pakka

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ

bbehera

ଯାଜପୁର : ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନାର ପୋଲିସ ଏସ୍‌ଆଇ ଫକୀର ମୋହନ ସିଂହ । ଆଜି ଅପରାହ୍ନ ୪ଟା ୧୫ମି. ସମୟରେ ୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ତାଙ୍କୁ କାବୁ କରିଛି ଭିଜିଲାନ୍ସ ଟିମ୍‌ । ଜଣେ ଅଭିଯୁକ୍ତଙ୍କୁ ଗିରଫ୍‌ ନ କରିବା ପାଇଁ ସେ ଲାଂଚ ନେଉଥିବା କୁହାଯାଇଛି । ଏ ସଂପର୍କରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଟ୍ୱିଟର୍‌ ମାଧ୍ୟମରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

13 − 9 =