Daily Archives

ସାମ୍ବାଦିକ ପାୟଲ ମେହେଟ୍ଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ବ୍ୟକ୍ତ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମ୍ବାଦିକା ପାୟଲ ମେହେଟ୍ଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ, ପାୟଲ ମେହେଟ୍ଟା ଜଣେ ପରିଶ୍ରମୀ ଓ ନିଷ୍ଠାପର ସାମ୍ବାଦିକା ଥିଲେ, ଯିଏ ଗ୍ରାଉଣ୍ଡ୍‌ ଜିରୋ ବା ମାଟି ସହ ଯୋଡ଼ି ହୋଇ
Read More...

୭୦ତମ ସ୍କୁଲ ଗେମ୍‌ ଉଷୁ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୭୦ତମ ସ୍କୁଲ ଗେମ ଉଷୁ ପ୍ରତିଯୋଗିତା ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ କେନ୍ଦୁଝରର ବଡବିଲ ଠାରେ ଅନୁଷ୍ଠିତ ହେବ । ପ୍ରତିଯୋଗିତା ପାଇଁ ବଲାଙ୍ଗିର ଉଷୁ ଦଳ କେନ୍ଦୁଝର ଯାତ୍ରା ଆରମ୍ଭ କରିଛନ୍ତି । ଏହି ଦଳରେ ୬ଜଣ ବାଳିକା ଓ ୮ଜଣ ବାଳକ ନିଜ ନିଜ ବର୍ଗରେ
Read More...

ବାରିପଦାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’ ପାଳିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନମନସ୍କତା, ସୃଜନଶୀଳତା, ନବସୃଜନ ଓ ନୂତନ ଚିନ୍ତାଧାରାକୁ ଅଧିକ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ବାରିପଦାସ୍ଥିତ ସହିଦ ସ୍ମୃତି ଭବନଠାରେ ଓଏଭି ଫାଉଣ୍ଡେସନ୍ ଡେ ‘ସ୍ପାର୍କ’
Read More...

ପିଟାପରା ଗ୍ରାମରେ “ନୂଆଁଖାଇ ଭେଟଘାଟ ” କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲେବଡ଼ା ପଞ୍ଚାୟତର ପିଟାପରା ଗ୍ରାମରେ ମା' ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ତଥା ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଆନୁକୂଲ୍ୟରେ "ନୂଆଁଖାଇ ଭେଟଘାଟ" କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଜଟିଳ ରକ୍ତକର୍କଟ ରୋଗୀଙ୍କ ପାଇଁ ଜରୁରୀକାଳୀନ ପ୍ଲେଟଲେଟ ଦାନ କଲେ ଡଃ. ନିରୋଜ କୁମାର ପୋଥାଳ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମାନବିକତା ଓ ସେବା ମନୋଭାବର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜର ନିୟମିତ ରକ୍ତଦାତା ଡଃ. ନିରୋଜ କୁମାର ପୋଥାଳ । ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଜଟିଳ ରକ୍ତକର୍କଟ ରୋଗରେ ଚିକିତ୍ସାଧୀନ ୨୩ ବର୍ଷୀୟ ଯୁବକ ହିତେଶ କୁମାର ନାଥଙ୍କ ପାଇଁ
Read More...