Daily Archives

ବାବା ସାହେବ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ଆଦିବାସୀ ଭବନଠାରେ ଗଣ୍ଡାବଜା ପରିବାର ତରଫରୁ ବାବା ସାହେବ ଆମ୍ବେଦକରଙ୍କ ମହାନିର୍ବାଣ ଦିବସ ପାଳିତ ହୋଇଯାଇଛି । ସଂପାଦକ ତ୍ରିଲୋଚନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ଦିଲିପ ବେହେରା ମୁଖ୍ୟ ଅତିଥି,
Read More...

ଶୀତବସ୍ତ୍ର ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ସହାୟତାରେ ବିକାଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ବଲାଙ୍ଗିର ମ୍ୟୁନିିସିପାଲିଟି ତରଫରୁ ବଲାଙ୍ଗିର କଂସାରୀପଡା ସ୍ଥିତ ସଦର ଆଶ୍ରୟ ସ୍ଥଳିରେ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ
Read More...

ମ.ରାମପୁରର ୬ ଗୋଟି ଗ୍ରାମରେ ପୃଷ୍ଟି ମହୋତ୍ସବ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜ଼ୀଲ୍ଲା ମ. ରାମପୁର ବ୍ଲକରେ ସୋମବାର ୬ଟି ଗ୍ରାମ ଆମ୍ବ ଗାଁ, ମଦନପୁର, ଡୁମେରଗୁଡା, ବାଂକେଲ, କନ୍ଧ ସରବାହେଲି ଓ ଝଳିଆଗୋଭା ଠାରେ ଓଡିଶା ସରକାରଙ୍କ ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ଓ ମହିଳା ଶିଶୁ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

୫୯ ତମ ହୋମଗାର୍ଡ ବାର୍ଷିକ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ମନୋହରପୁର ପୋଲିସ ପଡିଆରେ ବଲାଙ୍ଗିର ଜିଲ୍ଲା ହୋମଗାର୍ଡ ବାହିନୀ ଦ୍ୱାରା ୫୯ ତମ ବାର୍ଷିକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତଥା କମାଣ୍ଡେଣ୍ଟ୍‌ ହୋମଗାର୍ଡ ବଲାଙ୍ଗିର ନିତିନ କୁଶଲକର ମୁଖ୍ୟ ଅତିଥି
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ କଲେଜ୍‌ ଛକ ଉଦ୍‌ଘାଟିତ : ରୁରାଲଷ୍ଟାର ଭେଟ୍ରାନ୍‌ ଓ ଖଲିଆପାଲି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଫୁଟବଲ ଖେଲ ଉଦ୍‌ଘାଟିତ ହୋଇଯାଇଛି । ଫାଓ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ଆନୁଷ୍ଠାନିକ ଭାବେ
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନବକିଶୋର ଦଳ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧିଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ଏକାଦଶ ଦିନରେ ନବକିଶୋର କ୍ରିକେଟ କ୍ଳବ ଓ ୟଙ୍ଗ୍‌ ଷ୍ଟୁଡେଣ୍ଟ କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନବକିଶୋର ଦଳ ପ୍ରଥମେ ବ୍ୟାଟିଂ
Read More...

‘ଅ’ ପତ୍ରିକାର ସାରସ୍ୱତ ସମାରୋହ

ମ.ରାମପୁର, (ହେମନ୍ତ ସାହୁ) : ରବିବାର ଦିନ ଗୁଗୁଲ ମିଟ ମାଧ୍ୟମରେ 'ଅ'ପତ୍ରିକାର ଉନ୍ମୋଚିତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ନରେଶ କୁମାର ସାହୁଙ୍କ ସଭାପତିତ୍ୱରେ ଦେବକୀ ସରାଫ ପ୍ରାରମ୍ଭିକ ସଂଗୀତ ଗାନ କରିଥିବା ବେଳେ ସତ୍ୟନାରାୟଣ ମହାପାତ୍ର ମୁଖ୍ୟ ଅତିଥି ରୂପରେ କଳାହାଣ୍ଡିର
Read More...

ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ହୁଇଲ ଚେୟାର ପାଇଲେ ପଦ୍ମିନୀ ଓ ରାଜକୁମାରୀ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଲା ଗ୍ରାମ ପଞ୍ଚାୟତର କାଉଡୋଲା ଗାଁର ପଦ୍ମିନୀ ନାଏକ ଅତି ନିରୀହ ଗରିବ ପରିବାରର । ତାଙ୍କର ନିଜର ବୋଲି କେହି ନାହିଁ । ପୁଅ ନାହିଁ କି ଝିଅ ନାହିଁ । ସ୍ୱାମୀ ଆରପାରିକୁ ଚାଲିଗଲା ପରେ ସେ ଏବେ ବହୁତ ଦୁଃଖ କଷ୍ଟରେ
Read More...

କବିତା : ଆଖି

ରୁଚିସ୍ମିତା ମହାପାତ୍ର ନା ଅତୀତନା ଭବିଷ୍ୟତନା ସତ ନା ସର୍ତ୍ତଆଜି ମତେ ଏମିତିଆଖି ବୁଜି ଦବାକୁ ପଡିଲା । କାହାକୁ ଦୋଷ ଦବରାତିକୁ ନା ନିଦକୁସ୍ବପ୍ନକୁ ନା ସତକୁ । ଆଖି ବୁଜିଲେ ଅସୁମାରୀ ଅନ୍ଧାରଆଖି ଖୋଲିଲେ ଅଣାକାର ଆକାଶଆଖି ବୁଜିଲେ ଅସମ୍ପୂର୍ଣ ସ୍ବପ୍ନଆଖି ଖୋଲିଲେ ଅସମ୍ଭାଳ
Read More...

ଏକତା ବଳରେ ସବୁ କିଛି ସମ୍ଭବ : ନିଜ ରାସ୍ତା ନିଜେ ନିର୍ମାଣ କଲେ ଅଞ୍ଚଳବାସୀ, ଅଞ୍ଚଳବାସୀଙ୍କ ପ୍ରଶଂସନୀୟ ଶ୍ରମଦାନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଳକ ସାଲେପାଲି ପଞ୍ଚାୟତ ଅବହେଳିତ ନିଲିଜିବାହିଲରୁ ବୁଦାମୁଣ୍ଡା ରାସ୍ତାକୁ ନିଲିଜିବାହାଲ, ତୁର୍ଲାମାଲ, ଖଲିଆ ଆଦି ଗ୍ରାମବାସୀଙ୍କ ସମେତ ଆଖପାଖ ଅଞ୍ଚଳ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ମିଳିତ ସହଯୋଗ ଓ ଶ୍ରମଦାନ କରି ଗାଁକୁ ସଂଯୋଗ କରୁଥିବା
Read More...