Daily Archives

ଓମିକ୍ରନ୍ ପାଇଁ ରେଳ ବିଭାଗ ସତର୍କ, ଯାତ୍ରୀମାନଙ୍କୁ ଡିସ୍‌ପୋଜେବଲ୍ ଚାଦର-କମ୍ବଳ ଦିଆଯିବ

ନୂଆଦିଲ୍ଲୀ : କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍ ବିପଦକୁ ଦୃଷ୍ଟିରେ ରଖି ୱେଷ୍ଟର୍ଣ୍ଣ ରେଲ୍‌ୱେ ଏକ୍ସପ୍ରେସ ଟ୍ରେନର ଯାତ୍ରୀମାନଙ୍କୁ ଡିସପୋଜେବଲ୍ ଲାଇଲନ୍ ଯୋଗାଇବାକୁ ନିଷ୍ପତ୍ତି ନେଇଛି । ପ୍ରାରମ୍ଭିକ ପର୍ୟ୍ୟାୟରେ ଏହା ଚାରୋଟି ଟ୍ରେନରେ ଆରମ୍ଭ ହୋଇଛି । ରେଳବାଇ ଦ୍‌ଦ୍ୱାରା
Read More...

ସରକାରୀ ବିଦ୍ୟାଳୟର ଶିକ୍ଷକ ଜଣେ ମଦ ମାଫିଆ, ନିଜ ଘରେ ଗୋଦାମ କରିଥିଲେ

ବାଗହା : ବିହାର ସିଏମ ନୀତୀଶ କୁମାର କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିପାରନ୍ତି, କିନ୍ତୁ ତାଙ୍କ ସରକାରୀ କର୍ମଚାରୀମାନେ ପ୍ରତିଦିନ ମଦ ନିଷେଧ ଆଇନକୁ ଚୂନା ଲଗାଉଛନ୍ତି । ତ୍ୟାଗ ଏବଂ ନୈତିକତାର ଶିକ୍ଷା ଦେଉଥିବା ଏହିପରି ଜଣେ ଗୁରୁ ଶୁକ୍ରବାର ବିଳମ୍ବିତ ରାତିରେ ମଦ ବିକ୍ରି କରୁଥିବା
Read More...

ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସମେତ ୫ ଜଣ ସ୍ଥାୟୀ ଶିକ୍ଷକ ଅଭାବୀ ପୂରଣ ପାଇଁ ଦାବୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପୂରାତନ ଶିକ୍ଷା ଅନୁଷ୍ଠାନ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ୫ ଶିକ୍ଷକ ଅଭାବୀ ପୂରଣ ପାଇଁ ବିଦ୍ୟାଳୟ ପରିଚାଳନା ସମିତି ପକ୍ଷରୁ ଦାବୀ କରାଯାଇଛି । ଉକ୍ତ ବିଦ୍ୟାଳୟଟି ଓଡ଼ିଶା ସରକାରଙ୍କ 'ଫାଇଭ
Read More...

ମୃତିକା ସ୍ୱାସ୍ଥ୍ୟ ସୁସ୍ଥ ରହିବା ପାଇଁ ଜୈବିକ ସାର ପ୍ରୟୋଗକୁ ଗୁରୁତ୍ୱ ଦେଲେ ହୃଷୀକେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡିସେମ୍ବର ପାଞ୍ଚ ତାରିଖ ବିଶ୍ୱ ମୃତ୍ତିକା ଦିବସ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ବୋଲକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଇଛି । ଟ୍ରଷ୍ଟର ପ୍ରତିଷ୍ଠାତା ପ୍ରକୃତି ପ୍ରେମୀ
Read More...

ଓଡ଼ିଶା ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ରିଜର୍ଭ ପୋଲିସ ପଡିଆଠାରେ ଗୃହରକ୍ଷୀ ବାହିନୀର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠିତ ପ୍ୟାରେଡ୍‌ରେ ଅଭିଭାବଦନ
Read More...

ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରାଙ୍କ ଉଦ୍ଦେଶ୍ୟରେ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପେସାଦାର ସାମ୍ବାଦିକ ସଂଘର ପ୍ରତିଷ୍ଠାତା ଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ବେହେରା । ସଦା ସର୍ବଦା ଜିଲ୍ଲା ତଥା ରାଜ୍ୟର ସାମ୍ବାଦିକ ମାନଙ୍କ ସମସ୍ୟା ବିଷୟ ବିଭିନ୍ନ ଫୋରମରେ ଉପସ୍ଥାପନ କରିବା ସହିତ ବ୍ୟବସ୍ଥା ବିରୋଧରେ ପ୍ରତିବାଦ
Read More...

ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ସର୍ବଭାରତୀୟ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ ଏକ ସର୍ବଭାରତୀୟ ରସଶାସ୍ତ୍ର ଓ ଭୈଷଜ୍ୟ କଳ୍ପନା ବିଷୟ ଅନ୍ତର୍ଗତ ଏକ ୬ ଦିନିଆଁ ଡିସେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏଥିରେ ବିଭିନ୍ନ
Read More...

ଆଇନଜୀବୀ କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପିତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହରର ବରିଷ୍ଠ ଆଇନଜୀବୀ, ପୂର୍ବତନ ପୋୖରାଧିକାରୀ ତଥା ବଲାଙ୍ଗିର କ୍ରୀଡା ସଂସଦର ଉପସଭାପତି କୃଷ୍ଣଚନ୍ଦ୍ର ମିଶ୍ରଙ୍କ ପିତୃ ବିୟୋଗ ଘଟିଛି । ପିତା ସର୍ବେଶ୍ୱର ମିଶ୍ର ବିଗତ କିଛି ଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଭୋଗୁଥିବା ବେଳେ ରବିବାର ରାତି ୧୦.୩୦
Read More...

ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପ୍ରସଙ୍ଗ : ଆଜି ଚାଲିଛି ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ବନ୍ଦ

ମ.ରାମପୁର, (ହେମନ୍ତ ସାହୁ) : ଆଜି ସକାଳୁ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ମ.ରାମପୁରରେ ବାରଘଂଟିଆ ବନ୍ଦ କାର୍ଯ୍ୟକ୍ରମ ଚାଲିଛି । ଦୀର୍ଘ ବର୍ଷ ହେଲା ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବୀରେ ବିଭିନ୍ନ ସଂଗଠନ ଭିନ୍ନ ଭିନ୍ନ
Read More...

ମିଳୁନି ପାଣି : ପାଣି ଯୋଗାଇ ଦେବାକୁ ଏସ୍‌ଏଚ୍‌ଜି ସଂଗଠନର ଦାବୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଡବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁରେ ସପ୍ଲାଇ ପାଣି ସମ୍ପୂର୍ଣ୍ଣ ଭାବେ ପାଇପାରୁ ନ ଥିବାରୁ ମା'ଦୁର୍ଗା ଏସ୍ଏଚ୍‌ଜି ଗୃପର ସଭାନେତ୍ରୀ ଡୁଲେଶ୍ୱରୀ ହଂସ, ସମ୍ପାଦିକା ତେଜ ପୁଞ୍ଜି ଓ ସଦସ୍ୟାମାନେ, ମା' ପରଦେଶେନ ଏସ୍ଏଚ୍‌ଜିର ସଭାନେତ୍ରୀ ରୁକ୍ମଣି
Read More...