ମାଟି ସହ ମିଶିଲା ଶିକ୍ଷା : ଜେନିଥ୍ ଲାୟନ୍ସ ଗୁରୁକୁଳରେ ଅନୁଷ୍ଠିତ ହେଲା ‘ନୂଆଖାଇ ହାଟ’
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ କେବଳ ଏକ ପର୍ବ ନୁହେଁ, ଏହା ମାଟି, ଚାଷୀ ଓ ନୂଆ ଧାନ ସହ ଜଡିତ ଆମର ଜୀବନଧାରା । ଏହି ପରମ୍ପରାକୁ ନୂଆ ପିଢ଼ି ସହ ଯୋଡ଼ିବା ଏବଂ ପାଠ୍ୟପୁସ୍ତକ ବାହାରେ ବ୍ୟବହାରିକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ପଦ୍ମପୁରର ଅଗ୍ରଣୀ!-->…
Read More...
Read More...