Daily Archives

ବିଭିନ୍ନ ଦାବୀ ନେଇ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ସଇଁତଲା ବନ୍ଦ ଡାକରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ରବିବାର ଦିନ ସଇଁତଲା ବନ୍ଦ କରିବା ପାଇଁ ନିଷ୍ପତି ନେଇଛନ୍ତି । ଏଥିରେ ରାଜ୍ୟ ସରକାର ସଇଁତଲା ସହରକୁ ଅଣଦେଖା କରିବା ସହିତ ବିଭିନ୍ନ ଉନ୍ନତି ଦିଗରେ
Read More...

ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ସେମିଫାଇନାଲ ମ୍ୟାଚ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏଥେଲେଟିକ ଏସୋସିଏସନ ତରଫରୁ ପ୍ରଥମ ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ ଆରମ୍ଭ ହୋଇଯାଇଅଛି । ଆଜି ସେମିଫାଇନାଲର ପ୍ରଥମ ମ୍ୟାଚରେ ଅତିଥି ଭାବରେ ଝ. ଊ.ଗ.ଙ ଡ଼ଃ ସରୋଜ ସେଠ, ବସ ମାଲିକ
Read More...

ସୁବର୍ଣ୍ଣପୁରରେ ସଂସ୍କୃତି ବିଭାଗ ଦ୍ଵାରା ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମାରେ ଜିଲ୍ଲା ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନୂତନ ଟାଉନ ହଲରେ ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ
Read More...

ଝାଙ୍କରପାଲି ଲୋୟର ସୁକତେଲ ବିସ୍ତାପିତ କଲୋନିରେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଆମ ଅଂଚଳରେ ଜିବନରେଖା । ସାମଗ୍ରିକ ଭାବରେ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ପ୍ରତ୍ୟକ୍ଷ ପରୋକ୍ଷ ଭାବରେ ଏହା ଦ୍ୱାରା ଉପକୃତ ରହିବେ । ଏହି ପ୍ରକଳ୍ପ ପାଇଁ ଏ ଅଂଚଳବାସୀ ଅନେକ ତ୍ୟାଗ କରିଛନ୍ତି । ଏମାନେ ବିସ୍ତାପିତ ହୋଇ ବିଭିନ୍ନ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ଲୋକ ଅଦାଲତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲା ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ଜିଲ୍ଲାସ୍ତରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ଲଲାଟେନ୍ଦୁ ଜେନା, ଅଧକ୍ଷ-ତଥା-ଜିଲ୍ଲା
Read More...

ଟିଟିଲାଗଡରେ ସାଇବର ସୁରକ୍ଷା ଅଭିଜାନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଓଡିଶା ପୋଲିସ ପକ୍ଷରୁ ରାଜ୍ୟ ବ୍ୟାପୀ ଏକ ସାଇବର ସୁରକ୍ଷା ଅଭିଯାନ ଗାଡି ବୁଲୁଛି । ଜନସାଧାରଣମାନଙ୍କୁ ସାଇବର କ୍ରାଇମ ବିଷୟରେ ସଚେତନ କରିବା ଉଦ୍ଦେଶ୍ୟରେ ଟିଟିଲାଗଡ଼ ଏହି ସଚେତନ ଗାଡି ପହଞ୍ଚି ଶୁକ୍ରବାର ଦିନ ଡିଏଭି ମହାବିଦ୍ୟାଳୟ, ହିନ୍ଦୀ
Read More...

ଶାନ୍ତିପଡାରେ ଦୁର୍ଗା ପୂଜା ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମହାଳୟା ଦିନରେ ଜଗତ ଜନନୀ ମା’ ଦୁର୍ଗାଙ୍କ ଶାରଦୀୟ ନବରାତ୍ର ପୂଜା ନିମନ୍ତେ ଶାନ୍ତିପଡ଼ାରେ ଅନୁଷ୍ଠିତ ହୋଇଯାଇଛି କଳସ ଶୋଭାଯାତ୍ରା । ଏହି କଳସ ଯାତ୍ରାରେ ଶାନ୍ତିପଡ଼ା ତଥା ଆଖପାଖ ଅଞ୍ଚଳର ଶତାଧିକ ମହିଳା ଏବଂ ପୁରୁଷ ଯୋଗ ଦେଇଥିବା ଦେଖିବାକୁ
Read More...

ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ପ୍ରତିବର୍ଷ ପରି ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ କଳସ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ମଣ୍ଡପ ପରିସରରେ ସହରର ମହିଳା ଓ ପୁରୁଷମାନେ ଏକତ୍ରିତ ହୋଇଥିଲେ । ଏହାପରେ ଘଣ୍ଟବାଜା
Read More...

ଟିଟିଲାଗଡ ମାରୱାଡି ଯୁବାମଞ୍ଚ ପକ୍ଷରୁ ପିତୃପକ୍ଷ ଆରମ୍ଭ ଦିନରୁ ମହାଳୟା ଯାଏଁ ସବୁଦିନ ଦେଲେ ଅନ୍ନ ପ୍ରସାଦ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ମହାଳୟା ଦିନ ନିଜ ପୂର୍ବଜ ମାତା ପିତା, ଅଜା ଆଇ, ଜେଜେ ମା', ଜେଜେ ବାପା ତଥା ସମସ୍ତ ମୃତବ୍ୟକ୍ତିଙ୍କ ଆତ୍ମାର ଶାନ୍ତି ନିମନ୍ତେ ନିଜର ବଂଶଜଙ୍କ ଦ୍ୱାରା ଶ୍ରାଦ୍ଧ ଦେଇ ସେମାନଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରାଯାଏ । ସମସ୍ତ ଘରମାନଙ୍କରେ ଶ୍ରାଦ୍ଧ କରିବା
Read More...

କୋଷାଗୁମୁଡ଼ା ବ୍ଲକରେ ‘ଘରେ ଘରେ କଂଗ୍ରେସ, ଘରେ ଘରେ ହାତ’ କାର୍ଯ୍ୟକ୍ରମ ଅନୁଷ୍ଠିତ

କୋଷାଗୁମୁଡ଼ା, (ଜଗନ୍ନାଥ ବିଷୋୟୀ) : ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେପ୍ଟେମ୍ବର ପନ୍ଦର ଠାରୁ ଅକ୍ଟୋବର ପନ୍ଦର ପର୍ୟ୍ୟନ୍ତ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆୟୋଜିତ ହେଉଯାଇଛି । ଏହି ଅବସରରେ କୋଷାଗୁମୁଡା ଚାଉଁରିଆ ମନ୍ଦିର ଠାରୁ ଏକ ବିଶାଳ
Read More...