Daily Archives

ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ

ବେଲଘର ବଜାରରୁ ଉଦ୍ଧାର କଲା ବନ ବିଭାଗ, ସ୍ୱାସ୍ଥ୍ୟ ପରୀକ୍ଷା ପରେ ଜଙ୍ଗଲରେ ଛଡ଼ାଯିବ ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବଜାରରୁ ଏକ ହରିଣ ଛୁଆକୁ ଉଦ୍ଧାର କରିଛି ବନ ବିଭାଗ । ଜଙ୍ଗଲରୁ ଛେଳି ପଲ ସହ ଗାଁ ଭିତରକୁ…
Read More...

ରବି ରାୟଙ୍କ ଶତବାର୍ଷିକୀ ସମାରୋହ

ଏନ୍‌ଇପି-୨୦କୁ ଜାତୀୟ ଶିକ୍ଷାନୀତି କୁହାଯାଇପାରିବ ନାହିଁ : ବୀରେନ୍ଦ୍ର ନାୟକ ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବ୍ରହ୍ମପୁରରେ ନୂଆ ଜାତୀୟ ଶିକ୍ଷାନୀତି ଓ ଆମ ରାଷ୍ଟ୍ରର ଭବିଷ୍ୟତ ଶୀର୍ଷକ ଏକ ଆଲୋଚନା ଚକ୍ରରେ…
Read More...

ବଙ୍ଗୋମୁଣ୍ଡାରେ ‘ବେଟି ବଚାଓ, ବେଟି ପଢ଼ାଓ’ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ବେଟି ବଚାଓ, ବେଟି ପଢ଼ାଓ’ ଅଭିଯାନ ଅନ୍ତର୍ଗତ ବ୍ଲକସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ବାଳିକା ଶିକ୍ଷା, ମହିଳା ସଶକ୍ତୀକରଣ ଓ ନାରୀ ସୁରକ୍ଷା ଉପରେ ଏହି…
Read More...

ତହଁକ୍ ସାହିତ୍ୟ କୁଟୁମ୍ ପକ୍ଷରୁ କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ପାଳିତ : ମରଣୋତ୍ତର ପଦ୍ମଶ୍ରୀ ପ୍ରଦାନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ଭବନ ପରିସରରେ ‘ତହଁକ୍ ସାହିତ୍ୟ କୁଟୁମ୍, ବଲାଙ୍ଗିର’ ଆନୁକୂଲ୍ୟରେ ବିଶିଷ୍ଟ ସାରସ୍ୱତ ସାଧକ, କୋଶଲୀ ବାଲ୍ମୀକି ଇନ୍ଦ୍ରମଣି ସାହୁଙ୍କ ଜୟନ୍ତୀ ସମାରୋହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ତହଁକ ସଂପାଦକ ରାଜେଶ…
Read More...

ସୁବର୍ଣ୍ଣପୁର ଜିଲ୍ଲାର ୧୫୫୬ ସେଣ୍ଟରରେ ଆଙ୍ଗନ୍ କା ଉତ୍ସବ- ୨୦୨୬ ଅନୁଷ୍ଠିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ୨୭ ସେପ୍ଟେମ୍ବରରୁ ୨୯ ତାରିଖ ଯାଏ ସୋନପୁର ବ୍ଲକର ୨୪୦ ଗୋଟି ଓ ସୁବର୍ଣ୍ଣପୁର ଜିଲ୍ଲାର ୧୫୫୬ ଗୋଟି ଅଙ୍ଗନୱାଡି ସେଣ୍ଟରରେ ଆଙ୍ଗନ୍ କା ଉତ୍ସବ ସେବା ସଂକଳ୍ପ ଅଭିଯାନ ପାଳନ କରାଯାଇଛି । ଗତକାଲି ଅଙ୍ଗନୱାଡି ସେଣ୍ଟରର ପ୍ରତ୍ୟେକ ପରିବାର ସଦସ୍ୟଙ୍କ…
Read More...

କଳାହାଣ୍ଡିରେ ଗଡ଼ିଲା ଟିପିଡବ୍ଲୁଓଡିଏଲ୍‌ର ‘ସୋଲାର ରଥ’

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ପିଏମ୍ ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ଟପ୍ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା…
Read More...