Daily Archives

ରାଜସ୍ୱ ସେକ୍ରଟାରୀଙ୍କୁ ଭେଟିଲା ପଦ୍ମପୁର ଓକିଲ ସଂଘ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଓକିଲ ସଂଘର ସଭାପତି ଗୌନ୍ତିଆ କୁମାର ସାହୁଙ୍କ ନେତୃତ୍ୱରେ ଓକିଲ ସଂଘର ଏକ ପ୍ରତିନିଧି ଦଳ ରାଜସ୍ବ ସେକ୍ରେଟାରୀ ଆର୍‌ଡିସି(ଏନ୍‌.ଡି.) ସମ୍‌ମ୍ବଲପୁର ଡିଭିଜନ ଭିନସେଣ୍ଟ ପୁନମ୍ ଏକ୍କାଙ୍କୁ ଭେଟିଥିଲେ । ଏ ଅବସରରେ ଅଞ୍ଚଳର ବୃହତ୍ତର
Read More...

ପାରିଶ୍ରମିକ ମିଳିବା ଦାବୀରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ପଶ୍ଚିମ ଓଡ଼ିଶାର ପ୍ରମୁଖ ତିର୍ଥ ସ୍ଥଳୀ ହରିଶଙ୍କର ପୀଠରେ ହରିଣ ପାର୍କରେ ନିଯୁକ୍ତ ଥିବା ଶ୍ରମିକମାନଙ୍କ ୫ ମାସର ପାରିଶ୍ରମିକ ମିଳିନଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ହରିଶଙ୍କର ପୀଠ ସ୍ଥିତ ହରିଣ ପାର୍କରେ
Read More...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଯୁବକ ନିଖୋଜ ଥିବା ଅଭିଯୋଗ

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅନ୍ତର୍ଗତ ଦଧିସିଙ୍ଗା ଗ୍ରାମର ଜନୈକ ବ୍ୟକ୍ତିଙ୍କ ୨୭ ବର୍ଷର ପୁଅ ବାହାର ରାଜ୍ୟକୁ ରୋଜଗାର କରିବା ଆଶାରେ ଦାଦନ ଖଟିବାକୁ ଯାଇଥିଲେ । ମାତ୍ର ଗତ ୪ ମାସ ହେବ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ପରିବାର
Read More...

ଢେଙ୍କାନାଳ ଜିଲ୍ଲା କଂଗ୍ରେସ୍ କମିଟି ତରଫରୁ ଆରକ୍ଷୀ ଅଧ୍ୟକ୍ଷଙ୍କୁ ଘେରାଉ ସହ ଦାବୀପତ୍ର ପ୍ରଦାନ

ଢେଙ୍କାନାଳ, (ତାପସ ଦାସ) : ଆଜି ଦିବା ୧୦ ଘଟିକା ସମୟରେ ଜିଲ୍ଲା କଂଗ୍ରେସର ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନରେ ପୋଲିସର ବେଆଇନ ପ୍ରବେଶ ଓ ଛାତ୍ର କଂଗ୍ରେସ୍ କର୍ମକର୍ତାଙ୍କ ଉପରେ ବର୍ବରୋଚିତ
Read More...

ଗଁଁନ୍ଦିଆ ପୋଲିସ ଓ ଶିଶୁ କଲ୍ୟାଣ କମିଟିର ହସ୍ତକ୍ଷେପ ପରେ ବନ୍ଦ ହେଲା ବାଲ୍ୟ ବିବାହ

ଢ଼େଙ୍କାନାଳ, (ତାପସ ଦାସ) : ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଅନ୍ତର୍ଗତ ଆଣ୍ଠୁକୁଡା କାଟେଣୀ ପାଖ କୁମ୍ଭରୁଣୀଭାଟି ଗ୍ରାମରେ ଏକ ବାଲ୍ୟ ବିବାହକୁ ଆଜି ବନ୍ଦ କରିଛି ସ୍ଥାନୀୟ ପୋଲିସ ଓ ଢେଙ୍କାନାଳ ଶିଶୁ ବିକାଶ କଲ୍ୟାଣ କମିଟି । ସଭ୍ୟ ସମାଜରେ ଅସଭ୍ୟ କାମ । ଲୋକମାନଙ୍କୁ ଯେତେ ସଚେତନ କଲେ
Read More...

ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ…

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସୁବର୍ଣ୍ଣପୁରସ୍ଥିତ ନବ ନିର୍ମିତ ବିଜୁ ପଟ୍ଟନାୟକ ସୁଇମିଂ ପୁଲ୍‌ରେ ଆନ୍ତଃ ମହାବିଦ୍ୟାଳୟସ୍ତରୀୟ ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମା' ଝାଡେଶ୍ୱରୀ ମହାବିଦ୍ୟାଳୟ ଦ୍ବାରା ଆୟୋଜିତ ଏହି ସନ୍ତରଣ
Read More...

ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ଶକ୍ତି ସଂରକ୍ଷଣ ଦିବସ ଉପଲକ୍ଷେ ସ୍କୁଲ ଅଫ୍‌ ଆପଲାଏଡ୍‌ ସାଇନ୍ସ ତରଫରୁ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସେମିନାର କକ୍ଷରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ତତ୍ୱାବଧାନରେ ଶକ୍ତି ସଂରକ୍ଷଣ ସଚେତନା ସଭା
Read More...

ହରିଶଙ୍କରଠାରେ ରେଡକ୍ରସ କର୍ମୀଙ୍କ ଦ୍ୱାରା ସ୍ୱଚ୍ଛତା କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ୱଚ୍ଛତା ହିଁ ଧର୍ମ, ସ୍ୱଚ୍ଛତା ହିଁ କର୍ମ, ସ୍ୱଚ୍ଛତା ହିଁ ସେବା ଭାବଧାରାକୁ ନେଇ ବଲାଙ୍ଗିର ଜିଲ୍ଲା ଯୁବ ରେଡକ୍ରସ ଓ ଜୁନିୟର ରେଡକ୍ରସ ମିଳିତ ଆନୁକୂଲ୍ୟରେ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରସିଦ୍ଧ ଶୈବ ପୀଠ ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କରଠାରେ
Read More...

କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ଘଟଣା : ଏସ୍‌ପି ଅଫିସ ସମ୍ମୁଖରେ ଗର୍ଜିଲା ବଲାଙ୍ଗିର କଂଗ୍ରେସ

ମମିତା ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ - ନରସିଂହପୋଲିସ କେବଳ ଭୁଲ ମାଗିଲେ ଚଳିବ ନାହିଁ, ଅନୁସନ୍ଧାନ କରି ଦୋଷୀକୁ ଦଣ୍ଡ ଦିଆଯାଉ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କଂଗ୍ରେସ ଭବନରେ ପଶି ଛାତ୍ର ନେତାଙ୍କୁ ମାଡ ମାରିବା ଘଟଣାକୁ ନେଇ ଆଜି ଏସ୍‌ପି ଅଫିସ ସମ୍ମୁଖରେ
Read More...

ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ରଙ୍କ ଦେହାନ୍ତ

ରାୟଗଡ଼ା, (କେପିଏନ୍‌ଏସ୍‌) : ରାୟଗଡ଼ାର ବିଶିଷ୍ଟ ସାମ୍ବାଦିକ ମନୋଜ ପାତ୍ର(୫୫)ଙ୍କ ଆଜି ସକାଳେ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ଓଟିଭିର ରାୟଗଡ଼ା ଜିଲ୍ଲା ପ୍ରତିନିଧି ଭାବେ ସେ କାର୍ଯ୍ୟରତ ଥିଲେ । ସୂଚନା ଅନୁସାରେ ଗତକାଲି ମନୋଜ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି
Read More...