pr

ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ

dr. purohit

ବଲାଙ୍ଗିର, (କେପିଏନ୍‌ଏସ୍‌) : ହରଗୌରୀ ଯୁବକ ସଂଘର ୧୨ ତମ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ । ଏହି ଅବସରରେ ବିଭିନ୍ନ ଖେଳକୁଦ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମ ସ୍ଥାନ ଲବ୍‌ଲି ବେହେରା, ଦ୍ୱିତୀୟ ସ୍ଥାନ ଶୁଡ୍ରା ଡାନ୍ସ ଗ୍ରୁପ, ତୃତୀୟ ସ୍ଥାନ ତିଥି ବେହେରା ଅଧିକାର କରିଥିବା ବେଳେ ମଞ୍ଚାସୀନ ଅତିଥି ମାନେ ହେଲେ ମୁଖ୍ୟ ଅତିଥି କ୍ଷୀରୋଦ ଚନ୍ଦ୍ର ସାହୁ ମୁଖ୍ୟବକ୍ତା ଡ. କୌତୁକ ପନ୍ଦର ନିମନ୍ତ୍ରଣ ବକ୍ତା ଶୁକଦେବ ସାହୁ ସମ୍ମାନିତ ଅତିଥି ସୁରେନ୍ଦ୍ର ଧରୁଆ, ସରପଞ୍ଚ ମୋହନଗିରି ଉଛବ ପଧାନ, ସରପଞ୍ଚ ସିଂପୁର ଗୋକୁଳାନନ୍ଦ ବିଶ୍ୱାଳ, ସମିତି ସଭ୍ୟ ମୋହନଗିରି ମଧୁସୂଦନ ଭୋଇ, ବିବଛି ପୋଡ଼ ନେତ୍ର ନନ୍ଦ ସାହୁ, ରଶ୍ମା ନନ୍ଦ, ନାରାୟଣ କୁମାର, ମଧୁସୂଦନ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ନୂଆଁଖାଇ ପରମ୍ପରା ସହିତ ସଂସ୍କୃତି ଉପରେ ଆଲୋକ ପାତ କରିଥିଲେ । ତତ୍‌ ସହିତ ଗ୍ରାମର ବରିଷ୍ଠ ବ୍ୟକ୍ତିମାନଙ୍କୁ ସମ୍ମାନିତ କରାଯାଇଥିଲା ।

nrusinghnath
Leave A Reply

Your email address will not be published.