Daily Archives

ମା’ଦୁର୍ଗେଇଖୋଲ ଯାତ୍ରାର ଶେଷ ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପାଦଦେଶରେ ଥିବା ମା' ଦୁର୍ଗେଇ ଦେବୀଙ୍କ ପୂଜନୋତ୍ସବ ଯାତ୍ରାର ଶେଷ ପର୍ଯ୍ୟାୟର ପ୍ରସ୍ତୁତି ବୈଠକ ପାଇକମାଲ ବ୍ଲକ ମିଠାପାଲ ଗ୍ରାମ ପଞ୍ଚାୟତ ମନଭଙ୍ଗ ଡ୍ୟାମଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପାଞ୍ଚପାଲି ଗାଁର ଜନସାଧାରଣଙ୍କୁ…
Read More...

ସ୍ୱସ୍ତି ସାହିତ୍ୟ ସଂସଦର ମାସିକ ସାରସ୍ୱତ ସମାବେଶ

ରାଉରକେଲା, (ସସ୍ମିତା ପ୍ରଧାନ) : ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଓ ସ୍ୱସ୍ତି ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ୱତ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭପତିତ୍ୱ ଓ ସାଧାରଣ ସଂପାଦକ ରାଜୀବ ପାଣିଙ୍କ ଆବାହକତ୍ୱ ତଥା…
Read More...

ଚିତ୍ର ମାଧ୍ୟମରେ ବିପିନଙ୍କ ଶ୍ରଦ୍ଧାଞ୍ଜଳି

ସଇଁନ୍ତଲା, (ଅଜିତ କୁମାର ସାହୁ) : ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସିଡିଏସ୍‌ ଜେନେରାଲ ବିପିନ ରାୱତଙ୍କୁ ଫଟୋ ଚିତ୍ର ମାଧ୍ୟମରେ ଚିତ୍ର ଆଙ୍କି ଯୁବ ଚିତ୍ରଶିଳ୍ପୀ ଟିଟିଲାଗଡ଼ ମାଟିର ଆଗମନ ଛୁରା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।
Read More...

‘ତୋ ନାଁରେ ମୋ ନାଁକୁ ଦେଇଛି ଯୋଡି’ ମଞ୍ଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ତ୍ରିନାଥ ବାଟିକା ଆନୁକୂଲ୍ୟରେ ତ୍ରିନାଥ ନାଟ୍ୟ ପରିଷଦ ତରଫରୁ 'ତୋ ନାଁରେ ମୋ ନାଁକୁ ଦେଇଛି ଯୋଡି' ମଞ୍ଚସ୍ଥ ହୋଇଯାଇଛି । ଏହି ନାଟକକୁ ଗଣେଶ ରାଉତ ରଚନା କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ଅରୁଣ ପଟ୍ଟନାୟକ । ସହନିର୍ଦ୍ଦଶନା ସମ୍ବିତ ଶେଖର…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୩୪ବୃଦ୍ଧି ପାଇଛି । ମୃତକ ଭଦ୍ରକ ଜିଲ୍ଲାର ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ଗତ ୨୪ ଘଂଟାରେ ୧୬୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୬୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୨୦ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୫୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୪ ଜଣ କ୍ୱାରେନ୍‌ଟାଇନ୍‌ରୁ…
Read More...

ଡିଆର୍‌ଡିଓ ଏବଂ ଭାରତୀୟ ବାୟୁ ସେନା ପକ୍ଷରୁ ଟ୍ୟାଙ୍କ ନିରୋଧୀ ସ୍ୱଦେଶୀ ଷ୍ଟାଣ୍ଡଅଫ୍‌ କ୍ଷେପଣାସ୍ତ୍ରର ବିମାନ ପରୀକ୍ଷଣ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ ଭାରତୀୟ ବାୟୁ ସେନା (ଆଇଏଏଫ) ପକ୍ଷରୁ ସ୍ବଦେଶୀ ଜ୍ଞାନକୌଶଳରେ ଡିଜାଇନ ଏବଂ ବିକଶିତ କରାଯାଇଥିବା ଟ୍ୟାଙ୍କ ନିରୋଧୀ ଷ୍ଟାଣ୍ଡଅଫ କ୍ଷେପଣାସ୍ତ୍ର (ଏସଏଏନଟି)ର ବିମାନ ପରୀକ୍ଷଣ ସଫଳ ହୋଇଛି । ଏହି…
Read More...

‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା, ଏରିଆ ଡିନାଏଲ ମ୍ୟୁନିସନ୍ସ ଏବଂ ନୂଆ ସ୍ୱଦେଶୀ ଫ୍ୟୁଜ ପ୍ରଣାଳୀର ସଫଳ…

ନୂଆଦିଲ୍ଲୀ, (ପିଆଇବି) : ସ୍ୱଦେଶୀ କାରିଗରୀ ଓ ଜ୍ଞାନକୌଶଳରେ ନିର୍ମିତ ଭାରତର ମଲ୍ଟିପୁଲ ରକେଟ ଲଞ୍ଚର ‘ପିନାକ’ର ପରିବର୍ଦ୍ଧିତ ଲକ୍ଷ୍ୟଭେଦ ବ୍ୟବସ୍ଥା (ଏକ୍ସଟେଣ୍ଡେଡ ରେଞ୍ଜ ସିଷ୍ଟମ), ନିଜର ପ୍ରଭାବ ଅନ୍ତର୍ଭୁକ୍ତ କ୍ଷେତ୍ରରେ ବାହ୍ୟ ଅସ୍ତ୍ରଶସ୍ତ୍ର କ୍ଷେପଣାସ୍ତ୍ରକୁ ପ୍ରବେଶ କରାଇ ନ…
Read More...

ଉତ୍ତରପ୍ରଦେଶର ବଳରାମପୁରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସରଜୁ କେନାଲ ଜାତୀୟ ପ୍ରକଳ୍ପ ଉଦ୍‌ଘାଟିତ

ଜେନେରାଲ ବିପିନ ରାୱତଙ୍କ ବିୟୋଗ ପ୍ରତ୍ୟେକ ଭାରତୀୟ ଓ ଦେଶପ୍ରେମୀ ପାଇଁ ଏକ ବିରାଟ କ୍ଷତିଯେଉଁ ବୀରମାନଙ୍କୁ ଆମେ ହରାଇଲୁ ସମଗ୍ର ଦେଶ ସେମାନଙ୍କ ପରିବାର ସହ ରହିଛିଭାବନାରେ ସାଧୁତା ଥିଲେ କାର୍ୟ୍ୟ ମଧ୍ୟ ସେପରି ମଜବୁତ ହୋଇଥାଏ ଓ ସରଜୁ କେନାଲ ଜାତୀୟ ପ୍ରକଳ୍ପର କାର୍ୟ୍ୟ ସମ୍ପୂର୍ଣ୍ଣ ହେବା…
Read More...

ଐତିହାସିକ ନିଷ୍ପତ୍ତି କ୍ରମେ ଅର୍ନ୍ତଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ଦେଲା ମିଳିତ ଜାତିସଂଘ

ନୂଆଦିଲ୍ଲୀ, (ପିଆଇବି) : ମିଳିତ ଜାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ସୌର ମେଣ୍ଟକୁ ପର୍ଯ୍ୟବେକ୍ଷକ ମାନ୍ୟତା ପ୍ରଦାନ କରାଯାଇଛି । ଏହାଫଳରେ ‘ଏକ ସୂର୍ଯ୍ୟ ଏକ ବିଶ୍ବ ଏକ ଗ୍ରୀଡ’କୁ ପ୍ରୋତ୍ସାହନ ମିଳିବ । ଏହା ବିଶ୍ବ ପାଇଁ ନ୍ୟାୟୋଚିତ ଇନ୍ଧନ ସମାଧାନ ପ୍ରସ୍ତୁତ କରିବାରେ ସହାୟକ ହେବ ।…
Read More...