Daily Archives

ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା ଲକ୍ଷ୍ମୀକାନ୍ତଙ୍କ ଜୟନ୍ତୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଅଏଁଲାସାରୀ ହାଇସ୍କୁଲରେ ବନ୍ଦେ ଉତ୍କଳ ଜନନୀର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଲକ୍ଷ୍ମୀକାନ୍ତ ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ସହ ଅନେକ କାଳଜୟୀ ଜାତୀୟ ଭାବନା ଉଦ୍ରେକକାରୀ
Read More...

ସଂସଦରେ ଉଠିଲା ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତୋରା ଗ୍ରାମ ପଞ୍ଚାୟତର ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ମାମଲା ସମେତ ମମିତା ମେହେର ହତ୍ୟା, ପରି ହତ୍ୟା ଏବଂ ମହଙ୍ଗା ଡବଲ ମର୍ଡର ଘଟଣାର ସିବିଆଇ ତଦନ୍ତ ଦାବୀ କଲେ ବରଗଡ଼ ସାଂସଦ ସୁରେଶ ପୂଜାରୀ । ଆଜି ଲୋକସଭାରେ ପ୍ରଶ୍ନ ଉତ୍ତର ସମୟରେ ବରଗଡ଼ ସାଂସଦ
Read More...

ଆଜି ଶ୍ରାଦ୍ଧବାର୍ଷିକୀ : ମହାନ୍‌ ସଂଗୀତ ନିର୍ଦେଶକ ସରୋଜ ନନ୍ଦ

ଗଣେଶ ବାରିକ୍ କେରି କେରି ସୁନା ଦୁବ… ମୁଁ ତ ବଡ଼ ଦେଉଳର ପାରା… ତୋ ଆଗରେ କିଛି ଧୂପ… ଜନମି ଥିଲି ମୁଁ ଶ୍ରୀଗୁଣ୍ଡିଚା ଦିନ… କଳା ଠାକୁର ମୋ କଳା ଠାକୁର… ଛ ଖଣ୍ଡ କାଠରେ ହେବ ସବାରୀ… ପ୍ରଥମ ପ୍ରେମର ପ୍ରଥମ ଚିଠି… ବାଟରେ ଚାଲୁ ଚାଲୁ… ଗାଁ ମଝିରେ ଚାନ୍ଦିନୀ… ଆଇନା କେବେ ମିଛ କହେନା…
Read More...

ଭାରତୀୟଙ୍କ ଛାତିରେ ଜାଗା କରିଗଲେ ସେନା ମୁଖ୍ୟ

ମ.ରାମପୁର, (ହେମନ୍ତ ସାହୁ) : ବିମାନ ଦୁର୍ଘଟଣାରେ ପରଲୋକ ପ୍ରାପ୍ତି ହୋଇଥିବା ସେନା ମୁଖ୍ୟ ସବୁ ଭାରତୀୟଙ୍କ ଛାତିରେ ଘର କରିଗଲେ । ତାଙ୍କରି ଏବଂ ଅନ୍ୟ ମାନଙ୍କ ଓ ଦୁଃଖଦ ପରଲୋକ ସମସ୍ତଙ୍କୁ ବ୍ୟଥିତ କରିଛି ବୋଲି ଆଜି କଳାହାଣ୍ଡିର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ସେବାଜଗତ ତରଫରୁ ଆୟୋଜିତ
Read More...

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଓଡ଼ିଶା ମୋ ପରିବାର ପକ୍ଷରୁ ଆଜି ଭେଡେନ ବ୍ଲକ ଅନ୍ତର୍ଗତ ସହରାଟିକ୍ରାଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଶିବିରକୁ ଓଡ଼ିଶା ମୋ ପରିବାରର ସଂଯୋଜକ ଗୌର ମିଶ୍ର ଉଦ୍‌ଘାଟନ କରିଥିଲେ । ଏଥିରେ ବହୁ ଯୁବ ରକ୍ତଦାତା ରକ୍ତଦାନ କରିଥିଲେ । ଉକ୍ତ
Read More...

ଜିଲ୍ଲା କ୍ରିକେଟ ଭିଜନ ୨୦-୨୪ ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା : ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ…

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଭିଜନ ୨୦-୨୪ରେ ଚାଲିଥିବା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତାର ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ ଡ଼ାଇମଣ୍ଡ କ୍ଲବ ଓ ବରଗଡ ଫାଇଟରସ ବିଜୟୀ ହୋଇଛି । ବିକାଶ ଗ୍ରାଉଣ୍ଡରେ ଅନୁଷ୍ଠିତ ଆଜିର ମ୍ୟାଚ୍‌ରେ ବରଗଡ ବ୍ଲୁ
Read More...

ବଲାଙ୍ଗିର ସ୍ୱେଛାସେବୀ ସଂଗଠନ ତରଫରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତାମିଲନାଡୁର କୁନ୍ନୁରରେ ଭାରତୀୟ ବାୟୁସେନାର ଏମ୍‌ଆଇ- ୧୭ ଭି୫ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚିଫ୍ ଡିଫେନ୍ସ ଷ୍ଟାଫ ଜେନେରାଲ ବିପିନ ରାୱତ ଓ ତାଙ୍କ ଧର୍ମପତ୍ନୀ ମଧୁଲିକା ରାୱତଙ୍କ ସମେତ ଭାରତୀୟ ସେନାର ୧୩ ଜଣ ଯବାନ ମୃତ୍ୟୁବରଣ କରିଥିବା ବେଳେ
Read More...

ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନତା ଏବଂ ମାସ୍କ ବିତରଣ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ସ୍ଥାନୀୟ ଗୋଳେଇଛକ ନିକଟରେ ଲୋକଙ୍କୁ ମାସ୍କ ବ୍ୟବହାର ଉପରେ ସଚେତନତା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ମାସ୍କ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।ପୋଲିସ ପକ୍ଷରୁ ବହୁ ଲୋକଙ୍କୁ
Read More...

ଜେନେରାଲ ବିପିନ ରାୱତ (ସିଡିଏସ୍‌) ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସିଡିଏସ୍‌ ଜେନେରାଲ ବିପିନ ରାୱତ ଏବଂ ତାଙ୍କ ପତ୍ନୀଙ୍କ ସମେତ ୧୧ ଜଣ ସହିଦ ଯବାନଙ୍କୁ ବଲାଙ୍ଗିରବାସୀଙ୍କ ତରଫରୁ ସମୂହ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ମିଳିତ ଶ୍ରଦ୍ଧାଞ୍ଜଳି ସଭାରେ ୧୮୯ ବେଟାଲିୟନ ସିଆର୍‌ପିଏଫ୍‌ର କମାଣ୍ଡିଙ୍ଗ୍‌ ଅଫିସର୍‌ ପୱନ
Read More...

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଶିକ୍ଷା ବିଭାଗରେ ଆଲୋଚନା ଚକ୍ର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର କନଫରେନ୍ସ କକ୍ଷରେ ଏକ ଶିକ୍ଷା ସମ୍ପର୍କୀତ ଆଲୋଚନା ଚକ୍ର ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଡଃ ତୁଷାରକାନ୍ତ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିକ୍ଷା କ୍ଷେତ୍ରରେ ଯାନ୍ତ୍ରିକ ବିଜ୍ଞାନର ପ୍ରୟୋଜନୀୟତା
Read More...