Daily Archives

ସାପଲହରରେ ନୂଆଁଖାଇ ଭେଟଘାଟ

ପଦ୍ମପୁର, (ନିରୋଜ କୁମାର ପାଣୀ) :ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପଦମପୁର ଉପଖଣ୍ଡ ପାଇକମାଳ ବ୍ଲକ ସାପଲହର ଗ୍ରାମରେ ମା’ ଶକ୍ତିଶାଳୀ ଯୁବକ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି।ସଂଘର ସଭାପତି ଶୋଭାସାଗର ମେହେରଙ୍କ
Read More...

ପଦ୍ମପୁରରେ ଏବିସିଡ଼ିର ରଙ୍ଗାରଙ୍ଗ ନୂଆଁଖାଇ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ):- ପଦ୍ମପୁର ଏବିସିଡ଼ି ଆନୁକୂଲ୍ୟରେ ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପ୍ରାଙ୍ଗଣରେ ବୋଡାସମ୍ବର ନୂଆଁଖାଇ ମହୋତ୍ସବ ରଙ୍ଗାରଙ୍ଗ କାର୍ୟ୍ୟକ୍ରମ ସହ ଅନୁଷ୍ଠିତ ହୋଇ ଯାଇଛି। ଜାତି, ଧର୍ମ ନିର୍ବିଶେଷରେ ବିଭିନ୍ନ ଅନୁଷ୍ଠାନର ମିଳନ ପେଣ୍ଠସ୍ଥଳୀର ମଞ୍ଚରେ ଏହି
Read More...

ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜେପି ରାଉରକେଲା ସାଙ୍ଗଠନିକ ଜିଲ୍ଲାର କାର୍ଯ୍ୟକାରିଣୀ ବୈଠକ ସେକ୍ଟର - ୭ ସ୍ଥିତ ପ୍ରଜାପତି ମଣ୍ଡପ ପରିସରରେ ଜିଲ୍ଲା ଉପସଭାପତି ସତ୍ୟପ୍ରିୟ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମଧୁବାବୁ ମଣ୍ଡଳ ସଭାନେତ୍ରୀ ପ୍ରତିମା ରାଉତ ସ୍ଵାଗତ ଭାଷଣ
Read More...

ଆଶୀର୍ବାଦ ଦୀପ ପ୍ରଜ୍ୱଳନ କାର୍ଯ୍ୟକ୍ରମରେ ସମସ୍ତେ ଯୋଗ ଦେବାପାଇଁ ବିଧାୟକ ଶ୍ରୀତନ୍ତୀଙ୍କ ନିବେଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତାକାଲି ୧୭ ସେପ୍ଟେମ୍ବର ଗୁରୁବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ସମଗ୍ର ଭାରତ ବର୍ଷରେ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର ୨୦୨୬ରିଖ ପର୍ଯ୍ୟନ୍ତ ଦୀର୍ଘ ଏକମାସ ଧରି ଶ୍ରୀ ମୋଦିଙ୍କ ଦୀର୍ଘାୟୁ ତଥା ଉଜ୍ୱଳ ଭବିଷ୍ୟତ
Read More...

NIT ରାଉରକେଲା ପକ୍ଷରୁ ସମୁଦ୍ର ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଓ ପୋଷ୍ଟର ପ୍ରତିଯୋଗିତା

ରାଉରକେଲା, (ସସ୍ମିତା ପ୍ରଧାନ) : ଜାତୀୟ ପ୍ରୌଦ୍ୟୋଗିକ ସଂସ୍ଥାନ (NIT) ରାଉରକେଲାର ପୃଥିବୀ ଓ ବାୟୁମଣ୍ଡଳ ବିଜ୍ଞାନ ବିଭାଗ ପକ୍ଷରୁ କେନ୍ଦ୍ରୀୟ ବିଦ୍ୟାଳୟ NIT ରାଉରକେଲାରେ ଏକ ସଚେତନତା କାର୍ଯ୍ୟକ୍ରମ ଓ ପୋଷ୍ଟର ପ୍ରତିଯୋଗିତା ଆୟୋଜନ କରାଯାଇଛି । ଭାରତ ସରକାରଙ୍କ ଭୂ-ବିଜ୍ଞାନ
Read More...

ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : କୈବଲ୍ୟ ସାହିତ୍ୟ ସଂସଦ ଆନୁକୂଲ୍ୟରେ ୧୧୧ ତମ ଦ୍ୱୈତ ନଗରୀ ଓଁକାର ସ୍ୱରୂପ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ, ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି,
Read More...

ସିନାପାଲିରେ ରଙ୍ଗାରଙ୍ଗ ସାମୂହିକ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରମ୍ପରିକ ନୄତ୍ୟଗୀତରେ ଦୁଳୁକିଲା ମଂଚ ସିନାପାଲି, (କେପିଏନ୍‌ଏସ୍‌) : ସିନାପାଲିରେ ନୂଆଁଖାଇ ଦିନେ ଭବ୍ୟ ନୂଆଁଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନାପାଲି କାପସି ସ୍ଥିତ କେପି ବାଟିକା ଠାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସିନାପାଲି ଅଞ୍ଚଳର ସମସ୍ତ ବର୍ଗର
Read More...

ହିର୍ଲିମାଲରେ ଗଣେଶ ପୂଜା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ହିର୍ଲିମାଲ ଗାଁରେ ପବିତ୍ର ଗଣେଶ ପୂଜା ଅବସରରେ ସୋମବାର ସନ୍ଧ୍ୟାରେ ସମ୍ବଲପୁରୀ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି
Read More...

ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି ଅବସରରେ ବିଭିନ୍ନ ଖେଳକୁଦ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ସ୍ଥାନ ଲବ୍‌ଲି ବେହେରା, ଦ୍ୱିତୀୟ ସ୍ଥାନ ଶୁଡ୍ରା ଡାନ୍ସ ଗ୍ରୁପ, ତୃତୀୟ ସ୍ଥାନ ତିଥି
Read More...

ହରଭଙ୍ଗାରେ ନୂଆଁଖାଇ ଭେଟଘାଟ

ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା ଲୋଇସିଂହା. (କେପିଏନ୍‌ଏସ୍‌) : ପବିତ୍ର ନୂଆଁଖାଇ ପର୍ବ ଅବସରରେ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ହରଭଙ୍ଗା ଗ୍ରାମରେ ‘ନୂଆଁଖାଇ ଭେଟଘାଟ’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ
Read More...