pakka

ବଙ୍ଗୋମୁଣ୍ଡା ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନତା ଏବଂ ମାସ୍କ ବିତରଣ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଙ୍ଗୋମୁଣ୍ଡା ଥାନା ପକ୍ଷରୁ ସ୍ଥାନୀୟ ଗୋଳେଇଛକ ନିକଟରେ ଲୋକଙ୍କୁ ମାସ୍କ ବ୍ୟବହାର ଉପରେ ସଚେତନତା କରାଯାଇଥିଲା । ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ଭାବେ ମାସ୍କ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।ପୋଲିସ ପକ୍ଷରୁ ବହୁ ଲୋକଙ୍କୁ ମାସ୍କ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ଏସ୍‌ଡିପିଓ ଡ଼ଃ ହୃଷିକେଶ ମେହେର, ନୂତନ ଭାବେ ଯୋଗଦେଇଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସୁଶାନ୍ତ କୁମାର ପଧାନ, ଏସ୍‌ଆଇ ପଞ୍ଚାନନ ନେଗୀ, ବଙ୍ଗୋମୁଣ୍ଡା ବଣିକ ସଂଘର କର୍ମକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

6 − 1 =