ବରିଷ୍ଠ ନାଗରିକଙ୍କ ବାରଣାସୀ–ଅଯୋଧ୍ୟା ତୀର୍ଥଯାତ୍ରା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ତୃତୀୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ସୁବର୍ଣ୍ଣପୁର ଜିଲ୍ଲାରୁ ୫୨ ଜଣ ବରିଷ୍ଠ ନାଗରିକ ଅଯୋଧ୍ୟା, ବାରାଣାସୀ ତୀର୍ଥରେ ବାହାରିଛନ୍ତି । ଏଥିପାଇଁ ତୀର୍ଥଯାତ୍ରୀ ଦଳ ସମ୍ଵଲପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ସ୍ଥାନୀୟ!-->…
Read More...
Read More...