Daily Archives

ରାଉରକେଲାରେ ୪୩ତମ ରାଜ୍ୟ ସାଇକ୍ଲିଂ ଚାମ୍ପିୟନସିପ୍ ଶୁଭାରମ୍ଭ : ୧୨୨ ଆଥଲେଟଙ୍କ ଅଂଶଗ୍ରହଣ

ରାଉରକେଲା, (ସସ୍ମିତା ପ୍ରଧାନ) : ୪୩ତମ ରାଜ୍ୟ ସାଇକ୍ଲିଂ ଚାମ୍ପିୟନସିପ୍ ଆଜି ରାଉରକେଲା ଇସ୍ପାତ ସହରାଞ୍ଚଳରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । ସେପ୍ଟେମ୍ବର ୧୯ରୁ ୨୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ତିନି ଦିନିଆ ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ସମଗ୍ର ରାଜ୍ୟରୁ ୧୨୨ ଜଣ ଶ୍ରେଷ୍ଠ
Read More...

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ…

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ ଓ ଯୋଜନାର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
Read More...

ଡେଲି ମାର୍କେଟ ଗଣେଶ ପୂଜା କମିଟି ପଦ୍ମପୁର ପକ୍ଷରୁ ଅନ୍ନଭୋଗ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପବିତ୍ର ଗଣେଶ ପୂଜା ଅବସରରେ ପଦ୍ମପୁର ଡେଲି ମାର୍କେଟ ଗଣେଶ ପୂଜା କମିଟି ପକ୍ଷରୁ ଅନ୍ନଭୋଗ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । କମିଟିର ଅଧ୍ୟକ୍ଷ ରାଜେଶ ଗୁର୍ଲାଙ୍କ ଅଧ୍ୟକ୍ଷତାରେ ଏହି ଅନ୍ନଭୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଅନ୍ନଭୋଗ
Read More...

ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଉତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସ୍ତରୀୟ ସଂସ୍କୃତ ଉତ୍ସବ ଝିଟିକି ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମୁନିଇକେଲ ଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରଗଡ଼ ସଂସ୍କୃତ ଶିକ୍ଷକ ସଙ୍ଘର ସଭାପତି ରମାଇଁ ଚରଣ ଦାସଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ
Read More...

ଧର୍ମଗଡ଼ରେ ଖେଳାଳି ଚୟନ ଶିବିର ଅନୁଷ୍ଠିତ

ଧର୍ମଗଡ଼, (କେପିଏନ୍‌ଏସ୍‌) : ଧର୍ମଗଡ଼ ବ୍ଲକରେ ବିଭିନ୍ନ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଖେଳାଳି ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ରାହ୍ମଣ ଛେଣ୍ଡିଆସ୍ଥିତ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ କ୍ରୀଡା ଅଧ୍ୟକ୍ଷ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର
Read More...

ଶୁଣିଲାନି ପ୍ରଶାସନ, ମରାମତି କଲେ ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ହିର୍ଲିମାଲ, ତେଲପାଲି, ଜାମଝରଣକୁ ସଂଗୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଏହି ରାସ୍ତାରେ ବିଭିନ୍ନ ସମୟରେ ବଡ଼ ବଡ଼ ଟ୍ରକ୍, ହାଇୱା ଗାଡ଼ି ଯାଇ ରାସ୍ତାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ରାସ୍ତାର
Read More...