pakka

ଅସୁସ୍ଥ ମାଈ ହାତୀର ମୃତ୍ୟୁ : ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣା ପଡ଼ିବ ମୃତ୍ୟୁର କାରଣ

bbehera

ବାଲେଶ୍ୱର : ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିବା ଖବର ମିଳିଛି । ମିଳିଥିବା ସୂଚନା ଅନୂସାରେ
ବାଲେଶ୍ୱର ଜିଲ୍ଲା ସୋର ବାଘଆମ୍ପୁଡ଼ା ବିଟ ଅଧିନ ଦିଗି ଭଅଁରା ନିକଟରେ ଅସୁସ୍ଥ ମାଈ ହାତୀର ମୃତ୍ୟୁ ହୋଇଥିବା ବେଳେ ଲାଇଜେସନ କରାଯିବା ପୂର୍ବରୁ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ତରଫରୁ କୁହାଯାଇଛି । ଅନ୍ୟପଟେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।

jay balangir
Leave A Reply

Your email address will not be published.

eighteen + 14 =