Daily Archives

ରାଉରକେଲା ଷ୍ଟିଲ ସିଟି ରୋଟାରୀ କ୍ଲବ ପକ୍ଷରୁ ଛତୁ ଚାଷ ପ୍ରଶିକ୍ଷଣ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟିର ଛତୁ ଚାଷ କମିଟି ପକ୍ଷରୁ ଖରିଆବାହାଲ ବସ୍ତିରେ ଆଡଲ୍ଟ ଲିଟେରାସୀ କ୍ଲାସରେ ଏକ ଛତୁ ଚାଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଆଁରମୁଣ୍ଡାର ପ୍ରଶିକ୍ଷିକା ଶ୍ରୀମତୀ ଜୟନ୍ତୀ ଏହି ପ୍ରଶିକ୍ଷଣ
Read More...

ଜଙ୍ଗଲରେ ଚୋରା ମଦ ପ୍ରସ୍ତୁତି ଯୋଜନା ପଣ୍ଡ : ଚଢ଼ାଉ କରି ୩୪ ହଜାର ଲିଟର ମହୁଲ ପୋଚ ନଷ୍ଟ କଲା ଅବକାରୀ ବିଭାଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ ପିଠାଭୁଇଁ ଜଙ୍ଗଲରେ ଅବକାରୀ ବିଭାଗର ବଡ଼ ଧରଣର ଚଢ଼ାଉ । ଜଙ୍ଗଲ ଭିତରେ ମାଟିତଳେ ଲୁଚାଇ ରଖାଯାଇଥିବା ପ୍ରାୟ ୩୪ ହଜାର ଲିଟର ମହୁଲ ପୋଚ ଠାବ କରିଛି ସ୍ୱତନ୍ତ୍ର ଅବକାରୀ ଟିମ୍‌ । ସୂଚନା ଅନୁସାରେ, ଜଙ୍ଗଲ ଭିତରେ ଗାତ ଖୋଳି ବିପୁଳ ପରିମାଣର
Read More...

ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିର କଦମପଡା, ବଲାଙ୍ଗିର ଠାରେ ବଲାଙ୍ଗିର ଜିଲ୍ଲା ସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାର ପ୍ରଥମ ଆଚାର୍ଯ୍ୟ ସହଦେବ ଖମାରୀ ଯୋଗ
Read More...

ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ଦ୍ୱାଦଶାହ ଅବସରରେ ପଦ୍ମପୁର ଶାନ୍ତି ନଗରସ୍ଥିତ ଏକ କଲ୍ୟାଣ ମଣ୍ଡପରେ ସ୍ୱର୍ଗତ ଅରବିନ୍ଦ ସାହୁ ଫାଉଣ୍ଡେସନର ସଂଯୋଜନାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟିକ ତଥା ଶିକ୍ଷକ ସୁମନ୍ତ କୁମାର ସାହୁଙ୍କ
Read More...