Daily Archives

ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉନଥିବା ଅଭିଯୋଗ : ବିଡ଼ିଓଙ୍କୁ ଗୁହାରୀ କଲେ…

ତୁରେକେଲା, (କୈଳାଶ ସଗ୍ରିଆ) : ସରପଞ୍ଚ ମନରେଗା କାମର ଫାଇଲ୍‌କୁ ଲୁଚାଇ ଶ୍ରମିକଙ୍କୁ ପ୍ରାପ୍ୟ ଦେଉ ନଥିବା ଅଭିଯୋଗ କରିଛନ୍ତି ବିଡ଼ିଓଙ୍କ ପାଖରେ ମନରେଗା କାମ କରି ପାଉଣା ପାଇନଥିବା ଶ୍ରମିକମାନେ । ଅଭିଯୋଗା ଅନୁସାରେ ତୁରେକେଲା ବ୍ଲକ ଅନ୍ତର୍ଗତ ଢୋଲମାନ୍ଦର ଗ୍ରା.ପ. ଅନ୍ତର୍ଗତ ବାହାବଲ
Read More...

ପୂର୍ବ ଛାତ୍ରାବାସର ପ୍ରାକ୍ତନ, ଏବର ଅନ୍ତେବାସୀଙ୍କ ‘ସ୍ମୃତିର ଷଠୀ ଘର’ କାର୍ଯ୍ୟକ୍ରମର ଶୁଭାରମ୍ଭ

ପ୍ରାକ୍ ଶତବାର୍ଷିକୀ ପାଳନ ପ୍ରସ୍ତୁତିରେ କବି ସଚ୍ଚି ରାଉତରାୟଙ୍କ ଗ୍ରାମରୁ ପବିତ୍ର ମୃତ୍ତିକା ସଂଗୃହିତ ଭୁବନେଶ୍ୱର, (ଶୁଶାନ୍‌ନ୍ତ ସାହୁ) : ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠିତ ଇଷ୍ଟ ହଷ୍ଟେଲ ଏହାର ଶତବାର୍ଷିକୀ ପାଳନ କରୁଛି ଡ଼ିସେମ୍ବର ୨୪ ତାରିଖରେ । ଏହି ଐତିହାସିକ ଉତ୍ସବରେ
Read More...

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ

ଯାଜପୁର : ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ । ଆଜି ଅପରାହ୍ନ ୪ଟା ୧୫ମି. ସମୟରେ ୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍‌ । ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ ନ କରିବା
Read More...

ବାଇକ ଓ ସାଇକେଲ ଧକ୍କା : ମହିଳା ଗୁରୁତର ଆହତ

ବୌଦ୍ଧ, (ବଂଶୀଧର ମାଝୀ) : ବାଇକ ଓ ସାଇକେଲ ଧକ୍କାରେ ମହିଳା ଗୁରୁତର ଆହତ । ଆହତ ମହିଳାଙ୍କୁ ସୋନପୁର ହସପିଟିଲରେ ଭର୍ତ୍ତି । ସୂଚନା ପ୍ରକାରେ ଲୋକାପଡା ଗ୍ରାମର ବରୁଣ ବିଶ୍ୱାଳ ନିଜ ସ୍ତ୍ରୀ ସହ କୌଣସି କାମରେ କଣ୍ଟାମାଳ ଯାଇଥିଲେ ଏବଂ ସେଠାରୁ ଘରକୁ ଫେରୁଥିବା ସମୟରେ ରୁଣ୍ଡିମହୁଲ ନିକଟ
Read More...

ଓମିକ୍ରନ୍‌ର ଗଡ଼ ପାଲଟୁଛି ମହାରାଷ୍ଟ୍ର, ପୁଣି ୨ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ରୋଗୀଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି

ମୁମ୍ବାଇ : ମୁମ୍ବାଇରେ କରୋନା ଭାଇରସ୍‌ର ନ୍ୟୁ ଭାରିଆଣ୍ଟ ଓମିକ୍ରନର ଆଉ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଜଣେ ବ୍ୟକ୍ତି ଏବଂ ଆମେରିକାରୁ ଫେରି ଆସିଥିବା ତାଙ୍କ ୩୬ ବର୍ଷୀୟ ବନ୍ଧୁଙ୍କଠାରେ ଓମିକ୍ରନ୍‌ ନିଶ୍ଚିତ ହୋଇଛି । ଏହି ଦୁଇଟି ମାମଲା ପରେ ରାଜ୍ୟରେ
Read More...

ସିଲେଟକାନି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଟ୍ରାଇବ୍ରେକରେ ନାଇକେନସିରା ଚାମ୍ପିୟାନ

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୪ ଦିନ ଧରି ଦେଓଗାଁ ବ୍ଲକର ବଡବନ୍ଧ ସ୍ଥିତ ପୂର୍ଣ୍ଣଚନ୍ଦ୍ର ହାଇସ୍କୁଲର ଖେଳ ପଡ଼ିଆରେ ସିଲେଟକାନି ଗାଁର ରୋୟାଲ ଷ୍ଟାର ଫୁଟବଲ ଏସୋସେସନ୍‌ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ୧୩ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ସମରା ଓ ନାଇକେନଶିରା
Read More...

ନିଷ୍ଠା ପରିବାର ଓ ମେଭିଶ ପେଟ୍ରୋଲ ପମ୍ପର ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ଆଜି ବରଗଡ ନିଷ୍ଠା ପରିବାର ଓ ମେଭିଶ ପେଟ୍ରୋଲ ପମ୍ପର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଭେଡେନ ରୋଡ ସ୍ଥିତ ନୂଆଗଡଠାରେ ଅନୁଷ୍ଠିତ ହୋଇଯାଇଅଛି । ମେଭିସ ପେଟ୍ରୋଲ ପମ୍ପର ଦ୍ଵିତୀୟ ସ୍ଥାପନା ଦିବସ ପାଳନ ଅବସରରେ ରକ୍ତଦାନ ଶିବିର କରି ଏକ
Read More...

ଆସନ୍ତା କାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୪୮ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତ କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଅପରାଧୀ ସାବଧାନ : ବଲାଙ୍ଗିର ପୋଲିସ ପକ୍ଷରୁ ସ୍ଵତନ୍ତ୍ର ଅଭିଯାନ, ଘାଇଁ ଘାଇଁ ପଇଁତରା ମାରୁଛି ପୋଲିସ୍‌ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ ଅପରାଧ ରୋକିବା ପାଇଁ ବଲାଙ୍ଗିର ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିବା ବେଳେ ଘାଇଁ ଘାଇଁ ପଇଁତରା ମାରୁଛି ପୋଲିସ୍‌ ଟିମ୍‌ । ସୂଚନାଯୋଗ୍ୟ ଯେ, ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଜଗିବା ପାଇଁ ଏସ୍‌ପି. ନିତିନ କୁଶଲକରଙ୍କ
Read More...

ଗୋଁଣ୍ଡୱାନା ଛାତ୍ର ସଂଗଠନ ଗଠିତ

ବିଶ୍ୱ ମୃତ୍ତିକା ଦିବସ ପାଳିତ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ବିଶ୍ୱ ମୃତ୍ତିକା ଦିବସ ଅବସରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଅନୁକୂଲ୍ୟରେ ପୌରାଞ୍ଚଳ ଉପସଭାପତି ଅନୁସୟା ପାତ୍ରଙ୍କ ଅଧକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି
Read More...