ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟୀକାକରଣର ସଫଳ ପରିଚାଳନା

ଢେଙ୍କାନାଳ, (ତାପସ ଦାସ) : ଆଜି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ଅଗ୍ରଣୀ ସ୍ବେଚ୍ଛା ସେବୀ ଅନୁଷ୍ଠାନ ନିୟୁ ଇଣ୍ଡିଆ ଆନୁକୂଲ୍ୟରେ କୋଭିଡ଼ ୧୯ ଟିକାକରଣ ଶିବିର ସଫଳ ରୂପରେ ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ୨୦୬ ଜଣ ସନ୍ଥପୁର ଏବଂ ଏରଦ୍ଧା ଗ୍ରାମର ଜନସାଧାରଣ ଟୀକାକରଣ କରିଥିଲେ । ଆଗାମୀ ଦିନରେ ୫୦୦ ଜଣ ଟୀକାକରଣ ଦେବାର ବ୍ୟବସ୍ଥା କରାଯାଉଅଛି । ଉକ୍ତ କାର୍ଯ୍ୟକ୍ରମକୁ ପ୍ରତ୍ୟେକ୍ଷ ଭାବେ ନିୟୁ ଇଣ୍ଡିଆର ସମ୍ପାଦକ ଶେଷଦେବ ରାଉତ, ସରପଞ୍ଚ ଝିଲି ମଳିକ, ସମାଜସେବୀ ନିରଦ ରାଉତ, ହୃଷିକେଶ ରାଉତ, ନିଗମ ସାହୁ, ଉଦ୍ଧବ ବେହେରା, ବିଚିତ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen + seven =