Daily Archives

ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘର ସାମ୍ବିଧାନିକ ସମ୍ମିଳନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକର (ବି) ଫଟକରା ଗ୍ରାମ ପଞ୍ଚାୟତ ହାଇସ୍କୁଲ ପରିସରରେ ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା)ର ଏକ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ରୁଦ୍ରମଣି କର୍ମୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଷ୍ଟା ରାଜ୍ୟ ସଭାପତି
Read More...

ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ଯ୍ୟକ୍ରମ

ଲୋଇସିଂହା, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବାନିପାଲି ୟୁଥ୍ ଏକ୍ସନ କମିଟିର ସଭାପତି ସୁରେନ୍ଦ୍ର ଭୋଇଙ୍କ ନେତୃତ୍ବରେ ବାନିପାଲି ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଠାରେ ଏକ ସଫେଇ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗକୁ ମଧ୍ୟ ଏଭଳି କାର୍ୟ୍ୟକ୍ରମ ବିଭିନ୍ନ ପଞ୍ଚାୟତ,
Read More...

୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତନ ଶିକ୍ଷାନୁଷ୍ଠାନ ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୬୭ ମସିହା ମାଟ୍ରିକ ବ୍ୟାଚ୍‌ର ପ୍ରାକ୍ତନ ଛାତ୍ରବନ୍ଧୁମାନଙ୍କ ମଧ୍ୟରେ ଆଜି ଏକ ବନ୍ଧୁମିଳନ ଉତ୍ସବ ମହତାବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଟିତ
Read More...

କଳାକାର ଭତ୍ତା ପାଇଁ ଚୟନ ପ୍ରକ୍ରିୟା ୧୬ରୁ, ପ୍ରମାଣପତ୍ର ସହିତ କଳା ପ୍ରଦର୍ଶନର ପ୍ରମାଣ ଦେବାକୁ ପଡିବ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲାରେ ଶହ ଶହ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲାର ତିନୋଟି ବ୍ଲକରେ ବହୁ ସଂଖ୍ୟାରେ କଳାକାର ଭତ୍ତା ନିମନ୍ତେ ଆବେଦନ କରିଥିବା ବେଳେ ସ୍ୱଛତାର ସହିତ ପ୍ରକୃତ
Read More...

ବଲାଙ୍ଗିର ନାଗରିକ କମିଟିର ନୂତନ କର୍ମକର୍ତା ନିର୍ବାଚିତ : ବେଲାର ସିଂ ହେଲେ ସଭାପତି, ମନୋରଞ୍ଜନ ହେଲେ ସାଧାରଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରବିବାର ଦିନ ୧୧ଟା ସମୟରେ ସ୍ଥାନୀୟ ଲ କଲେଜଠାରେ ବଲାଙ୍ଗିର ନାଗରିକ କମିଟିର ଦ୍ୱିବାର୍ଷିକ କର୍ମକର୍ତା ନିର୍ବାଚନ ଓ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସଭାପତି ପଦ ପାଇଁ ବେଲାର ସିଂ ଭୋଇ ଓ କିଶୋର ମୋହନ ମିଶ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋଇଥିଲା
Read More...

ଓସିଏ ଭିଜନ୍‌ ୨୦୨୪ ସିନିୟର ଇନ୍‌ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ : ନାଏକ କ୍ରିକେଟ ଏକାଡେମୀ ବିଜୟୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାନ୍ଧି ଷ୍ଟାଡିୟମଠାରେ ଚାଲିଥିବା ଓସିଏ ଭିଜନ ୨୦୨୪ ସିନିୟର ଇଣ୍ଟ୍ରାକ୍ଳବ କ୍ରିକେଟ ଟୁର୍ଣ୍ଣାମେଣ୍ଟ୍‌ ସୁପରଲିଗର ପଞ୍ଚମ ମ୍ୟାଚ ନାଏକ ଏକାଡେମୀ ଓ ୟଙ୍ଗ ଷ୍ଟୁଡେଣ୍ଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍‌ ଜିଣି ନାଏକ ଏକାଡେମୀ ଦଳ ପ୍ରଥମେ ବ୍ୟାଟିଂ କରି
Read More...

ସ୍କୁଟି ଧକ୍କାରେ ମହିଳାଙ୍କ ମୃତ୍ୟୁ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବନ୍ଧ ବାଲିହୁଂକାଠାରେ ସ୍କୁଟି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ମୃତ ମହିଳା ବିନୋଦିନୀ ରାଉତରାୟ(୪୫)ଙ୍କ ବାପଘର ଡେଲାଙ୍ଗ ଥାନା ବାଲିହୁଁକା ଗ୍ରାମର ହୋଇଥିବା ବେଳେ ଶାଶୁଘର
Read More...

ସାଇକେଲ ଷ୍ଟାଣ୍ଡରୁ ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଇକେଲ ଷ୍ଟାଣ୍ଡର ମାଲିକର ଭାଇକୁ ଭୟଭୀତ କରି ପେଟ୍ରୋଲ ଲୁଟିନେଲେ ଦୁର୍ବୁତ୍ତ, ଏନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ଏକ ସାଇକେଲ ଷ୍ଟାଣ୍ଡରୁ ଦୁଇଜଣ ଅଚିହ୍ନା ଯୁବକ ରାତି ଦୁଇଟାରେ ଆସି
Read More...

ନାବାଳିକା ପୁତ୍ର ସନ୍ତାନର ମାତୃତ୍ଵ ମାମଲାରେ ଅଭିଯୁକ୍ତକୁ ଗିରଫ୍‌

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ସାଊରିଆ ଗ୍ରାମର ନାବାଳିକା ପୁତ୍ର ସନ୍ତାନର ମା' । ଏହାକୁ ନେଇ ପୀଡ଼ିତାର ମା' ଡେଲାଙ୍ଗ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଡେଲାଙ୍ଗ ପୋଲିସ ମାମଲା ରୁଜୁ କରି ସେହି ଗ୍ରାମର ସଫେଇ ଓରଫ ଅମିତ ସେଠୀ (୨୭)କୁ ଗିରଫ କରି ଶନିବାର କୋର୍ଟ
Read More...

ଦୁଇ ବାଇକ ମୁହାଁମୁହିଁ ଧକ୍କା : ୧ ଆହତ, ୧ ଗୁରୁତର

ଢେଙ୍କାନାଳ, (ତାପସ ଦାସ) : ଢେଙ୍କାନାଳ ଜିଲ୍ଲା ଗୋନ୍ଦିଆ ବ୍ଲକ ଜୋରନ୍ଦା ଗାଁ ମୁଣ୍ଡ ଟର୍ଣ୍ଣିଙ୍ଗ୍‌ରେ ଘଟିଯାଇଛି ଏକ ସଡ଼କ ଦୁର୍ଘଟଣା । ସୂଚନା ଥାଉକି ଖଙ୍କର ଗ୍ରାମର ନାରାୟଣ ସେଠିଙ୍କ ପୁତ୍ର ସୋମ୍ୟରଂଜନ ସେଠି (୩୨) ଓ ବଜୁରିଆ ଗ୍ରାମର ବୈରାଗୀ ପ୍ରଧାନଙ୍କ ପୁତ୍ର ସୁନି ପ୍ରଧାନ (୨୬) ଉଭୟ
Read More...