Daily Archives

ଆଇନ ମହାବିଦ୍ୟାଳୟର ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଦେବେନ୍ଦ୍ର ନାଥ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ୍ଧମୁଣ୍ଡା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ତୁଷାରକାନ୍ତ
Read More...

କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟର କର୍ମଶାଳା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର ଅଗ୍ରଣୀ ସଂଗଠନ ତଥା ଆତ୍ମସୁରକ୍ଷା ପ୍ରଶିକ୍ଷଣ ପାଇଁ ପରିଚିତ କଳିଙ୍ଗ ଯୋଦ୍ଧା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ବାଳିକା ଆତ୍ମସୁରକ୍ଷା ସଂପର୍କିତ ତିନି ଦିନିଆ କର୍ମଶାଳା ୟୁନିଟ୍‌-୯ ସ୍ଥିତ ଗଜଲକ୍ଷ୍ମୀ ସାଂସ୍କୃତିକ ସଂଘ ପ୍ରାଙ୍ଗଣରେ ଅନୁଷ୍ଠିତ
Read More...

ବଡ଼ମାଲ ଗୋଳାବାରୁଦ କାରଖାନାରେ ଆଜାଦୀ କି ଅମୃତ ମହୋତ୍ସବ ଉଦ୍‌ଘାଟିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଭାରତରେ ୭୫ ତମ ସ୍ବାଧୀନତା ଦିବସ ଆସନ୍ତା ଅଗଷ୍ଟ ୧୫ ତାରିଖରେ ପାଳିତ ହେବାକୁ ଯାଉଅଛି । ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ତା.୧୩/୧୨/୨୧ରୁ ୧୯/୧୨/୨୧ ପର୍ଯ୍ୟନ୍ତ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ
Read More...

ବୃଦ୍ଧ ବାପାଙ୍କୁ ପର କରିଦେଲେ ପୁଅ ଓ ବୋହୂ

ଢେଙ୍କାନାଳ, (ତାପସ ଦାସ) : ବାପମା କେତେ ପୁଣ୍ୟ କରିଥିଲେ ପୁତ୍ର ସନ୍ତାନ ଟିଏ ପ୍ରାପ୍ତ ହୁଏ ବୋଲି ସମସ୍ତେ କହି ଆସୁଥିବା ବେଳେ ସେହି ପୁଅ ବଡ଼ ହୋଇ ବିବାହ ସାରିବା ପରେ ବାପା ମା'କୁ ମଧ୍ୟ ପର କରିବାକୁ ପଛାଉନାହାନ୍ତି । ବର୍ତ୍ତମାନ ସମୟରେ ନିଜ ସ୍ୱାର୍ଥ ପାଇଁ ସେହି ପୁଅବୋହୁ ବାପା
Read More...

ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁରରୁ ବିଜୁସ୍ୱାସ୍ଥ୍ୟ କାର୍ଡ ସର୍ବତ୍ର ବଣ୍ଟନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଗଞ୍ଜାମ ଜିଲ୍ଲା ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ମୁଖ୍ୟମନ୍ତ୍ରୀ ବିଶ୍ୱବନ୍ଦନୀୟା ମା' ତାରାତାରିଣୀ ପୀଠ ସ୍ଥଳରୁ ଶୁଭାରମ୍ଭ କରିବା ପରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ୧୩ ତାରିଖରୁ ୧୮ ତାରିଖ
Read More...

ଉତ୍ତରାଞ୍ଚଳ ରାଜସ୍ୱ କମିଶନରଙ୍କ ଢେଙ୍କାନାଳ ଜିଲ୍ଲା ପରିଦର୍ଶନ

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ସୁରେଶ ଚନ୍ଦ୍ର ଦଳେଇ ଢେଙ୍କାନାଳ ଜିଲ୍ଲା ପରିଦର୍ଶନରେ ଆସିଛନ୍ତି । ସ୍ଥାନୀୟ ସର୍କିଟ ହାଉସଠାରେ ରାଜସ୍ବ କମିଶନରଙ୍କୁ ଜିଲ୍ଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲ୍ଲାପାଳ ଶଶାଙ୍କ ଶେଖର ଦାଶ, ଜିଲ୍ଲା
Read More...

ମାର୍ଗଶିର ପୂର୍ଣ୍ଣିମାରେ ପାଳିତ ହୁଏ ମା’ ଦୁର୍ଗାଙ୍କ ଦୁର୍ଗେଖୋଲ ଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡିଶାର ବିଭିନ୍ନ ସ୍ଥାନ ଏବଂ ପାହାଡମାନଙ୍କରେ ରହିଛି ବିଭିନ୍ନ ଐତିହ ଏବଂ ମାନ୍ୟତା । ବିଭିନ୍ନ ରୂପରେ ଦେବା ଦେବୀମାନେ ଆସ୍ଥିନ ଥିବା ବେଳେ ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଦୁର୍ଗେଇ ଖୋଲ ଅଞ୍ଚଳରେ ଥିବା ମା' ଦୁର୍ଗାଙ୍କର ରହିଛି ସ୍ୱତନ୍ତ୍ର
Read More...

ସଡକ ଦୁର୍ଘଟଣାରେ ହାବିଲଦାରଙ୍କ ମୃତ୍ୟୁ : ଶବ ବ୍ୟବଚ୍ଛେଦ ପରେ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ବରଗଡ, (ନିରୋଜ କୁମାର ପାଣୀ) : ହାବିଲଦାର ବିଶ୍ୱନାଥ ମଲ୍ଲିକ ଗତ ରାତି ବରଗଡ଼ ବିଜେପୁର ରାସ୍ତାରେ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଶବ ବ୍ୟବଛେଦ ପରେ ବରଗଡ଼ ଟାଉନ ଥାନାରେ ବରଗଡ଼ ପୋଲିସ ତରଫରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ଏବଂ ଏକ ଏମ୍ବୁଲାନ୍ସ ସାହାଯ୍ୟରେ ତାଙ୍କର ମୃତ ଶରୀର
Read More...

ପ୍ରଗତି ଉତ୍କଳ ସଂଘର ନାରୀ କବି ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ପୁରାତନ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ପ୍ରଗତି ଉତ୍କଳ ସଂଘ ପକ୍ଷରୁ ନାରୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅଜୟ କୁମାର ନାୟକଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ରାଧାମୋହନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ : ଥାନାରେ ଜଣେ ଅଟକ

ଲୋଇସିଂହା, (କେପିଏନ୍‌ଏସ୍‌) : ମନୁଷ୍ୟ ଭିତରୁ ଧୀରେ ଧୀରେ ହଜିଯାଉଛି ମଣିଷ ପଣିଆ । କିଛି ଯୌନ ପିପାସୁଙ୍କ କବଳରୁ ମାନସିକ ଅନଗ୍ରସର ମହିଳା ମଧ୍ୟ ବାଦ ପଡୁନାହାନ୍ତି । ଏଭଳି ଏକ ଲ୍‌ଜାଜନକ ଘଟଣା ଦେଖିବାକୁ ମିଳିଛି ଲୋଇସିଂହା ଥାନା ଅଂଚଳରେ । ଦୁଷ୍କର୍ମ ପିଡିତା ମହିଳାଙ୍କ ସମ୍ପର୍କୀୟ ଏ
Read More...