Browsing Tag

dhenkanal news

କୂଅରୁ ମିଳିଲା ମହିଳାଙ୍କ ମୃତଦେହ : ସ୍ୱୀମୀ ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ

ଢେଙ୍କାନାଳ : ପାରିବାରିକ କଳହରୁ କରୁଣ ପରିଣତି । ମୃତ ମହିଳାଙ୍କ ସ୍ୱାମୀ ତାଙ୍କୁ ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୋଗ ଉଠାଇଛନ୍ତି ଖୋଦ ମୃତ ମହିଳାଙ୍କ ବାପଘର ଲୋକେ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ତୁମୁସିଂହା ଥାନା ଅନ୍ତର୍ଗତ କୋଟଗରା ଗ୍ରାମରେ । ମୃତ ମହିଳା
Read More...

ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ

ଢେଙ୍କାନାଳ : ଥାନା ହାଜତରେ ଅଭିଯୁକ୍ତଙ୍କ ଆତ୍ମହତ୍ୟା ଉଦ୍ୟମ । ଢେଙ୍କାନାଳ ପରଜଙ୍ଗ ଥାନାରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଗୁରୁତର ଅବସ୍ଥାରେ ଅଭିଯୁକ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ଥାନୀୟ ବାରିହାପୁର ଗାଁର ମହେନ୍ଦ୍ର ନାଏକ । ମହେନ୍ଦ୍ର ଥାନା
Read More...

ଦନ୍ତାହାତୀ ହାବୁଡ଼ରେ ପଡ଼ି ଯୁବକଙ୍କ ମୃତ୍ୟୁ

ଢେଙ୍କାନାଳ : ବାଇଗଣ ବାଡ଼ିକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକ ଜଣକ ଚାଉଳିଆ ପଞ୍ଚାୟତର ବ୍ରହ୍ମାନନ୍ଦ ନାୟକ(୪୦) ବୋଲି ଜଣାପଡିଛି । ସୂଚନା ଅନୁସାରେ ଆଜି ସକାଳ ୮ଟା ବେଳେ ନିଜ ବାଇଗଣ ବାଡ଼ିକୁ ତଳି ରୋଇବାକୁ ଯାଉଥିବା ବେଳେ
Read More...

ଟ୍ରାଙ୍କୁଲାଇଜ୍‌ ହୋଇ ବୌଦ୍ଧରୁ ଆସିଥିବା ଦନ୍ତା ହାତୀ ଆଖି ବୁଜିଲା

ଢେଙ୍କାନାଳ : ବୌଦ୍ଧରୁ ଉଦ୍ଧାର ହୋଇ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରକୁ ଆସିଥିବା ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଖବର ମିଳିଛି । ଆଜି ଭୋର ସମୟରେ ଆଖି ବୁଜିଲା ବୌଦ୍ଧରେ ଆତଙ୍କ ଖେଳାଇଥିବା ଦନ୍ତା । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରୁଛି । ଖବର ଅନୁଯାୟୀ, ଶନିବାର ବୌଦ୍ଧରୁ
Read More...

ପିକ୍‌ନିକ୍‌ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା

ଢେଙ୍କାନାଳ : ପିକ୍‌ନିକ୍‌ ବସ୍‌ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା ମିଳିଛି । ଢେଙ୍କାନାଳ ମହାବିରୋଡ଼ ଥାନା ଭେଜିଆ ମନ୍ଦିର ଛକ ନିକଟରେ ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସମ୍ବଲପୁରରୁ ଚଣ୍ଡିଖୋଲ ଯାଉଥିବା ବେଳେ ତାଳଚେର ଆଡ଼ୁ ଖମାର ଆଡ଼କୁ ଯାଉଥିବା ଟ୍ରକ୍ ସହ ବସ୍‌
Read More...

ଗଛରେ ପିଟି ହେଲା କ୍ଷୀର ଭ୍ୟାନ୍

ଢେଙ୍କାନାଳ : ଗଛରେ ପିଟି ହୋଇ କ୍ଷୀର ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ମିଳିଛି । ଡ୍ରାଇଭର ସମେତ ଅନ୍ୟ ଦୁଇ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତେ ଗାଡ଼ି ଭିତରେ ଚାପି ହୋଇ ରହିଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ସୁକିଆବାଉତି ନିକଟରେ ଘଟିଛି
Read More...

କୂଅରେ ପଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ

ଢେଙ୍କାନାଳ : କୂଅରେ ପଡ଼ି ଚାଲିଗଲା ୨ ଶିଶୁଙ୍କ ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳର ନକଟକା ଗାଁରେ । ସୂଚନା ଅନୁସାରେ ଗତକାଲି ଅପରାହ୍ଣରୁ ନିଖୋଜ ଥିଲେ ଏହି ଦୁଇ ଶିଶୁ । ଏଥିରେ ଜଣକୁ ୫ ବର୍ଷ ହୋଇଥିବା ବେଳେ ଅନ୍ୟଜଣଙ୍କୁ ୪ ବର୍ଷ ବୋଲି ସୂଚନା ମିଳିଛି । କୂଅରୁ ଦୁଇ
Read More...

ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ

ଢେଙ୍କାନାଳ : ରାସ୍ତା ତଳକୁ ଖସିଲା ଚୋରା ଦେଶୀ ମଦ ବୋଝେଇ ସ୍କର୍ପିଓ । ଗାଡିରେ ବୋଝଇ ହୋଇ ଯାଉଥିବା ବିପୁଳ ପରିମାଣରେ ଦେଶୀ ମଦ ସହ ଜଣଙ୍କୁ ଅଟକ ରଖିଛି ଅବକାରୀ ବିଭାଗ । ସୂଚନା ଅନୁସାରେ, ବିଶେଷ ସୁତ୍ରରୁ ଖବର ପାଇ ଶନିବାର ବିଳମ୍ବିତ ରାତିରେ ଢେଙ୍କାନାଳ ଅବକାରୀ ବିଭାଗର ୨ଟି ଟିମ୍
Read More...

ଟାଟା ଷ୍ଟିଲ ମେରାମଣ୍ଡଳୀ କାରଖାନାରେ ଷ୍ଟିମ ପାଇପ ଫାଟି ୧୯ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆସ୍ଥିତ ଟାଟାଷ୍ଟିଲ ମେରାମଣ୍ଡଳୀ କାରଖାନାରେ ମଙ୍ଗଳବାର ମଧ୍ୟାହ୍ନରେ ବଡ଼ଧରଣର ଦୁର୍ଘଟଣା ଘଟିଛି । କାରଖାନାର ପାୱାର ପ୍ଲାଣ୍ଟ ଷ୍ଟିମ ପାଇପ ଫାଟି ଯିବାରୁ ୧୯ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଇଞ୍ଜିନିୟର, ସୁପରଭାଇଜର, ଶ୍ରମିକ
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କମ୍ପାନୀ ବସ୍ : ୬ ଗୁରୁତର

ଢେଙ୍କାନାଳ : ଢେଙ୍କାନାଳ ମହିଷାପାଟ ମାଣିଆବନ୍ଧ ଆଶ୍ରମ ସ୍କୁଲ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଗଛରେ ପିଟି ହେଲା କମ୍ପାନୀ ବସ୍‌ । ଏଥିରେ ୬ ଜଣ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡ଼ରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟର ବସ୍‌ ଢେଙ୍କାନାଳରୁ କିଛି
Read More...