Daily Archives

କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ଆୟୋଜିତ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ବିଦ୍ୟାଳୟ କ୍ରୀଡ଼ା ସମୂହ ସଂସଦ ଆନୁକୂଲ୍ୟରେ କୁଇବାହାଲ ଜୋନାଲ ସ୍ତରୀୟ ଖେଳାଳୀ ଚୟନ ଶିବିର ପଲ୍ଲୀ ବିକାଶ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଇବାହାଲ ଖେଳପଡିଆରେ ଆୟୋଜିତ ହୋଇଥିଲା । କୁଇବାହାଲ ଜୋନ ସଭାପତି ପ୍ରସନ୍ନ କୁମାର ମେହେରଙ୍କ
Read More...

ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣର ପ୍ରମାଣୀକରଣ ସମାରୋହ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର +୩ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ସୁରକ୍ଷା, ସ୍ୱାବଲମ୍ବନ, ଆତ୍ମବିଶ୍ୱାସ ଓ ସଶକ୍ତିକରଣ ଉଦ୍ଦେଶ୍ୟରେ ଆୟୋଜିତ ‘ଶକ୍ତିଶ୍ରୀ ସଶକ୍ତିକରଣ ଓ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରମାଣୀକରଣ ସମାରୋହ ଏକ ଗମ୍ଭୀର ଓ
Read More...

ପଦ୍ମପୁରର ଜେନିଥ୍ ନର୍ସିଂ କଲେଜର ଶିକ୍ଷଣୀୟ ଭ୍ରମଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜେନିଥ୍ ନର୍ସିଂ କଲେଜ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଶିକ୍ଷାମୂଳକ କ୍ଷେତ୍ର ପରିଦର୍ଶନର ଆୟୋଜନ କରାଯାଇଥିଲା । ଏହି କ୍ରମରେ ଛାତ୍ରଛାତ୍ରୀମାନେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ
Read More...

ନୂଆଦିଲ୍ଲୀରେ ଏନ୍ଆଇଡିଏମର ତୃତୀୟ ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ଗୃହମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ ନୂଆଦିଲ୍ଲୀ, (ପିଆଇବି) : ଆମେ ବିପଦ ହ୍ରାସ, ଆଗୁଆ ଚେତାବନୀ ଓ ଶୂନ୍ୟ କ୍ଷୟକ୍ଷତିର ନୂଆ ଯୁଗ ଆଡ଼କୁ ଅଗ୍ରସର କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ
Read More...

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଏକାଡେମି ଫେଲୋସିପ୍ ପ୍ରଦାନ

ପ୍ରତିଭା ରାୟ ଭାରତୀୟ ସାହିତ୍ୟର ଜୀବନ୍ତ କିମ୍ବଦନ୍ତୀ ଭୁବନେଶ୍ୱର, (ପିଆଇବି) : ଭୁବନେଶ୍ୱରର ସଂସ୍କୃତିଭବନ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାହିତ୍ୟ ଏକାଡେମି ପକ୍ଷରୁ ପ୍ରସିଦ୍ଧ ଓଡ଼ିଆ ଲେଖିକା ଏବଂ ବିଦୁଷୀ ଡକ୍ଟର ପ୍ରତିଭା ରାୟଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି
Read More...

ମୁମ୍ବାଇରେ କାଲିଠାରୁ ଆରମ୍ଭ ହେବ ‘କୋଠା ଓ ଅନ୍ୟାନ୍ୟ ଶ୍ରମିକ’ଙ୍କ ଦୁଇଦିନିଆ ଜାତୀୟ ସମ୍ମିଳନୀ

ନିର୍ମାଣ ଶ୍ରମିକଙ୍କ ପାଇଁ ଡିଜିଟାଲ୍ ସେବା ତ୍ୱରାନ୍ୱିତ କଲେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳବିହାର ଓ ପଶ୍ଚିମବଙ୍ଗରେ ‘ଲେବର ଚୌକ-ସହ-ସୁବିଧା କେନ୍ଦ୍ର’ର ଉଦ୍ଘାଟନ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ, ମହାରାଷ୍ଟ୍ର ସରକାରଙ୍କ ସହଯୋଗରେ ୧୧ ଓ ୧୨
Read More...

ଫ୍ରାନ୍ସର ପ୍ୟାରିସଠାରେ ଅନ୍ତର୍ଜାତୀୟ ମହାକାଶ ସମ୍ମିଳନୀରେ ଉଦବୋଧନ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମହାକାଶର ସମ୍ଭାବନା ଅସୀମ, ଆମର ଦାୟିତ୍ୱ ସାମୂହିକ ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀଆମର ପସନ୍ଦ ସ୍ପଷ୍ଟ ହେବା ଉଚିତ, ମୁକାବିଲା ପରିବର୍ତ୍ତେ ସହଯୋଗ, କ୍ଷଣସ୍ଥାୟୀ ଲାଭ ପରିବର୍ତ୍ତେ ଦୀର୍ଘସ୍ଥାୟୀତ୍ୱ ଏବଂ ବିଚ୍ଛିନ୍ନତା ପରିବର୍ତ୍ତେ ଅନ୍ତର୍ଭୁକ୍ତିକରଣକୁ ବାଛିବା ଆବଶ୍ୟକ: ଶ୍ରୀ ମୋଦୀଆମେ
Read More...

ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବଢୁଥିବା ଅପରାଧକୁ କମ୍‌ କରାଯାଇ କିପରି ସମାଜରେ ଶାନ୍ତି ପ୍ରତିଷ୍ଠା କରାଯାଇପାରିବ, ସେ କଥାକୁ ନଜରରେ ରଖି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହ୍ଲାଦ ସହାଇ ମିନାଙ୍କ ସଭାପତିତ୍ୱରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକାରୀ କାର୍ଯ୍ୟାଳୟରେ ଜିଲ୍ଲାର
Read More...