Daily Archives

ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୩କୁ ବୃଦ୍ଧି ପାଇଛି । ମୃତକ ଜଣକ ପୁରୀ ଜିଲ୍ଲାର ବୋଲି ଜଣାପଡିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଗତ ୨୪ ଘଂଟାରେ ୧୦୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୧୯ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୨୦୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬୨ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ନିରୀହ ବିଧବା ବୃଦ୍ଧାକୁ ଏଯାଏଁ ମିଳିନାହିଁ ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ଚଟୁଅନକା ଗ୍ରା:ପ: ଅନ୍ତର୍ଗତ ଚଟୁଅନକା ସ୍ଥିତ ସତନାମି ପଡ଼ାର ନିରୀହ ବିଧବା ବୃଦ୍ଧା ବୁଡୁ ସତନାମୀ ଭତ୍ତା ପାଇବାରେ ଉଚିତ୍‌ ହିତାଧିକାରୀ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କୁ ଭତ୍ତା ମିଳି ନଥିବା ଅଭିଯୋଗ ହୋଇଛି । ସ୍ଵାମୀ ସ୍ୱର୍ଗତ ଖୁବ ସତନାମି ଗତ
Read More...

ଆଜି ଭାରତ ଗସ୍ତରେ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ

ନୂଆଦିଲ୍ଲୀ : ଓମିକ୍ରୋନ ସଙ୍କଟ ଭିତରେ ଆଜି ଭାରତ ଗସ୍ତରେ ଆସୁଛନ୍ତି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଯାହକୁ ନେଇ ସାରା ବିଶ୍ୱର ନଜର ରହିଛି । ରୁଷ୍‌ ରାଷ୍ଟ୍ରପତି ପୁଟିନ ଭାରତକୁ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା
Read More...

କପିଲାଭଟାରେ ମାଗଣା ଚିକିତ୍ସା ଶିବିର

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଜିତୁ ଚିକିତ୍ସାଳୟଠାରେ ମାଗଣା ଚିିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କପିଲାଭଟା ମା’ ସାହାଜୀ ଯୁବକ ସଂଘର ସଭାପତି ଜିତାମିତ୍ର ବିଶିଙ୍କ ତତ୍ୱାବଧାନରେ ଏକ ମାଗଣା ସ୍ୱାସ୍ଥ୍ୟ
Read More...

ବାହାରୁ ଗୁଦେରପାଲି ମଣ୍ଡିକୁ ଧାନ ଆସିଲେ ବରଦାସ୍ତ କରାଯିବ ନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗାଇସିଲାଟ ବ୍ଳକ ଅନ୍ତର୍ଗତ ଗୁଦେରପାଲି ଗାଁରେ ଗୁଦେରପାଲି ଏବଂ ଚିଖିଲି ଗ୍ରାମ ପଞ୍ଚାୟତର ୧୧ ଖଣ୍ଡ ଗ୍ରାମର ଚାଷୀମାନଙ୍କୁ ନେଇ ମଣ୍ଡିରେ ଧାନ ବିକ୍ରୟ ଉପରେ ଚାଷୀ ଶିବ ପ୍ରଧାନଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ
Read More...

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଅନ୍ତର୍ଜାତୀୟ ସେଚ୍ଛାସେବୀ ଦିବସ ପାଳନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଅନ୍ତର୍ଜାତୀୟ ସ୍ୱେଛାସେବୀ ଦିବସ ଅବସରରେ ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତର ତାରିଣୀ ପଲ୍ଲୀ ଗ୍ରାମରେ ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ୱାଇ
Read More...

ଜିଲ୍ଲାପାଳଙ୍କ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ ଜୱାଦ ପ୍ରଭାବରେ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରଭାବରେ ଅଧିକାଂଶ ଶସ୍ୟକ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ପଞ୍ଚାୟତ
Read More...

ଓଡ଼ିଆ ଚଳଚ୍ଚିତ୍ର ‘ଅଲିଭାଦାଗ’ର ପ୍ରଯୋଜକ, ଲେଖକ ଓ ନିର୍ଦ୍ଧେଶକ ତଥା ନାଟ୍ୟ ବୃହସ୍ପତି ବିପିନି…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଓଡ଼ିଆ ଚଳଚ୍ଚିତ୍ର "ଅଲିଭାଦାଗ"ର ନିର୍ମାତା ନାଟ୍ୟବୃହସ୍ପତି ବିପିନି ସାମନ୍ତ(୭୪)ଙ୍କ ଗଞ୍ଜାମ ବ୍ଲକ ଅନ୍ତର୍ଗତ ଗଡ଼ହୁମ୍ମା ଗ୍ରାମ ସ୍ଥିତ ନିଜଘରେ ବିୟୋଗ ଘଟିଛି । ଯାହାକୁ ନେଇ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଗ୍ରାମାରେ ପହଞ୍ଚି ତାଙ୍କର ଶେଷଦର୍ଶନ
Read More...

ଯୋଖିପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଜାମପାଲି ଦଳ ବିଜୟୀ ଘୋଷିତ : ଯୋଖିପାଲି ରନର୍ସ ଅପ୍‌ ଟିମ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ରବିବାର ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ସର୍ବମୋଟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତାରେ ମାଝିପାଲି,
Read More...
error: Content is protected !!