Daily Archives

ଡୁଙ୍ଗୁରିପାଲି ଗାଁର ମା’ ମାହେଶ୍ୱରୀ ଦେବୀଙ୍କ ଦର୍ଶନ କଲେ ବିଧାୟକ ମୁକେଶ ମହାଲିଙ୍ଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଆଗଲପୁର ବ୍ଲକର କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡୁଙ୍ଗୁରିପାଲି ଗାଁରେ ଅବସ୍ଥିତ ମା' ମାହେଶ୍ୱରି ପୀଠ । ଯାହାକି ୧୩୦ ବର୍ଷରୁ ଉର୍ଦ୍ଧ ବର୍ଷ ହେବ ପୀଠ ସ୍ଥାପନା ହୋଇଛି । ବର୍ତ୍ତମାନ ପର୍ୟ୍ୟନ୍ତ ଦୀର୍ଘ ୫ ପିଢ଼ି ଧରି
Read More...

ଗୋପାଳ ପଟ୍ଟନାୟକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାୟ ତିନି ବର୍ଷ ଅସୁସ୍ଥ ରହିବା ପରେ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ପଟ୍ଟନାୟକ(୮୨)ଙ୍କର ମୃତ୍ୟୁ ହୋଇଯାଇଛି । ମାସାଧିକ କାଳ ରାୟପୁର ଏମ୍ସରେ ଚିକିତ୍ସିତ ହୋଇ ଗତ ଗୁରୁବାର ରାତିରେ ସେ ବଲାଙ୍ଗିର ଫେରିଥିଲେ । ତେବେ ରବିବାର ଭୋର ତାଙ୍କ
Read More...

କୁଲତା ସମାଜର ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ହାଟପଦାଠାରେ ବ୍ଲକସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଶ୍ରୀ ଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରୁ ଝଣ୍ଡା ଆଣି ସମଗ୍ର ଝାରବନ୍ଧ ସହରରେ ନାଚ, ଗୀତ ମାଧ୍ୟମରେ ବିଶାଳ ଶୋଭାଯାତ୍ରା
Read More...

ମହୁଲପାଲିଠାରେ ୪୦ ୟୁନିଟ୍‌ ରକ୍ତ ସଂଗୃହିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ମହୁଲପାଲିଠାରେ ସହଯୋଗ ପରିବାର ଓ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନାଲି
Read More...

ଟିଟିଲାଗଡର ଅଧିଷ୍ଠାତ୍ରୀ ଦେବୀ ମା’ ଘଣ୍ଟାଶୁଣିଙ୍କ ମନ୍ଦିରରେ ପ୍ରସିଦ୍ଧ ନବମୀ ଯାତ୍ରା : ହଜାର ହଜାର ଭକ୍ତଙ୍କ…

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ପବିତ୍ର ଦଶହରା ମାସରେ ଟିଟିଲାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା' ଘଣ୍ଟାଶୁଣିଙ୍କ ନବମୀ ଯାତ୍ରା ଅତି ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଚଳିତ ବର୍ଷ ମା' ଘଣ୍ଟାଶୁଣି ସେବା ସମିତି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଦେବୀଙ୍କ ସହ ଶୋଭାଯାତ୍ରାରେ ୬
Read More...

ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଧ୍ୟାତ୍ମିକ ତ୍ରୟୋମାସିକ ପତ୍ରିକା ‘ଭାବକୁ ନିକଟ’ ଲୋକାର୍ପିତ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗ୍ରାମସ୍ଥ ମା’ ବିମଳାଙ୍କ ପୀଠରେ ତ୍ରୟୋଦିବସୀୟ ସପ୍ତସତ ଚଣ୍ଡିପାଠର ମହା ଅଷ୍ଟମୀରେ ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ବୈଠକ
Read More...

ଦୁର୍ଗାପୂଜା ରଜତ ଜୟନ୍ତୀ ଉପଲକ୍ଷେ ରାବଣ ଦରବାର ଉଦ୍‌ଘାଟିତ, ସାମ୍ବାଦିକଙ୍କୁ ସମ୍ମାନିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ଉପଲକ୍ଷେ ରଜତ ଜୟନ୍ତୀ ପାଳନ କରୁଥିବା ଅବସରରେ ଶୁକ୍ରବାର ରାବଣ ଦରବାର ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ରଜତ ଜୟନ୍ତୀ ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି
Read More...

କୁଇକେଡା ପଞ୍ଚାୟତ ସମିତି ସଭ୍ୟଙ୍କ ପରଲୋକ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ସମିତି ସଭ୍ୟ ଚାନ୍ଦୁଲାଲ ଭୋଇଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଉଥିଲା । ସେ ଆଜି ସକାଳ ସମୟରେ ଅସୁସ୍ଥ ଅନୁଭବ କହି ହଠାତ୍‌ ପଡି ଯାଇ ତାଙ୍କ ମୃତ୍ୟୁ ଘଟିଥିଲା । ସେ
Read More...

କୁତ୍ରିମ ଗୋଡ଼ରେ ତୀର ଚାଳନା କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦାହରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁନିଆରେ ଅସମ୍ଭବ ଶବ୍ଦ କହିବାକୁ ସହଜ କିନ୍ତୁ ଅସମ୍ଭବକୁ ସମ୍ଭବ କରି ପ୍ରମାଣ କରିଛନ୍ତି ପାୟଲ । ନିଜର ଦୃଢ଼ ଆତ୍ମବିଶ୍ୱାସ, ଦୃଢ଼ ମନୋବଳ ଓ ଅଧ୍ୟବସାୟ ବଳରେ ଅସାଧ୍ୟ କାମ ମଧ୍ୟ ସହଜ ଓ ସରଳ ହୋଇପାରିବ । ପାୟଲ ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ଏକ ଜ୍ୱଳନ୍ତ
Read More...

ରିକାପଲ୍ଲୀ କଳ୍ପବାସିନୀ ପୀଠରେ ନବରାତ୍ର ପୂଜା ସରଗରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ଅନ୍ୟତମ ଶକ୍ତିପୀଠ ରିକାପଲ୍ଲୀ ଅଞ୍ଚଳର ଗ୍ରାମଦେବୀ କଳ୍ପବାସିନୀ ପୀଠ ଅଧିଷ୍ଠାତ୍ରୀ ଦେବୀ ଆଦ୍ୟାଶକ୍ତି ମା' ବୁଢ଼ୀ ଠାକୁରାଣୀଙ୍କ ପୀଠରେ ଦଶମହାବିଦ୍ୟା ପୂଜା, ଚଣ୍ଡୀପାଠ ସହ ଷୋଡଶ ପୂଜାର୍ଚ୍ଚନା ଆଦି ଅନୁଷ୍ଠିତ ହୋଇଆସିଛି । ଏଠାରେ
Read More...
error: Content is protected !!