Daily Archives

ଓଡ଼ିଶୀ କଣ୍ଠ ସଙ୍ଗୀତ ବିଶାରଦ ବିଜୟ ପ୍ରଧାନଙ୍କ ପରଲୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଜଣେ ପ୍ରତିଷ୍ଠିତ କଳାକାର ତଥା ଓଡିଶୀ କଣ୍ଠ ସଙ୍ଗୀତ ବିଶାରଦ ଗୁରୁ ବିଜୟ କୁମାର ପ୍ରଧାନ (୫୩ )ଙ୍କ ଗତକାଲି ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କର ପତ୍ନୀ, ଜଣେ ବିବାହିତ ଝିଅ ଓ ଜଣେ ପୁଅ(ବି-ଟେକ ପଢ଼ନ୍ତି) ରହିଛନ୍ତି । ତାଙ୍କ
Read More...

ଆମ ପୋଲିସ ସମିତି ପକ୍ଷରୁ ସଚେତନତା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା 'ଆମ ପୋଲିସ ସମିତି' ପକ୍ଷରୁ ବିଷ୍ଣୁମୁଣ୍ଡା ଠାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଏସ୍‌ଡ଼ିପିଓ ତୋଫାନ ବାଗ, ଟାଉନ ଥାନା ଆଇଆଇସି କେ.ପ୍ରିୟଙ୍କା ରାଉତରାୟ ଉପସ୍ଥିତ ରହି ଅଂଚଳବାସୀଙ୍କୁ ପୋଲିସର ବିଭିନ୍ନ ପଦକ୍ଷେପ
Read More...

ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣର ସଫଳ ପରିଚାଳନା

ଢେଙ୍କାନାଳ, (ତାପସ ଦାସ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ବେଚ୍ଛା ସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟିକାକରଣ ଶିବିର ସଫଳ ରୂପରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୨୦୬ ଜଣ ସନ୍ଥପୁର ଏବଂ ଏରଦ୍ଧା ଗ୍ରାମର ଜନସାଧାରଣ ଟୀକାକରଣ କରିଥିଲେ ।
Read More...

କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା

ଢେଙ୍କାନାଳ, (ତାପସ ଦାସ) : କୋଭିଡ ପରିଚାଳନା ଓ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା ଢେଙ୍କାନାଳ ଆଜି ଜିଲ୍ଲା କାର୍ୟ୍ୟାଳୟସ୍ଥ ଓସନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଜିଲ୍ଲାର କୋଭିଡ ପରିଚାଳନା ଓ ଉନ୍ନୟନମୂଳକ କାର୍ୟ୍ୟର ସମୀକ୍ଷା କରିଛନ୍ତି । ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାର
Read More...

୧୨ ଫୁଟ୍‌ ଲମ୍ବର ଅଜଗର ସାପ ଉଦ୍ଧାର

ଢେ଼ଙ୍କାନାଳ, (ତାପସ ଦାସ) : ଆଜି ଅପରାହ୍ନ ପ୍ରାୟ ୩ଟାରୁ ୪ଟା ହେବ, ପ୍ରଶାନ୍ତ ମହାନ୍ତିଙ୍କ ବାଡ଼ିରେ କିଛି ଛେଳି ଚରୁଥିଲେ । ଠିକ ଏହି ସମୟରେ ବେଗା ସଂରକ୍ଷିତ ଜଙ୍ଗଲରୁ ୧୨ ଫୁଟ ଲମ୍ବର ଏକ ଅଜଗର ସାପ ଛେଳିଙ୍କୁ ଖାଇବାକୁ ଆସିଥିଲା । ସେଇ ବାଟ ଦେଇ ଯାଉଥିବା ଟୁକୁନା ମଲିକଙ୍କ ନଜରକୁ
Read More...

ଦିଗପହଣ୍ଡିରେ ଟାଏକୋଣ୍ଡୋ କଲରବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦିଗପହଣ୍ଡି ସ୍ଥିତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ପରିସରରେ ଦିଗପହଣ୍ଡି ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ୨ୟ କଲର ବେଲ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆଲୋକ ବିଷୋୟୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ : ନାଏକ ଏକାଡେମୀ ବିଜେତା ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଉଦ୍‌ଯାପିତ ହୋଇଯାଇଛି । ସୁପର ଲିଗ୍‌ର ଅନ୍ତିମ ମ୍ୟାଚ୍‌ ନବକିଶୋର ଦଳ ଓ ଟିଟିଲାଗଡ଼ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ଦଳ
Read More...

ଜେଏସ୍‌ପିଏଲ୍‌ ପାନ୍ଥର କ୍ରିକଫେଷ୍ଟ ୨୦୨୧ : ଏକ୍ସଟ୍ରିମ ଦଳ ଚମ୍ପିଆନ

ଅନୁଗୋଳ, (ଆର୍ତ୍ତତ୍ରାଣ ପାଣି) : ଜିନ୍ଦଲଷ୍ଟିଲ ଏଣ୍ଡ ପାୱାର ଲିମିଟେଡ଼ (ଜେଏସ୍‌ପିଏଲ୍‌)ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃ ବିଭାଗୀୟ ବାର୍ଷିକ କ୍ରିକେଟ ଟୁର୍ନାମେଣ୍ଟ କ୍ରିକଫେଷ୍ଟ – ୨୦୨୧ର ଫାଇନାଲ ମ୍ୟାଚରେ ଏକ୍ସଟ୍ରିମ ଦଳ ସ୍ପାରଟନ ଦଳକୁ ୨୪ ରନରେ
Read More...

ବୀର ଯବାନଙ୍କୁ ଟାଉନ କ୍ଲବ ତରଫରୁ ଶ୍ରଦ୍ଧାଞ୍ଜଳି

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ପ୍ରଥମ ସିଡିଏସ୍‌ ତଥା ଭାରତ ମା'ଙ୍କର ବୀର ସୁପୁତ୍ର ସ୍ୱର୍ଗତଃ ବିପିନ ରାୱତ ତଥା ଅନ୍ୟ ଏଗାର ଜଣ ବୀର ଯବାନଙ୍କର ବିମାନ ଦୁର୍ଘଟଣାରେ ପରଲୋକ ସାରା ଦେଶ ପାଇଁ ଏକ ଶୋକ ଦାୟକ ଖବର ଥିଲା । ବିମାନ ଦୁର୍ଘଟଣାରେ ଆକାଳ ପ୍ରାଣ ହରାଇଥିବା ଭାରତର
Read More...

ବଲାଙ୍ଗିର ଆଂଚଳିକ ପରିବହନ ବିଭାଗର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ରକ୍ଷକ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୁର୍ଘଟଣାଗ୍ରସ୍ତମାନଙ୍କୁ ତ୍ୱରିତ ଚିକିତ୍ସା ଯୋଗାଇ ଦେବା ଲକ୍ଷ୍ୟରେ ବଲାଙ୍ଗିର ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ରକ୍ଷକ’ ଅନୁଷ୍ଠିତ ହୋଇଯାଇଛି । ଗତ ୧୧ ତାରିଖ ଭଇଁଷା କଲେଜ ପରିସରରେ ବଲାଙ୍ଗିର ଆଞ୍ଚଳିକ ପରିବହନ ଅଧିକାରୀ
Read More...