Daily Archives

କେସିଙ୍ଗା ତେରାପନ୍ଥ ୟୁବକ ପରିଷଦ ତରଫରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କେସିଙ୍ଗା, (ପ୍ରୀତେଶ ପଟେଲ) : "ରକ୍ତଦାନ" ମହତ୍ ଦାନ ବୋଲି କୁହାଯାଏ । ସାରା ଭାରତ ବର୍ଷରେ ତେରାପନ୍ଥ ୟୁବକ ପରିଷଦ ପକ୍ଷରୁ "ରକ୍ତଦାନ କର୍ତ୍ତବ୍ୟମ" କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି "ରକ୍ତଦାନ କର୍ତ୍ତବ୍ୟମ" କାର୍ଯ୍ୟକ୍ରମ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ୩ ଦାମୀ କାର ଜବତ ସହ ୭ ଯୁବକ ଗିରଫ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରବୀର ସାମଲଙ୍କ ନେତୃତ୍ଵରେ ଜିଲ୍ଲା ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ପକ୍ଷରୁ ଜିଲ୍ଲାର ତିନୋଟି ପୃଥକ ସ୍ଥାନରେ ବିଭାଗ ପକ୍ଷରୁ ଚଢାଉ କରାଯିବା ସହ ୩ କ୍ଵିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ଏବଂ ୭ ଜଣଙ୍କୁ ଗିରଫ
Read More...

ସୁବଳୟା ମହାନଦୀରୁ ଦୁଇ ଅଜଣା ଯୁବକଙ୍କ ମୃତ ଦେହ ଉଦ୍ଧାର

୨ ଯୁବକ ଗଞ୍ଜେଇ ଚୋରା ଚାଲାଣକାରୀ ସନ୍ଦେହ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ମହାନଦୀ ଘାଟରୁ ମଙ୍ଗଳବାର ଦିନ ଅପରାହ୍ନରେ ଦୁଇ ଅଜଣା ଯୁବକଙ୍କ ମୃତଦେହ ପୁଲିସ୍ ଉଦ୍ଧାର କରିଛି । ସୂଚନା ଅନୁସାରେ ଅପରାହ୍ନ ପ୍ରାୟ ୩ ଟା ବେଳେ
Read More...

ଡେଲାଙ୍ଗ ବ୍ଲକ୍‌ରେ ଶିକ୍ଷକମାନଙ୍କୁ ବିଷୟ ଭିତ୍ତିକ ତାଲିମ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନ୍ୟାନ୍ୟ ଶିକ୍ଷା ବିକାଶ କାର୍ଯ୍ୟକ୍ରମ ୩.୦ ପୁରୀ ଜିଲ୍ଲା ସମସ୍ତ ବ୍ଳକ୍‌ରେ ଦ୍ରୁତଗତିରେ ବିକଶିତ ହେଉଥିବା ବେଳେ ଆଜି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ମଣ୍ଡଳ ଶିକ୍ଷା
Read More...