Daily Archives

ଡକ୍ଟର ସୁଧାଂଶୁବାଳା ତ୍ରିପାଠୀଙ୍କ କବିତା ସଂକଳନ ‘ପକ୍ଷୀର ପର’ ଲୋକାର୍ପିତ

କବିତା ମନସ୍କ ଭାବର ସୁନ୍ଦର ଅଭିବ୍ୟକ୍ତି : ପକ୍ଷୀର ପର ବଲାଙ୍ଗିର, (କେପିଏନ୍‌ଏସ୍‌) : କବିତା ଭିତରେ କବିର ଆତ୍ମିକ ଅନୁଭବ ଅନେକ ସମୟରେ ପାଠକୀୟତାକୁ ଆପ୍ଲୁତ କରେ । ଜୀବନର ଯୁଗଯନ୍ତ୍ରଣାକୁ କବି ଆପଣାର କବିତାରେ ଉତାରି ଦିଏ । ପ୍ରତିଟି ସୃଜନଶୀଳ ସ୍ରଷ୍ଟା ଅତୀତ ସହ ଆଗାମୀ ସମୟକୁ ନେଇ
Read More...

ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଚାଲିଗଲା ଯୁବକଙ୍କ ଜୀବନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ମେଲ୍‌ଛାମୁଣ୍ଡା ଥାନା ଅନ୍ତର୍ଗତ ଗୁଦେରପାଲି ଗ୍ରାମରେ ବିଦ୍ୟୁତ ଖୁଣ୍ଟକୁ ଚଢ଼ି କାମ କରୁଥିବା ସମୟରେ ଲାଇନ ଚାର୍ଜ କରିଦେବାରୁ ୨୨ ବର୍ଷ ଯୁବକ ନିରଞ୍ଜନ ସାହୁଙ୍କ ଜୀବନ ଚାଲିଯାଇଥିବା ବେଳେ ବରଗଡ଼ର ବିଦ୍ୟୁତ ଠିକାଦାରଙ୍କ ଏଯାଏଁ
Read More...

ଯୁବ ସିଆର୍‌ସିସିଙ୍କ ଅକାଳ ବିୟୋଗରେ ଶୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ(ଘୋରଡିଆ) ଗ୍ରାମର ଶ୍ରୀକାନ୍ତ ଦାସ (୪୭)ଙ୍କ ରବିବାର ଅପରାହ୍ନରେ ସାଉରିଆ ସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁ ବରଣ କରିଛନ୍ତି । ସେ ଦୀର୍ଘ ଦିନ ହେଲା କିଡୀନ ଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ଏହି ଅକାଳ ବିୟୋଗ
Read More...

ଆର୍‌ବି ହାଇସ୍କୁଲ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଏକ ପ୍ଲାଟିନମ ଜୁବୁଲି ପ୍ରସ୍ତୁତି ଉପସଭାପତି ବେଣୁମାଧବ ଦୋରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ତିନିସେନାର ମୁଖ୍ୟ ରାୱତଙ୍କ ଅମର ଆତ୍ମାର ସତଗତି ନିମେନ୍ତ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।
Read More...

ଧାମରା ସଂଘ ଦ୍ୱାରା କାନ୍ତକବିଙ୍କ ଜୟନ୍ତୀ ପାଳିତ

କାନ୍ତକବିଙ୍କ ଉଚ୍ଚାଙ୍ଗ ସାହିତ୍ୟ ଭୂମିରୁ ଭୂମା ପର୍ଯ୍ୟନ୍ତ ପରିବ୍ୟାପ୍ତ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଧାମରା ସଂଘ ତରଫରୁ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୩ତମ ଜୟନ୍ତୀ ପାଳନ ହୋଇଯାଇଛି । ସଂଘର ସଭାପତି ପ୍ରଶାନ୍ତ କୁମାର ବେହେରାଙ୍କ
Read More...

ଜିଲ୍ଲା ଆନ୍ତଃ କ୍ଲବ କ୍ରିକେଟ ପ୍ରତିଯୋଗିତା ଭିଜନ ୨୦-୨୪ : ୟୁନାଇଟେଡ଼ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ଆଜି ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ଓ କଟାପାଲି ଗ୍ରାଉଣ୍ଡଠାରେ ଭିଜନ ୨୦-୨୪ରେ ଜିଲ୍ଲା କ୍ରିକେଟ ଆସୋସିଏସନ୍ ପକ୍ଷରୁ ଆନ୍ତଃ କ୍ଲବ କ୍ରିକେଟ୍‌ରେ ୟୁନାଇଟେଡ କ୍ଲବ ଓ ବିକାଶ କ୍ରିକେଟ କ୍ଲବ ବିଜୟୀ ହୋଇଛି । ଆଜି ବିକାଶ ଗ୍ରାଉଣ୍ଡରେ ବରଗଡ ଫାଇଟରସ ଦଳ
Read More...

ପୋକ୍‌ସୋ ସଂପର୍କିତ ଆଇନ ସଚେତନତା ଶିବିର ଏବଂ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଜଜ୍‌ ଲୋକନାଥ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗିର ଆଇନ ମହାବିଦ୍ୟାଳୟର ସଭାଗୃହରେ ପୋକ୍‌ସୋ ଆକ୍ଟ ସଂପର୍କିତ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସହିତ ଏକ ଆଲୋଚନା ଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏହାକୁ
Read More...

ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବାବା ସାହେବ ଆମ୍ବେଦକରଙ୍କ ୬୫ ତମ ମହାପରିନିର୍ବାଣ ଅକ୍ତସରରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ସମ୍ବିଧାନ ସୁରକ୍ଷା ମଂଚ ପକ୍ଷରୁ ଆୟୋଜିତ ଏହି ଶିବିରରେ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସ୍ଥାନୀୟ ଘୁଲିପାଲି ଆମ୍ବେଦକର ଛକଠାରେ ବାବା ସାହେବଙ୍କ
Read More...

ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତା ଉଦ୍‌ଯାପିତ : କଦଲିପାଲି ଏକାଦଶ ଚାମ୍ପିଅନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସଦର ମହକୁମା ନିକଟସ୍ଥ ତୋରା ସ୍ପିନିଙ୍ଗ ମିଲ ଖେଳ ପଡିଆଠାରେ ଚାଲିଥିବା ପଞ୍ଚାୟତସ୍ତରୀୟ ଫୁଟବଲ ପ୍ରତିଯୋଗିତାରେ କଦଲିପାଲି ଏକାଦଶ ଚାମ୍ପିଅନ ହୋଇଛନ୍ତି । ଆଜି ଫାଇନାଲ ଖେଳ ସିଲେଟ ଏକାଦଶ ଓ କଦଲିପାଲି ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
Read More...

ପ୍ରଥମ ଭେଟ୍ରାନ୍‌ ଓ ୟୁଥ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ଭେଟ୍ରାନ ଖେଳରେ ରୁରାଲ ଷ୍ଟାର ଚାମ୍ପିଆନ ଓ ୟୁଥ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭେଟ୍ରାନ୍‌ ଟୁର୍ଣ୍ଣାମେଣ୍ଟ କମିଟି କଲେଜ ଛକ ବଲାଙ୍ଗିର ଆନୁକୂଲ୍ୟରେ ଆଜି ସ୍ଥାନୀୟ ମିଶନ୍‌ ଖେଳ ପଡିଆଠାରେ ଭେଟ୍ରାନ ଫାଇନାଲ ଖେଳରେ ରୁରାଲ ଷ୍ଟାର ସଦାଇପାଲି ୪-୦ ଗୋଲରେ ବ୍ଳୁ ଷ୍ଟାରକୁ ହରାଇ ଚାମ୍ପିଆନ ହୋଇଛି । ବିଜୟୀ ଦଳ ତରଫରୁ ରାମ କିଶୋର ଅଦାବରିଆ ୨
Read More...