦ ଗୋଲରେ ବ୍ଲୁ ମାଉଣ୍ଟେନକୁ ହରାଇ ‘ବି’ ଗ୍ରୁପ
Read More...

କୋଭିଡ ପରୀକ୍ଷା ପାଇଁ ପାତର ଅନ୍ତର କରାଯାଇଛି : ହେମନ୍ତ ପଣ୍ଡା

ଅବିଶ୍ୱାସ ହେଲେ ବି ସତକାଗଜପତ୍ରରେ ରଫାଦଫା ସନ୍ଦେହ ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ପ୍ରଥମ ଲହର ସମୟରେ କୋଭିଡ ଟେଷ୍ଟ ପାଇଁ ରାଜ୍ୟ ବ୍ୟାପୀ ସାଧାରଣ ଜନତା ନୟାନ୍ତ ହୋଇ ଯାଉଥିଲେ ଏବଂ ଅନେକ ଲୋକ ପରୀକ୍ଷା କରି ନପାରି ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ସ୍ଥଳ ବିଶେଷରେ
Read More...

କଳାକାରମାନଙ୍କ ୨ ଦିନିଆ ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ବ୍ଲକଠାରେ ଥିବା ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ୨ ଦିନିଆ ବ୍ଲକସ୍ତରୀୟ କଳାକାର ପ୍ରଶିକ୍ଷଣ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । ଏହାର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସଇଁତଲା ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଯୋଗଦାନ କରି
Read More...

ସଇଁତଲା ସତସଙ୍ଗ କେନ୍ଦ୍ର ଚୋରି ଘଟଣାର ପର୍ଦାଫାଶ, ଜଣେ ନାବାଳକ ସହ ୨ ଜଣଙ୍କୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ସ୍ଥିତ ଡ଼ୁମାଲପଡାଠାରେ ଥିବା ସତସଙ୍ଗ କେନ୍ଦ୍ରଠାରୁ ଚୋରି ଘଟଣାର ପର୍ଦାଫାଶ ହୋଇଛି । ଏଥିରେ ସଇଁତଲା ପୋଲିସ ଥାନା କେସ ନଂ ୨୫୯/୨୩ରେ ଏକ ମାମଲା ରୁଜୁ କରି ଜଣେ ନାବାଳକ ସହ ଜଣେ ଯୁବକଙ୍କୁ ଗିରଫ କରି ଟିଟିଲାଗଡ଼ ଓ ଅନ୍ୟ
Read More...

ଖପ୍ରାଖୋଲରେ ପହଞ୍ଚିଲା ସାଇବର ସଚେତନତା ରଥ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଦିନକୁ ଦିନ ସାଇବର ଠକେଇ ଘଟଣା ବଢ଼ିବାରେ ଲାଗିଛି । ଭିନ୍ନ ଭିନ୍ନ ଉପାୟ ଆପଣାଇ ସାଧାରଣ ଲୋକଙ୍କୁ ଠକୁଛନ୍ତି ସାଇବର ଠକ । ତେବେ ଏହି ଠକାମୀ ବିଷୟରେ ସଚେତନତା ଅଭାବରୁ ଅନେକ ଲୋକ ଠକମାନଙ୍କର ଜାଲରେ ଫସି ଯାଉଛନ୍ତି । ଅଶିକ୍ଷିତମାନେ ଦୂରର କଥା ଶିକ୍ଷିତ
Read More...