Daily Archives

୪୮ ଘଣ୍ଟାରେ ୬ ଜଣ ଶିଶୁ ସମେତ ୧୯ ଜଣ ଦାଦନ ଶ୍ରମିକ ଉଦ୍ଧାର, ଧରାପଡ଼ିଲେ ମହିଳା ଶ୍ରମିକ ସର୍ଦ୍ଦାର

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବ୍ୟାପକ ସଚେତନତା ସତ୍ତ୍ୱେ ବେଆଇନ ଦାଦନ ଚାଲାଣ କମିବା ନାଁ ନେଉନାହିଁ । ୪୮ ଘଣ୍ଟା ଭିତରେ ୧୯ ଜଣ ଦାଦନ ଶ୍ରମିକ ଖପ୍ରାଖୋଲ ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ଜଣାପଡିଛି । ଗତ ଶୁକ୍ରବାର ୨୭ ତାରିଖ ଦିନ ତିନି ଜଣ ଶିଶୁ ସମେତ ୯ ଜଣ ଦାଦନ ଶ୍ରମିକ ଉଦ୍ଧାର
Read More...

ରାସ୍ତା ଉପରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ମୁଖାପିନ୍ଧା ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ କିଛି ନା କିଛି ଅପରାଧ ଘଟୁଥିବା ବେଳେ ଆଜି ମଧ୍ୟ ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତବାଇକ୍‌ରେ ଆସି ଗୋଡ଼ାଇ ଗୋଡ଼ାଇ ହାଣିବା ସହ ଲହୁ ଲୁହାଣ କରି ଘଟଣାସ୍ଥଳରୁ ଫେରାର୍‌ ମାରିଛନ୍ତି । ଗୁରୁତର ଯୁବକ ଜଣକ
Read More...

ବଲାଙ୍ଗିରରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ଆନୁକୁଲ୍ୟରେ ଖଣ୍ଡୀୟ ବନ ଅଧିକାରୀ ବଲାଙ୍ଗିରଙ୍କ କାର୍ୟ୍ୟ।ଳୟ ସଭାଗୃହଠାରେ ଓଡିଶା ବିପର୍ୟ୍ୟୟ ପ୍ରସ୍ତୁତି ଦିବସ-୨୦୨୩ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ
Read More...

କୁଟାସିଂହ।ରେ ବିଏସଏନଏଲ୍ ନେଟୱର୍କ ଆସୁନାହିଁ

ଆଗଲପୁର, (ସୁଶୀଲ କୁମାର ମିଶ୍ର) : ଆଗଲପୁର ବ୍ଲକର ବଡ଼ ଗ୍ରାମ ତଥା ଲୋକସଂଖ୍ୟା ଅଧିକ ଥିବା ଗ୍ରାମ କୁଟାସିଂହ। ଗ୍ରାମ ବଲାଙ୍ଗିର ଜିଲ୍ଲା ସଦର ମହକୁମାରୁ ୪୦ କିଲୋମିଟର ଦୂରରେ ଅବସ୍ଥିତ । ଏହା ବଲାଙ୍ଗିର ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳ ଭାବେ ପରିଚିତ । ଭାରତ ସଂଚାର ନିଗମ ଲିମିଟେଡ୍‌
Read More...

ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ର ଦ୍ୱିତୀୟ କେବିନେଟ ମିଟିଂ ଅନୁଷ୍ଠିତ

ବଲାଙ୍ଗିର, (ସଞ୍ଜୟ କୁମାର ନାୟକ) : ଲାୟନ୍ସ ଡିଷ୍ଟ୍ରିକ୍ଟ ୩୨୨ ସି ୨ ଦ୍ୱିତୀୟ କେବିନେଟ ମିଟିଂ ବଲାଙ୍ଗିରର ସ୍ଥାନୀୟ ହୋଟେଲ ସେଲିବ୍ରେସନ ଠାରେ ଜିଲ୍ଲା ଗଭର୍ଣ୍ଣର ପ୍ରବୀଣ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବତନ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ୟମୁନା ପ୍ରସାଦ
Read More...

ନିଜ ଗୋଡ଼ରେ ନିଜେ ଠିଆ ହୋଇ ସଫଳତା ପଥରେ ବଲାଙ୍ଗିରର ଝିଅ ଲିଜା ଦାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଥାରେ ଅଛି ଝିଅ ମାନେ ବି ପୁଅ ମାନଙ୍କ ଠୁ କମ ନୁହେଁ । ସେମାନେ ନିଜ ଗୋଡ଼ରେ ନିଜେ ଠିଆ ହୋଇ ସମାଜକୁ ଆମେ ବି କମ୍ ନୁହେଁ ବୋଲି ପ୍ରମାଣିତ କରି ସାରିଛନ୍ତି । ଆଜିକା ଯୁଗରେ ଝିଅ ମାନେ ଅନେକ ନିର୍ଯ୍ୟାତନାର ଶିକାର ହେଉଛନ୍ତି । ଯାହା ସେମାନଙ୍କୁ ନିଜ ଘରୁ
Read More...

ଅସୁସ୍ଥ ମାଈ ହାତୀର ମୃତ୍ୟୁ : ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ ମୃତ୍ୟୁର କାରଣ

ବାଲେଶ୍ୱର : ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୂସାରେବାଲେଶ୍ୱର ଜିଲ୍ଲା ସୋର ବାଘଆମ୍ପୁଡ଼ା ବିଟ ଅଧିନ ଦିଗି ଭଅଁରା ନିକଟରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଲାଇଜେସନ କରାଯିବା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ତରଫରୁ
Read More...

ଭାରସାମ୍ୟ ହରାଇ ଏକ ଘର ଭିତରେ ପଶିଗଲା ହାଇୱା : ଦୁଇ ଗୁରୁତର

ଦେବଗଡ : ଭାରସାମ୍ୟ ହରାଇ ଏକ ଘର ଭିତରେ ଏକ ହାଇୱା ପଶିଯାଇଥିବା ବେଳେ ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ଦୁଇ ଜଣ ଗୁରୁତର ଆହାତ ହୋଇଥିବା ସୂଚନା ରହିଛି । ତେବେ ଏହି ଘଟଣାଟି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ତେଲିମୁଣ୍ଡା ଛକରେ ଘଟିଛି ।
Read More...

ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକରେ ବୁଲୁଛି ଦନ୍ତା ହାତୀ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକର ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ହାତୀ ବୁଲୁଥିବାର ଦେଖିବାକୁ ମିଳିଛି । ଦନ୍ତା ହାତୀଟି କହାରି କିଛି କ୍ଷତି କରି ନଥିବା ବେଳେ ସ୍ଥାନୀୟ ଲୋକେ ଦନ୍ତା ହାତୀ ଟିକୁ ଦେଖି ଭୟଭୀତ ଅବସ୍ଥାରେ ଥିବା ଜଣାପଡ଼ିଛି । ବନବିଭାଗ
Read More...

ଜୁଆ ଖେଳକୁ ନେଇ ଚଳିତ ମାସରେ ୨୧୫ ଜୁଆଡ଼ିକୁ କାବୁ କଲାଣି ପୋଲିସ

ବ୍ରହ୍ମପୁର, (କେ. ସତ୍ୟ ନାରାୟଣ ରେଡ୍ଡୀ) : ବେଆଇନ ଜୁଆ ଖେଳକୁ ରୋକିବାରେ ଏବେ ଅଣ୍ଟା ଭିଡ଼ିଛି ବ୍ରହ୍ମପୁର ପୋଲିସ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଜୁଆ ଖେଳକୁ ନେଇ ଚଳିତ ମାସରେ ୩୬ଟି ମାମଲା ରୁଜୁ କରିବା ସହ ୨୧୫ ଜୁଆଡ଼ିକୁ କାବୁ କରିଥିବା ବେଳେ ସେମାନଙ୍କ
Read More...