Daily Archives

ଫକୀର ଚରଣ ପାଢ଼ୀଙ୍କ ରଚ୍ଚିତ ‘ପିତାମ୍ବରଙ୍କ ପୁସ୍ତକ ପରିଚୟ’ ପୁସ୍ତକ ଲୋକାର୍ପିତ

ଉତ୍କଳ ସମ୍ମିଳନୀର ନୂଆଁଖାଇ ପାଳିତ ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଉତ୍କଳ ସମ୍ମିଳନୀ ପୁରୀ ଜିଲ୍ଲା ଶାଖା ପକ୍ଷରୁ ପ୍ରଥମ କରି ନୂଆଁଖାଇ ଭେଟଘାଟ ଗବେଷକ ତଥା ଐତିହାସିକ ଭୀମସେନ ମହାପାତ୍ରଙ୍କ ସଭାପତିତ୍ୱରେ ସତ୍ୟବାଦୀ ମାଟିରେ ତା ୧୫/୦୯/୨୦୨୬ ରିଖେ ମହାସମାରୋହରେ ପାଳିତ
Read More...

ନୂଆଁଖାଇ ଭେଟଘାଟରେ ଝୁମିଲା ସଦାଇପାଲି : ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇକୁ ନେଇ ସବୁଠି ଉତ୍ସବର ମାହୋଲ । ଏହି ଅବସରରେ ସଦାଇପାଲି ନବଜ୍ୟୋତି କ୍ଲବ ପକ୍ଷରୁ ଆୟୋଜିତ ହୋଇଛି ନୂଆଁଖାଇ ଭେଟଘାଟ ଉତ୍ସବ । ଗତକାଲି ସନ୍ଧ୍ୟା ୭ଟାରେ କ୍ଲବ ପ୍ରାଙ୍ଗଣରେ ଆୟୋଜିତ ଏହି ଉତ୍ସବରେ ନବଜ୍ୟୋତି କ୍ଲବ ସଭାପତି
Read More...

‘ଶାହଜାଦ୍ ଭଟ୍ଟି ନେଟୱର୍କ’କୁ ବ୍ୟାନ୍ କଲା ଗୃହ ମନ୍ତ୍ରଣାଳୟ

ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ 'ଶୂନ୍ୟ ସହନଶୀଳତା' ନୀତି ଆଧାରରେ ବଡ଼ କାର୍ଯ୍ୟାନୁଷ୍ଠାନଅସ୍ତ୍ରଶସ୍ତ୍ର ଓ ନିଶା କାରବାର ସହ ଯୁବବର୍ଗଙ୍କୁ ଆତଙ୍କବାଦୀ ସଜାଉଛି ସିଣ୍ଡିକେଟ୍ଭାରତର ସାମ୍ପ୍ରଦାୟିକ ସଦ୍ଭାବନାକୁ ନଷ୍ଟ କରିବାକୁ ସୋସିଆଲ୍ ମିଡିଆରେ ଘୃଣାପୂର୍ଣ୍ଣ ବିଷୟବସ୍ତୁ
Read More...

ସେପ୍ଟେମ୍ବର ୧୭ରେ ନୂଆଦିଲ୍ଲୀଠାରେ ‘ସେମିକନ୍ ଇଣ୍ଡିଆ ୨୦୨୬’ର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ

ସେମିକନ୍ ଇଣ୍ଡିଆ ୨୦୨୬ର ବିଷୟବସ୍ତୁ: ‘ସିଲିକନ୍ ଟୁ ସିଷ୍ଟମ୍ସ: ବିଲ୍ଡିଂ ଦି ଇକୋସିଷ୍ଟମ୍’୬୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ଏବଂ ୫୨ଟି ଦେଶର ପ୍ରତିନିଧିଙ୍କ ଅଂଶଗ୍ରହଣସେମିକନ୍ ଇଣ୍ଡିଆ ୨୦୨୬ରେ ଜାପାନ୍, ଦକ୍ଷିଣ କୋରିଆ, ମାଲେସିଆ, ନେଦରଲ୍ୟାଣ୍ଡ, ସିଙ୍ଗାପୁର ଓ ସ୍ୱିଡେନର ୬ଟି କଣ୍ଟ୍ରି
Read More...

ଅଗ୍ରଣୀ ସିଇଓମାନଙ୍କ ସହ ସେମିକଣ୍ଡକ୍ଟର ଗୋଲଟେବୁଲ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ଭାରତର ସେମିକଣ୍ଡକ୍ଟର ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟରେ ସକ୍ରିୟ ଭାଗ ନେବାକୁ ସିଇଓମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ଭାରତ ପ୍ରାରମ୍ଭିକ ନେତୃତ୍ୱ ନେବାର ଆକାଂକ୍ଷା ରଖିବା ଉଚିତ : ପ୍ରଧାନମନ୍ତ୍ରୀଏକ ପୂର୍ବାନୁମାନଯୋଗ୍ୟ ଏବଂ ଉତ୍ତରଦାୟୀ ନୀତିଗତ
Read More...

ଇପିଏଫଓ ଦରମା ସୀମା ମାସିକ ୧୫,୦୦୦ଟଙ୍କାରୁ ୨୫,୦୦୦ଟଙ୍କାକୁ ବୃଦ୍ଧି : କ୍ୟାବିନେଟ୍ର ମଞ୍ଜୁରୀ

୫୧ ଲକ୍ଷରୁ ଅଧିକ କର୍ମଚାରୀ ଆସିବେ ଇପିଏଫଓ ପରିସରଭୁକ୍ତ : ମିଳିବ ବାଧ୍ୟତାମୂଳକ ପିଏଫ୍ ସୁବିଧାଆନୁଷ୍ଠାନିକ କର୍ମନିଯୁକ୍ତିକୁ ବଳ ଏବଂ ସାମାଜିକ ସୁରକ୍ଷା ଦୂରଦୃଷ୍ଟିକୁ ଆଗେଇ ନେବ ଏହି ନିଷ୍ପତ୍ତିସୁରକ୍ଷିତ ହେବ ଅବସର ପରର ଭବିଷ୍ୟତ: 'ବିକଶିତ ଭାରତ' ସ୍ବପ୍ନ ପୂରଣ ଦିଗରେ
Read More...